Sign in
Sign in
Recover your password.
A password will be e-mailed to you.
୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ: ପାରିତ ହେଲା ଆଭ୍ୟନ୍ତରୀଣ ସଡକ ଉନ୍ନତିକରଣ ପ୍ରସ୍ତାବ
ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ୫ମ ଜିଲ୍ଲା ପରିଷଦର ସପ୍ତମ ବୈଠକରେ ଜିଲ୍ଲାର ଆଭ୍ୟନ୍ତରୀଣ ସଡକ ସଂଯୋଗ ଓ ରାସ୍ତା ଉନ୍ନତିକରଣ ଉପରେ ଏକ ସ୍ୱତନ୍ତ୍ର ବୈଠକ ଜରିଆରେ ପ୍ରସ୍ତାବ ପାରିତ କରାଯାଇଛି । କେନ୍ଦ୍ର ଅନୁଦାନ ନିମନ୍ତେ ଏହା ଅତ୍ୟନ୍ତ ଜରୁରୀ ଥିବା ହେତୁ ଏହି ପ୍ରସ୍ତାବ ଉପରେ ଆଲୋଚନା…
ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଓ ସିପାକଟାକ୍ରୋ ଚୟନ ଶିବିର ଅନୁଷ୍ଠିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଇନଡୋର ଷ୍ଟାଡ଼ିୟମ ପରିସରରେ ୬୪ତମ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଓ ସିପାକଟାକ୍ରୋ ଚୟନ ପ୍ରତିଯୋଗିତା-୨୦୧୮ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ଟୋବର ୨୬ରେ ଅନୁଷ୍ଠିତ ହୋଇଥିଲା । ଏହି…
କନଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ସୋହେଲା: ସୋହେଲା ବ୍ଲକ କନଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବୁଡ଼ାମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭା ସୋହେଲା ଗୋଷ୍ଠୀଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।…
ସୁନ୍ଦରଗଡ଼ ସହରରେ ମାତିଛନ୍ତି ପାଗଳାକୁକୁର : ଗୋଟିଏ ସନ୍ଧ୍ୟାରେ ୫୦ଜଣଙ୍କୁ କାମୁଡ଼ିଲେଣି
ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ : ସୁନ୍ଦରଗଡ଼ ସହର ଭିତରେ ଏବେ ପାଗଳାକୁକୁରଙ୍କ ଆତଙ୍କ ବୃଦ୍ଧି ପାଇଛି । ଆଗରୁ କାଁ ଭାଁ କୁକୁର ଲୋକଙ୍କୁ ଗୋଡ଼ାଉଥିଲେ ବା କାମୁଡ଼ୁଥିଲେ । ହେଲେ ଶୁକ୍ରବାର ଏହାସୀମା ଅତିକ୍ରମ କରିଛି । ଅପରାହ୍ନ ୪ଟାରୁ ସନ୍ଧ୍ୟା ମଧ୍ୟରେ ପ୍ରାୟ ୫୦ଜଣଙ୍କୁ କୁକୁର…
ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ରାଉକକେଲାରେ ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥା
ରାଉରକେଲା/SUSHANTA BEHERA : ସ୍ଥାନୀୟ ବାଲିଘାଟ ଅଞ୍ଚଳରେ ଥିବା ରୁପଟୋଲା ନିକଟରେ ଶୁକ୍ରବାର ସେପ୍ଟେଜ୍ ବିଶୋଧନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ…
NITR Ph.D. student brings glory: startup idea selected in Telangana convention
Rourkela: Student of National Institute of Technology (NIT), Rourkela Sujeevan Kumar Agir a Ph.D. scholar's Startup idea has been shortlisted among the top 20 startup ideas for 2018 from Telangana state for his project ''electronic tongue…
To intensify research activity NIT Rourkela Installs Raman Spectrometer and HPC cluster
Rourkela: National Institute of Technology (NIT), Rourkela has recently installed a state-of-the-art High-Performance Computing Cluster of 27 Nodes for high-end research purpose. It has a theoretical computational power of 40 TFLOPS. It…
T10 League welcomes PCB decision to allow cricketers from Pakistan to participate
~ PCB grants NOC to 20 top cricketers from Pakistan to play in the second edition of T10 League to be played at the Sharjah Cricket Stadium from Nov 21- Dec 2, 2018
Dubai : T10 League Management welcomes the decision by Pakistan…
Indian Men’s Hockey Team face the Japanese test in the Semi-Finals of 5th Men’s Hero…
~ Defending Champions India will face Japan in their Semi-Final match on Saturday ~
Muscat (Oman), 26 October 2018: The Indian Men’s Hockey Team will be hoping to secure their spot in the Final of the 5th Men’s Hero Asian Champions Trophy…
କଂଗ୍ରେସ ଏସସି ସେଲର ଜନଜାଗରଣ ପଦଯାତ୍ରା
ଟିଟିଲାଗଡ଼,(ସୁନୀଲ ବେହେରା) : ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏସସି ସେଲ ପକ୍ଷରୁ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଟିଟିଲାଗଡ଼ ବ୍ଲକ କଂଗ୍ରେସ ଏସସି ସେଲ ସଭାପତି କୃଷ୍ଣଚନ୍ଦ୍ର ମହାନନ୍ଦଙ୍କ ନେତୃତ୍ୱରେ ଆଜି ଜୁନାପଦରରୁ ଭୁଷଲାଡ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ…