୭ମ ନୁଆପଡା କ୍ରିକେଟ କପ ଉଦଯାପିତ :ଖଇରପାଲି ଦଳ ଚମ୍ପିୟାନ

||ପଦ୍ମପୁର/ନିଳ ଦୀପ|| ପଦ୍ମପୁର ସହରର ନୁଆଁପଡା କ୍ରିକେଟ କ୍ଳବ ଦ୍ବାରା ଆୟୋଜିତ ବିଗତ ପାଞ୍ଚ ଦିନଧରି ଚାଲୁଥିବା ନୁଆଁପଡା କ୍ରିକେଟ କପ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ସତୀଭଟା ଓ ଖଇରପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଖଇରପାଲି ଦଳ ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ…

କ୍ଷୀର ସଂଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା….

ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନ : ଗୋପପୁରରେ ପୁତନା  ନିହତ ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଖୁଣ୍ଟପାଲି ଗ୍ରାମରେ  ବୋଡାସମ୍ବର ଧନୁଯାତ୍ରାର ଚତୁର୍ଥ ଦିନରେ ପୁତନା ନିଧନର ନାଟ୍ୟାଭିନୟ। ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନରେ…

ଇଭିଏମ/ଭିଭିପାଟ ସମ୍ପର୍କରେ ସଚେତନତା ରଥ

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ  ଚେରଙ୍ଗାଝାଞ ଗ୍ରାମରେ ଓଡିଶା ନିର୍ବାଚନ ଆୟୋଗ ଙ୍କ ଦ୍ବାରା ଆୟୋଜିତ ଇଭିଏମ/ଭିଭିପାଟ ସଚେତନତା ରଥ ଦ୍ବାରା ଗ୍ରାମର ୧୦୯ ଜଣ ମହିଲା ଓ ପୁରୁଷ ଭୋଟରଙ୍କୁ ଇଭିଏମ/ଭିଭିପାଟ ମେସିନ ବିଷୟରେ …

ଶୀତୁଆ ସଂଧ୍ୟାରେ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣରେ ଝୁମିଲେ ଦର୍ଶକ 

 ସୁନ୍ଦରଗଡ଼ର ଲୋକ ମହୋତ୍ସବ ଯତରା-୨୦୧୯ର ପ୍ରଥମ ସନ୍ଧ୍ୟା  ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରଚାନ୍ଦ ଦେଉରିଆ  ଥିରି ଥିରି ଶୀତ ଦେହକୁ ଛୁଉଁଥିଲେ ବି ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ସୁନ୍ଦର ଚିତ୍ତାକର୍ଷକ ନୃତ୍ୟ ଭରି ଦେଇଥିଲା ଉସ୍ମତା ଦର୍ଶକଙ୍କ ମନରେ |…

ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆକୁଳ ଭରା ଚିଠି

"ମୋ ପରି ଆଉ କିଏ ବାପା ସ୍ନେହରୁ ବଂଚିତ ନହେଉ, ଆଉ କାହା ପରିବାର ଉଜୁଡି ନଯାଉ" http://www.youtube.com/watch?v=AQpCB97hNnc  ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନୀଳ ଦୀପ : ସାରାରାଜ୍ୟରେ ଧୂମଧାମରେ ପବିତ୍ର ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା ବେଳେ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ…

ଲଢେଇ ସାରି ବାହୁଡ଼ି ଗଲେ ଭଞ୍ଜଭୂମିର ଲଢୁଆ ପୁଅ 

୯୦ ବର୍ଷ ଆୟୁରେ ଇହଲୀଳା ସମ୍ବରଣ କଲେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ମାଝୀ ବାରିପଦାରୁ ଦିଲ୍ଲୀପ ମହାନ୍ତି  ଓଡିଶା ରାଜନୀତିରେ ଏକ ସଶ୍ରଦ୍ଧ ଉଚ୍ଚାରଣ, ନୀତି ନିଷ୍ଠ ଜନନେତା,  ଭଞ୍ଜ ମାଟିର ଲଢୁଆ ପୁଅ ତଥା ଜଣାଶୁଣା ଶିକ୍ଷା ସଂସ୍କାରକ ଶ୍ରୀଯୁକ୍ତ ଚୈତନ୍ୟ ପ୍ରସାଦ ଆଉ ନାହାନ୍ତି | ଆଜି…

ବଜାରକୁ କିଣାକିଣି ପାଇଁ ଯାଉଥିଲେ, ଆଉ ଫେରିଲେନି : ବସ ଧକ୍କାରେ ଚାଲିଗଲା ବୄଦ୍ଧାଙ୍କ ଜୀବନ 

ବରଗଡ ଜିଲ୍ଲା ପ୍ରତିନିଧି ନୀଳ ଦୀପଙ୍କ ଠାରୁ  ପଦ୍ମପୁର ବରଗଡ଼ ରାସ୍ତା ବାରିହାପାଳି ଛକ ଠାରେ ଏକ ଘରୋଇ ବସ ଧକ୍କା ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଛି। ବୃଦ୍ଧ ଜଣକ ବାରିହାପଲି ନିକଟ ଖୁଜେନ ଗ୍ରାମର ନିର ସ୍ୱାଇଁ (୬୨) ବୋଲି ଜଣା ପଡିଥିବା ବେଳେ ସେ ବାରିହାପାଳି ଠାରେ ବସିଥିବା…

ତଳିଆ କର୍ମଚାରୀମାନଙ୍କ ରହିଥିବା ଦାବୀ ସମୁହକୁ ସମାଧାନ ଦିଗରେ ପଦକ୍ଷେପ ନିଆଯିବ

ଓଡିଶା ଅଣଗେଜେଟେଡ ବନସେବା ସଂଘ ଗଜପତି ଜୋନ୍‍ର ବିଂଶତମ - ଦ୍ୱିବାର୍ଷିକ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଓଡିଶା ଅଣଗେଜେଟେଡ ବନସେବା ସଂଘ ଗଜପତି ଜୋନର ବିଂଶତମ…

ସରକାରୀ ଯୋଜନାର ସୁଫଳ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ : ମନ୍ତ୍ରୀ ଶ୍ରୀ ପାତ୍ର

ଜିଲ୍ଲା ସ୍ତରୀୟ  ୭୦ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୭୦ତମ ସାଧାରଣ ତନ୍ତ୍ର ଦିବସ ୨୦୧୯ ବହୁ ଆଡମ୍ୱର ସହକାରେ  ପାଳିତ ହୋଇଯାଇଛି । ଏହି ସମାରୋହରେ…

ସମ୍ବିଧାନର ନୀତି ଆଦର୍ଶକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଲେ ଉପଜିଲ୍ଲାପାଳ

        ଚମ୍ପୁଆ ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ  ଚମ୍ପୁଆ(ଚିତ୍ତ ରଞ୍ଜନ କର)  ଆମ ଜାତୀୟ ଜୀବନରେ ସାଧାରଣତନ୍ତ୍ର ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ଯେଉଁ ମହାପୁରୁଷମାନେ ସମ୍ବିଧାନ ଉତ୍ସର୍ଗ କରିଥିଲେ ତାହା ଆମ ପାଇଁ ପଥପ୍ରଦର୍ଶକ ଭଳି…