Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରର ସୌଭାଗ୍ୟ ଯୋଜନା ଜିଲ୍ଲା ପାଇଁ ଦୁର୍ଭାଗ୍ୟ ଆଣୁଛି- ନରସିଂହ
ଜିଲ୍ଲା ବିଜୁଳି କମିଟି ବୈଠକ
ବଲାଙ୍ଗିର/ Niroj Mishra - କେନ୍ଦ୍ର ସରକାର ବହୁତ ସମୟରେ ବିଭିନ୍ନ ଯୋଜନାର ନାଁ ବଦଳାଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି । ଯେପରି କି ବର୍ତ୍ତମାନ ବିଜୁଳି ଯୋଗାଣକୁ ନେଇ କେନ୍ଦ୍ର ସରକାରଙ୍କ ·ଲିଥିବା ସୈାଭାଗ୍ୟ ଯୋଜନା । ଏହି ଯୋଜନାରେ…
ଝାରବନ୍ଧ ବ୍ଲକରେ ପୁଣି ଥରେ ମରୁଡିର କରାଳ ଛାୟା ।
ପଦ୍ମପୁର/ଝାରବନ୍ଧ-ନିଲ ଦୀପ/ଗୌରାଙ୍ଗ ଦାଶ : ବିଗତ ତିନି ବର୍ଷ ଧରି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକର ଚାଷୀ ମଋଡିର ଶିକାର ହୋଇ ସାରିଥିବା ବେଳେ ଚଲିତ ବର୍ଷ ମଧ୍ୟ ପୁଣି ଥରେ ଏହି ଆଶଙ୍କାରେ । ଚାଷ ଆରମ୍ଭରୁ ଅଂଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଉତ୍ସାହର ସହ ଭଲ ଅମଳ ଆଶାରେ ଚାଷକାର୍ଯ୍ୟ…
ଇଏ କି ପ୍ରକାର ସମ୍ମାନ, ସାର ଜାଣିଥିବେ
ଦଳମତ ନିର୍ବିଶେଷରେ ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ। ରାଜ୍ୟପାଳଙ୍କୁ ଅସମ୍ମାନ ଅର୍ଥ ରାଜ୍ୟକୁ ଅସମ୍ମାନ । ମାନନୀୟ ରାଜ୍ୟପାଳ ମହୋଦୟ ଯେତେବେଳେ ଠିଆ ହୋଇ ପୁରସ୍କାର ଦେଉଛନ୍ତି, ସେଠି ଜ୍ଞାନୀ ବିଦ୍ୱାନ ସାଂସଦ ତଥା ରାଜ୍ୟର ପ୍ରମୁଖ ଖବର କାଗଜର ସମ୍ପାଦକ ମାନ୍ୟବର ତଥାଗତ ଶତପଥୀ…
ଅଭିଜ୍ଞ ବିଧବାଙ୍କୁ ପାଚିକା ନିଯୁକ୍ତିରୁ ବାଦ ଦେଇ ନୂତନ ନିଯୁକ୍ତି :ପ୍ରଶାସନର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ
ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) ନୂତନ ପାଚିକା ନିଯୁକ୍ତି ପ୍ରକ୍ରିୟାରେ ଜଣେ ଅଭିଜ୍ଞ ବିଧବାଙ୍କୁ ବାଦ ଦେଇ ସମସ୍ତ ପ୍ରକାର ନିତୀ ନିୟମକୁ ଏଡାଇ ଅନ୍ୟଜଣକୁ ନିଯୁକ୍ତି ଦେବା ଘଟଣାକୁ ନେଇ ନୂଆଗାଁ ବ୍ଲକ ବାହାଡାଝୋଲା ଅଂଚଳରେ ପ୍ରଶାସନର କାର୍ଯ୍ୟକାରୀତା ଉପରେ ସନେ୍ଧହ ପ୍ରକାଶ ପାଇଛି ।…
ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ରଥକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହାତ୍ମାଗାନ୍ଧୀ ବାପୁଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଗତ ଅକ୍ଟୋବର ମାସ ୨ ତାରିଖରୁ ଭୁବନେଶ୍ୱର ଠାରୁ ବାହାରିଥିବା (ରାଜ୍ୟବ୍ୟାପି ପରିକ୍ରମାରେ) ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା ରଥ ପାରଳାଖେମୁଣ୍ଡି ସହରରେ ପହଞ୍ଚିଥିବା ପରେ ବିଭିନ୍ନ…
ଡକାୟତି ଉଦ୍ୟମ ପଣ୍ଡ,୩ଗିରଫ ମାରଣାସ୍ତ୍ର ଓ ୨ ବାଇକ ଜବତ
ବରଗଡ/ଗୌରାଙ୍ଗ ଦାଶ -କୋଲକତାରୁ ମୁମ୍ବାଇକୁ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ରାତିରେ ଚଳନ୍ତା ଟ୍ରକଗୁଡିକରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସୋହେଲା ପୋଲିସ ୩ଜଣ ଡକାୟତକୁ କାବୁ କରିଛନ୍ତି । ଗତ ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋହେଲାଠାରୁ ୭କିଲୋମିଟର ଦୂର…
53 students provided Advanced Specialised Nursing Training in IGH as part of the CSR initiatives of…
Rourkela/Susanta Behera : In a function organised at Ispat General Hospital (IGH) of Rourkela Steel Plant (RSP) recently, 53 students were presented with certificates for completing one year training of Advanced Specialised Nursing…
ବଢ଼ିଲା ଅବଧି : ନଭେମ୍ବର ଶେଷ ଯାଏ ଜାରି ରହିବ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା
ଭୁବନେଶ୍ୱର : ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀ ଠାରୁ ଏକ ମାସ ବ୍ୟାପୀ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ସାରା ରାଜ୍ୟରେ ଚାଲୁ ରହିଛି । ‘ତିତ୍ଲି’ ବାତ୍ୟାଜନିତ ଉପୁଜିଥିବା ଅସୁବିଧା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଳନ ଯୋଗୁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରାଣରେ ସବୁ…
“ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ”
ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଘାଟିତ ହେଲା ସ୍ୱଦେଶୀ ମେଳା
ଭୁବନେଶ୍ୱର: ଆମେ ମାନବତାର ପୁଜାରୀ,କେବଳ ଭାରତର ପୁଜାରୀ ନୁହେଁ । ସାରା ବିଶ୍ୱର ପୁଜାରୀ । ଦେଶରେ ଯେତେବେଳେ ସ୍ୱଦେଶୀ ଆନ୍ଦୋଳନ ଚାଲିଥିଲା ସେତେବେଳେ ଭାରତରେ ସ୍ୱତନ୍ତ୍ରତା ଆନ୍ଦୋଳନ ଏହା ମଧ୍ୟରେ ହଜି ଯାଇଥିଲା । ଭାରତର ଆର୍ଥିକ…
ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ, କାମରେ ଯୋଗଦେବେ ଫ୍ରଣ୍ଟ ର ସଦସ୍ୟ ଓକିଲ |
କଟକ : ଓକିଲ ଆନ୍ଦୋଳନରୁ ଓହରିଲା ବିଜୁ ଲିଗାଲ ଫ୍ରଣ୍ଟ | କାମରେ ଯୋଗଦେବାପାଇଁ ଅନୁରୋଧ କଲା ଫ୍ରଣ୍ଟ ଆଉ ସମଭାବାପନ୍ନ ଓକିଲ ବନ୍ଧୁମାନେ ମଧ୍ୟ କାମରେ ଯୋଗ ଦେବା ପାଇଁ କଲେ ଅନୁରୋଧ | ଓକିଲ ଭାଇଙ୍କ ସ୍ୱାର୍ଥ ପାଇଁ ଲଢେଇ ଆରମ୍ଭ ହୋଇଥିଲା , ହେଲେ ଏହାକୁ ଗତ କିଛି ଦିନ ଧରି ରାଜନୈତିକ ରଙ୍ଗ…