ଆୟ ବହିର୍ଭୁତ ସଂପତ୍ତି ଅଭିଯୋଗ: ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭିଜିଲାନ୍ସ ରେଡ

0

ବରଗଡ :ବରଗଡ଼ ଜଳସମ୍ପଦ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିୟର ଟଙ୍କଧର ମେହେରଙ୍କ ବାସଭବନରେ ବରଗଡ଼ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି | ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ନିଜ ଗାଁ ପଦ୍ମପୁର ଥାନା ସର୍ଗିବାହାଲ ବାସଭବନ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଘସିଏନ ଗ୍ରାମ ସ୍ଥିତ ଶ୍ୱଶୁର ଘର, ବରଗଡ଼ ଜଳସମ୍ପଦ ବିଭାଗ ଅଫିସ ସହ ବରଗଡ଼ ସହରରେ ରହୁଥିବା ଘରେ 5ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି |

Leave A Reply

Your email address will not be published.