Sign in
Sign in
Recover your password.
A password will be e-mailed to you.
ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ୍
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ଦିର୍ଘ ୨ବର୍ଷ କାଳ ଯୁବତୀଙ୍କ ସହ ଶାରାରିକ ସମ୍ପର୍କ ରଖିଲେ l ବିବାହ କରି ଘରକୁ ବୋହୂ କରି ନେବେ ବୋଲି କଥା ବି ଦେଇଥିଲେ lହେଲେ ଦିନ ଗଡ଼ିଲା ସିନା , ଯୁବତୀଙ୍କୁ ବିବାହ କଲେନି l ବରଂ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରି ଥିଲେ l…
ତରଜଙ୍ଗା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ବାଇକ୍ ଧକ୍କାରେ ମୃତ୍ୟୁ, କଟକ-ପାରାଦ୍ଵୀପ ରାସ୍ତା ଅବରୋଧ
ତିର୍ତ୍ତୋଲ/ରମେଶ ମହାନ୍ତି :ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତରଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ରାଉତରାୟ(ଟୁକୁନି)ଙ୍କର ଆଜି ଏକ ବାଇକ୍ ଧକ୍କାରେ ମୃତ୍ୟୁ ଘଟିଛି।ସୂଚନାନୁଯାୟୀ ରବିବାର ସକାଳ ପ୍ରାୟ ସାଢ଼େ ୮ଟା ସୁଦ୍ଧା କଟକ-ପାରାଦ୍ବୀପ ରାସ୍ତାର ତରଜଙ୍ଗା ସ୍କୁଲ୍ ସମ୍ମୁଖରେ ଦୃତ…
ସ୍ବାଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଦ୍ବାରା କ୍ଲିନ୍ ସର୍ଗିବାହାଲ ଗ୍ରୀନ ସର୍ଗିବାହାଲ ଅଭିଯାନ
ପଦ୍ମପୁର /ନୀଳ ଦୀପ : ସର୍ଗିବାହାଲ ସ୍ବାଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଦ୍ବାରା ର୍ସ୍ବଗତ ନୀଲକଣ୍ଠ ଗୌନ୍ତିଆଙ୍କ ସୃତିରେ କ୍ଲିନ୍ ସର୍ଗିବାହାଲ ଗ୍ରୀନ ସର୍ଗିବାହାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂଗଠନର ମୁଖ୍ୟ ଶ୍ରୀଯୁକ୍ତ କ୍ଷୀରୋଦ୍ର ସିଂ ବରିହା, ଶ୍ରୀଯୁକ୍ତ ମାଧବ…
ଗୋଁଡ଼ ସମାଜର ବୁଢ଼ାଦେଓ ମଣ୍ଡପର ପ୍ରତିଷ୍ଠା ଓ ବୁଢ଼ାଦେଓ ମନ୍ଦିରର ଶୁଭ ସ୍ତମ୍ଭ ସ୍ଥାପନ।
ମାଣ୍ଡୋସିଲ /ପାଇକମାଲ ( ରାଜେନ୍ଦ୍ର କୁମାର ପ୍ରଧାନ) :- ଅଖିଳ ଭାରତୀୟ ଷଢ଼ବଂଶୀ ଗୋଁଡ ସମାଜ ୧୮ଗଡ଼ ରାଜ୍ୟ ରାଜବୋଡ଼ାସମ୍ୱର ଦ୍ୱରା ପବିତ୍ର ପିଠ ନୃସିଂହନାଥ ଠାରେ ଗୋଁଡ ସମାଜ ର ବୁଢ଼ାଦେଓ ମଣ୍ଡପର ପ୍ରତିଷ୍ଠା ଉସବ ଓ ମନ୍ଦିରର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ଅଞ୍ଚଳର ୫ହଜାରରୁ ଉର୍ଦ୍ଧ୍ୱ ଗୋଁଡ଼…
ମହାରାଜ କଂସଙ୍କ ଗର୍ଜନରେ ମଥୁରା ଥରହର
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ ମଧୁଛନ୍ଦା ସାହୁ ଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି ।ଆଜି ଯାତ୍ରାର ତୃତୀୟ ରଜନୀରି ଅତିଥି ଭାବେ କମିଟିର ସଂପାଦକ ଶ୍ରୀଯୁକ୍ତ ଚୈତନ୍ୟ …
ଆନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୧୯ ବରଗଡ : ଅସ୍ୱୀକୃତ୍ ଭାଷାର୍ ହକ୍ ଲାଗି ଦାବୀ ଉଠ୍ବା
ବରଗଡ/ନିଳ ଦୀପ-ଆଏବା ଫେବୃଆରୀ ୨୧ ତାରିଖ୍ ବିଜୁପଟ୍ଟନାଏକ୍ ଟାଉନ୍ହଲ୍ ବର୍ଗଡ୍ ଠାନେ ଅନ୍ତର୍ଜାତୀୟ ମାତୃଭାଷା ଦିବସ୍ ଉଜୁକ୍ ହେବା । ଇ ଉଛବ୍କେ କୋସଲି କ୍ରିୟାନୁଷ୍ଠାନ କମିଟି ଆର କ୍ଲିଅର ମିଶିକରି ଉଜୁକ୍ କରୁଛନ୍ । ଇ ଜାତୀୟ ସ୍ତରୀୟ ଭାଷା ସମାବେଶ୍ ଥି ଡ. ଜୋଗା ସିଂ (ପଂଜାବୀ), ଡ. ଦୀପକ…
କିଡଜୀ ପ୍ଲେସ୍କୁଲର ୫ମ ବାର୍ଷିକ ଉତ୍ସବ ଏବଂ ପ୍ରିଲଞ୍ଚିଂ କାର୍ଯ୍ୟକ୍ରମ ଉଦଯାପିତ
ବାରିପଦା (ଦିଲ୍ଲୀପ[ ମହାନ୍ତି) : ବାରିପଦା ବାଘଡାରୋଡ ସ୍ଥିତ କିଡଜୀ ପ୍ଲେସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ପ୍ରିଲଞ୍ଚିଂ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ କିଡଜୀର ନୂଆ ସିଲାବସ ଉନ୍ମୋଚିତ ହେବା ସହ ନୂତନ ଟେକ୍ନୋଲୋଜି…
ରାଜଧାନୀରେ ପୁଷପୁନି ଭେଟ
ଭୁବନେଶ୍ୱର/ବରଗଡ :- ପୁଷପୁନି ଭେଟ । ଭୁବନେଶ୍ୱର ରେ ରହୁଥିବା ପଶ୍ଚିମ ଓଡ଼ିଶାର ଯୁବକମାନଙ୍କ ସଂଗଠନ କିରଣ ଦ୍ୱାରା ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଧୁମଧାମରେ ପାଳନ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟ ସରକାର ଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ପଶ୍ଚିମ ଓଡିଶାର…
ଭାରସାମ୍ୟ ହରାଇ ଓଲଟିଲା ଟେମ୍ପୋ:୪ ଆହତ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରାଞ୍ଚି-ବିଜୟଓ୍ୱାଡ଼ା ଜାତୀୟ ରାଜପଥ ତଥା ରେଢ଼ାଖୋଲ ବୌଦ୍ଧ ରାସ୍ତାର ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଛକ ନିକଟସ୍ଥ ବୁଲାଣିଆ ରେ ଆଜି ଅପରାହ୍ନ ସାଢ଼େ ୩ ଟାରେ ଏକ ଟେମ୍ପୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକ ସମେତ ୪ ଜଣ ଆହତ ହେଇଛନ୍ତି…
ଉଦ୍ଘାଟିତ ହେଲା ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ
ସୁନ୍ଦରଗଡ଼ର ପ୍ରସିଦ୍ଧ ଲୋକ ମହୋତ୍ସବ ଯତରା-୨୦୧୯ ଆଜି ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ଯୋଇଯାଇଛି ଭବାନୀ ଭବନ ପଡ଼ିଆଠାରେ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଜିଲ୍ଲା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରା…