Sign in
Sign in
Recover your password.
A password will be e-mailed to you.
ଇନ୍ଦିରା ଆବାସ ପାଇବି ପାଇନାହାନ୍ତି ୧୧ ଜଣ ହିତାଧିକାରୀ
ଅର୍ଥ ଆତ୍ମସାତ କରିଥିବା ସରପଂଚ କୁଆଡେ ଏବେ ବ୍ଲକ ଅଧ୍ୟକ୍ଷ
ରାଉରକେଲା/ସୁଶାନ୍ତ ବେହେରା :ସରକାର ପରେ ସରକାର ବଦଳି ଚାଲିଛି । ସେପଟେ ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ଗୁଡିକର ଡିଣ୍ତିମ ପିଟାଚାଲିଛି । ହେଲେ ହୋଇ ପାରୁନି ଗ୍ରାମାଞ୍ଚଳର ବିକାଶ l ଯୋଜନା କେବଳ ନେତା ଓ ସରକାରୀ…
କାଡୁତାଙ୍ଗ୍ ଓ ଡିଙ୍ଗିଣି ଗ୍ରାମ ପ୍ରତି ପ୍ରଶାସନର ସାବତ ପୁଅ ଆଚରଣ : ବିକାଶର ଧାସ ବାଜୁନି ଏଇ ଦୁଇ ଗାଁକୁ
ଗୁଣପୁର ରୁ ସିଦ୍ଧାର୍ଥ ଦାଶଙ୍କ ରିପୋର୍ଟ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ କୁଲୁସିଂ ପଞ୍ଚାୟତ ର କାଡୁତାଙ୍ଗ୍ ଓ ଡିଙ୍ଗିଣି ଗ୍ରାମ ଗୁଣପୁର ସଦର ଠାରୁ ୨୫ କିଲୋମିଟର ଦୂର ରେ ଅବସ୍ଥିତ । ଏଠାରେ ସମସ୍ତ ସରକାରୀ ଯୋଜନା ଅପହଞ୍ଚ । ଯାତାୟତ ନିମନ୍ତେ ରାସ୍ତାଘାଟର ସୁବିଧା ନାହିଁ ।…
ମହେନ୍ଦ୍ରଗିରିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ସହ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିବା ଲୋକଙ୍କ ପ୍ରତି ଉଚିତ…
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ଅଧିବାସୀ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ରାୟଗଡ ବ୍ଲକାଞ୍ଚଳରେ ଥିବା ଐତିହାସିକ ସଂପୁର୍ଣ୍ଣ ପୁରାଣ ପ୍ରସିଦ୍ଧ ପବିତ୍ର ଶୈବ ପୀଠ ମହେନ୍ଦ୍ରଗିରିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ସହ ମହେନ୍ଦ୍ରଗିରି ଅଞ୍ଚଳରେ ବିଭିନ୍ନ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଏବଂ ମାନ୍ୟବର ଜିଲ୍ଲା ଦୌରା ଜଜ୍-ତଥା -ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଏସିଡ୍ ଆକ୍ରମଣକାରୀ ଉପରେ ଏକ…
ମାତିଛନ୍ତି ମଦୁଆ, ବଢୁଛି ଚୋରା ମଦ କାରବାର
ବଲାଙ୍ଗୀର/ନିରୋଜ ମିଶ୍ର : ଏହି ଅଞ୍ଚଳ ଦେଇ ପ୍ରାୟ ଦଶରୁ ଉର୍ଦ୍ଧ ଗାଁ ର ଲୋକ ଯିବା ଆସିବା କରନ୍ତି । ଏହି ରାସ୍ତା ଦେଇ ଅନେକ ଲୋକ ସ୍କୁଲ କଲେଜ ବ୍ଯାଙ୍କ ଅଫିସ ଦିନ ମଜୁରିଆ ଖଟିଖିଆ ଗରିବ ଆଦିବାସୀ ମହିଳା ସମସ୍ତେ ନିର୍ଭର କରନ୍ତି କିନ୍ତୁ ଏହି ଅଞ୍ଚଳ ଏବେ ଅସାମାଜିକ ଲୋକଙ୍କ…
କୋଣଠେସା ହୋଇ କେତେଦିନ ଦଳରେ ପଡ଼ି ରହିଥାନ୍ତି !!!!!
ବିଜେଡ଼ି ଛାଡ଼ିଲେ ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ଲକ୍ଷ୍ମଣ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜୁ ଜନତା ଦଳର ପୂର୍ବତନ ମୟୂରଭଞ୍ଜ ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡ଼ୁ ଆଜି ବିଜୁ ଜନତାଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଛନ୍ତି । ଶ୍ରୀଟୁଡ଼ୁଙ୍କ କହିବା…
ବଡ ଧରଣର ପରିବର୍ତ୍ତନ : ବଦଳିଲେ ୩୨ ଡ଼ିଏସପି-ଏସଡ଼ିପିଓ
କଟକ : ପୂଜା ଅବ୍ୟବହିତ ପୂର୍ବରୁ ଓଡ଼ିଶା ପୁଲିସ୍ରେ କାର୍ଯ୍ୟରତ ୩୨ ଜଣ ଡିଏସ୍ପି, ଏସ୍ଡିପିଓ ଓ ଏସିପିଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କଟକ ଏଚ୍ଆର୍ପିସି ଡିଏସ୍ପି ପ୍ରଦୀପ କୁମାର ଜାଲିଙ୍କୁ କଟକ ଏସ୍ପି…
ଦେଶକୁ ଆଗେଇ ନେବା ପାଇଁ ଅନେକତା ମଧ୍ୟରେ ଏକତାକୁ ବଜାୟ ରଖିବାକୁ ପଡ଼ିବ : ସୁବାରାଓ
ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋଙ୍କ ଅଟୋବାୟୋଗ୍ରାଫି “ଇଫ୍ ଆଇ ଆମ୍ ଆସାସିନେଟେଡ୍” ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପୁସ୍ତକରେ ଭୁଟ୍ଟୋ ଭାରତ ସମ୍ପର୍କରେ ଲେଖିଥିଲେ ଯେ ଭାରତରେ ଅନେକଗୁଡ଼ିଏ ଭାଷା ଏବଂ ଧର୍ମ ସମ୍ପ୍ରଦାୟ ରହିଥିଲେ ମଧ୍ୟ…
ବ୍ଲକସ୍ତରୀୟ ଦୌଡକୁଦ ପ୍ରତିଯୋଗିତା
ପଦ୍ମପୁର-(ନୀଳ ଦୀପ )- ରାଜବୋଡାସମ୍ବର ବ୍ଲକ ବିଦ୍ୟାଳୟ କ୍ରୀଡାସଂଘ ତରଫରୁ ବ୍ଲକ୍ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ବିଇଓ ଶ୍ରୀଯୁକ୍ତ ସୁନୀଲ ମୁଣ୍ଡୁ, ସମ୍ମାନିତ ଅତିଥି ସରକାରୀ ବାଳିକା…
Malkangiri polic nabbed director of ASHA CONSTRUCTIONS for suspicious reason
Malkangiri: On 05.10.2018 night, while chitrakonda Police staff were performing patrolling duty, received information that one person having one backpack with him moving suspiciously near village Doraguda on Pupulur road. Basing on this…