Sign in
Sign in
Recover your password.
A password will be e-mailed to you.
ଚକ୍ରଧରଙ୍କୁ ଦଳିଲା ଦନ୍ତା ହାତୀ
ବରଗଡ /ଗୌରାଙ୍ଗ ଦାଶ:- ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମ ପଂଚାୟତର ମର୍ଯାଦ ପାଳି ଗ୍ରାମ ନିକଟସ୍ଥ ପାଠରୀ ଠାରେ ଗତ ରାତିରେ ଜଣେ ବୃଦ୍ଧ କୁ ଗୋଟେ ଦନ୍ତା ହାତୀ ଦଳି ଚକଟି ମାରି ଦେଇଛି । ପାଇକମାଳ ଓ ଝାରବନ୍ଧ ଅଂଚଳରେ ମାତିଛି ଦନ୍ତା ହାତୀ | ଫସଲ ନଷ୍ଟ କରିବା ସହ ଲୋକଙ୍କ ଜୀବନ ବି ନେଉଛି |…
ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମାନୀ : ପାର୍ବତୀ ଗିରୀ ମେଗା ଉଠା ଜଳସେଚନ ପକଳ୍ପ କାମରେ ଲାଗୁନି
ଶୁଭିପାରେ ମରୁଡିର ପଦଧ୍ୱନି, ଚାଷୀଙ୍କ ଭିତରେ ପଡ଼ିଲାଣି ଭାଳେଣି
ପଦ୍ମପୁର (ନୀଳ ଦୀପ)-- ରାଜ୍ୟ ସରକାର ଅଣଜଳସେଚିତ ଚାଷଜମିକୁ ଚାଷ ପାଇଁ ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ । ସରକାର ଏହି ପ୍ରକଳ୍ପ ପାଇଁ କୋଟି କୋଟି…
କଂଗ୍ରେସର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମ : ତୃଣମୂଳ ଓ ଶିର୍ଷ ନେତୃତ୍ୱ ମଧ୍ୟରେ ଯୋଗାଯୋଗର ଉତ୍ତମ ମାଧ୍ୟମ
ବଲାଙ୍ଗିର,(ନିରୋଜ ମିଶ୍ର) - ଆଜି ଜିଲ୍ଲା କଂଗ୍ରେସ ତରଫରୁ ସହରର ଏକ ହୋଟେଲର ସମୀକ୍ଷା ଗୃହରେ କଂଗ୍ରେସ ଦଳର ପ୍ରୋଜେକ୍ଟ ଶକ୍ତି କାର୍ଯ୍ୟକ୍ରମକୁ ନେଇ ଏକ ତାଲିମ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଛି । ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ତାଲିମ ସଭାରେ ଏଆଇସିସି ସଭ୍ୟ…
୩୫ ବର୍ଷ ଧରି ଗୁମୁଟି ତଳେ ଜୀବନ କଟାଉଥିବା ବିଧବା ମହିଳାଙ୍କୁ ଥଇଥାନର ବ୍ୟବସ୍ଥା କଲେ ଉପନଗରପାଳ ଜିତେନ୍ଦ୍ର
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୧୮ ନମ୍ବର ୱାର୍ଡ ଅଧୀନରେ ରହିଥିବା ଭଞ୍ଜପୁର-ମୁର୍ଗାବାଡ଼ି ରାସ୍ତା ପାଶ୍ୱର୍ରେ ଏକ ଗୁମୁଟି ତଳେ ଦୀର୍ଘ ୩୫ ବର୍ଷ ଧରି ବସବାସ କରିଆସୁଥିବା ବିଧବା ଅସହାୟ ମହିଳା ଓ ତାଙ୍କ ପୁଅକୁ ଥଇଥାନ କରିବା ନିମନ୍ତେ ସହାୟତାର ହାତ ବଢ଼ାଇ ଆଗେଇ…
ଦିବ୍ୟଜ୍ୟୋତି ପରିଡ଼ା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ଅକ୍ଟୋବର ୨୫ରେ ପୂର୍ବତନ ଉପଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତାରଙ୍କ ନିକଟରୁ ଦାୟିତ୍ୱ ଭାର ଗ୍ରହଣ କଲେ । ଉପଜିଲ୍ଲାପାଳ ଶ୍ରୀପରିଡ଼ା ୨୦୧୬ ବ୍ୟାଚ ଓଡ଼ିଶା କେଡ଼ରର ଆଇଏଏସ…
ତିତଲି ବାତ୍ୟା ପ୍ରଭାବରେ ଫସଲ କ୍ଷୟକ୍ଷତିର କ୍ଷତିପୁରଣ ଓ ସହାୟତା ଦାବୀରେ ୫ଟି ଗ୍ରାମର ଆଦିବାସୀମାନଙ୍କ ଜିଲ୍ଲାପାଳଙ୍କ…
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତର ୫ଟି ଆଦିବାସୀ ଗ୍ରାମ ର ଶତାଧିକ ହେକ୍ଟରରେ ଲାଗିଥିବା ଫସଲ ସବୁ ଉଜୁଡି ଯାଇଛି । ସେହି ଫସଲ କ୍ଷୟକ୍ଷତିର ଉଚିତ କ୍ଷତିପୁରଣ ସାଙ୍ଗକୁ ସରକାରୀ ସହାୟତା ଯୋଗାଇଦେବା ଦାବୀରେ…
ତିତଲି ପ୍ରଭାବିତ ଅଞ୍ଚଳରେ ସ୍ୱଭାବିକ ପରିସ୍ଥିତିରେ ଅଗ୍ରଗତି ପାଇଁ ଶ୍ରମ ଏବଂ ଏସସି ଏସଟି ଉନ୍ନୟନ କମିଶନରଙ୍କ ସମୀକ୍ଷା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ତିତଲି ପ୍ରଭାବିତ ସମସ୍ତ ଅଞ୍ଚଳର ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇ ଜନ ଜୀବନ ପ୍ରଭାବିତ ହୋଇଛି ସେ ସବୁର ସ୍ୱଭାବିତ ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସବୁ କରାଯାଇଅଛି । ପୁନରୁଦ୍ଧାର…
ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ :ବିଜେପି-ବିଜେଡି ସମ୍ପର୍କକୁ ପିସିସି ସଭାପତିଙ୍କ ତୀବ୍ର ସମାଲୋଚନା
ଭୁବନେଶ୍ୱର - କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ପକ୍ଷରୁ ସ୍ଥାନୀୟ…
ଶନିବାରଠାରୁ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର/ - ଶନିବାର ଠାରୁ ବିଜେଡି ଶାସନରେ ବ୍ୟାପକ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ବିଜେପି ପକ୍ଷର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ଆନ୍ଦୋଳନ ୩ ଦିନ ଧରି ଚାଲିବ । ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଅଫିସ୍ ସମ୍ମୁଖରେ ଗଣତାନ୍ତ୍ରିକ ଉପାୟରେ…
ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି: ବିଜେପି
ଭୁବନେଶ୍ୱର, - ସିବିଆଇ ନିଦେ୍ର୍ଧଶକ ଆଲୋକ ବର୍ମା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି । ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି । ଯେବେ ଏଭଳି ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଉପରେ ସନେ୍ଦହ…