ଲାଗିଲା ନିଆଁ, କାରଣ ଅସ୍ପଷ୍ଟ ଅଘଟଣ By SPNEWS On May 25, 2019 0 Share ବୌଦ୍ଧ : ବୋୖଦ୍ଧ ଜିଲ୍ଲା ଚମ୍ପାମାଳ ଗାଁର ଅଚ୍ୟୁତ ମହନନ୍ଦିଆଙ୍କ 2 ବଖରା ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି । ବୋୖଦ୍ଧ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି । 0 Share FacebookTwitterGoogle+ReddItWhatsAppPinterestEmail