ଲୁଲୁ ମହାପାତ୍ରଙ୍କର ୫୫ ତମ ଜୟନ୍ତୀ  ପାଳିତ

ଭୁବନେଶ୍ୱର  – ପୂର୍ବତନ ବିଧାୟକ, ଯୁବ ନେତତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କର ୫୫ତମ ଜନ୍ମ ଜୟନ୍ତୀ ଗୁରୁବାର ତା ୧୪.୨.୨୦୧୯ ରିଖ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମତି କମିଟି ପକ୍ଷରୁ ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ…

ଜନପ୍ରତିନିଧି କେବଳ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି : ରାଜୁ ଘିବେଲା 

ଧୂମାଭଟା ଛକ ଠାରେ ହିସାବ ମାଗୁଛି ଜନତା କାର୍ଯ୍ୟକ୍ରମ ବରଗଡ଼/ନୀଳ ଦୀପ : ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିଜ ନିଜ ନିର୍ବାଚନ ମଣ୍ଡଳିରେ ବିଭିନ୍ନ କର୍ମୀ ସମ୍ମିଳନୀ ତଥା ଜନସମ୍ପର୍କ ମାନ କରୁଛନ୍ତି  । ସେହିକ୍ରମରେ ପଦ୍ମପୁର…

ଭେଉଁରିଆ ଗ୍ରାମ ପଂଚାୟତରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ  ।

ପଦ୍ମପୁର/ନିଳ ଦୀପ-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଂଚାୟତଠାରେ ସରପଂଚ ଶ୍ରୀମତି ରଜନୀ ସାହୁଙ୍କ ସଭାପତିତ୍ୱରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଶ୍ରୀମତି ସରୋଜିନି ପ୍ରସନ୍ନ କୁଳୁ ମୁଖ୍ୟ ଅତିଥି ଭାବରେ…

ରୋମିଓ କ୍ରିକେଟ: ଗନିଆପଡାକୁ ହରାଇ ବୁଦ୍ଧିକୋମନା ଚାମ୍ପିୟନ 

କୋମନା/ଭାଗିରଥୀ ଭୋଇ - କୋମନା ବ୍ଲକ ନୂଆଗାଁ ରୋମିଓ କ୍ରିକେଟ କ୍ଲବ ଦ୍ଵାରା ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମେଚ ରେ ଗନିଆପଡା ଦଳକୁ ହରାଇ ବୁଦ୍ଧିକୋମନା ଦଳ ଚାମ୍ପିୟନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ବୁଦ୍ଧିକୋମନା ଦଳ ନିର୍ଦ୍ଧାରିତ ୧୫ ଓଭର ରେ…

ବିଜେଡ଼ି ନେତାଙ୍କର କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର – ବହ୍ମଗିରୀ ନିର୍ବାଚନ ମଣ୍ଡଳୀର ତିନିଶହରୁ ଅଧିକ ବିଜେଡ଼ି କର୍ମୀ ଏବଂ ବିଜେଡ଼ି ନେତା କିଶୋର ଜେନାଙ୍କ ନେତୃତ୍ୱରେ କଂଗ୍ରେସ ବିଚାରଧାରା,  ଜାତୀୟ କଂଗ୍ରେସ ସଭାପତି  ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ…

ଲଇକେରା ଥାନା ଅଧିକାରୀଭାବେ ବିଶ୍ଵପତିଙ୍କ ଯୋଗଦାନ |

    ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଲଇକେରା ଥାନା ନୂତନ ଅଧିକାରୀ ଭାବେ ବିଶ୍ଵପତି ପଣ୍ଡା ଯୋଗଦେଇଛନ୍ତି | ଶ୍ରୀ ପଣ୍ଡା ଏହା ପୂର୍ବରୁ ପଦ୍ମପୁର,ସୋହେଲା,ହୀରାକୁଦ,ଯୁଜୁମୁରା,ଓ ଗୋବିନ୍ଦପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ବର୍ତ୍ତମାନ  ଲଇକେରା ଥାନା ଅଧିକାରୀ…

ନୂଆ ଘରେ ଆଡ଼ଜଷ୍ଟ କରିବା ଅସହଜ ହେଉଛି ନବଙ୍କ ସମର୍ଥକଙ୍କ ପାଇଁ !

ବି.ଜେ.ଡି.ର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ   ଝାରସୁଗୁଡା/ ବିକ୍ରମ କେଶରୀ ମହାପାତ୍ର : ଝାରସୁଗୁଡା ପୂର୍ବତନ ବିଧାୟକ ନବ ଦାସ କଂଗ୍ରେସ ଛାଡି ବି.ଜେ.ଡି.ରେ ଯୋଗଦେବା ପରେ ନିଜ ପକ୍ଷକୁ ମଜଭୁତ କରିବା ପାଇଁ ପୂର୍ବ ଅନୁଗତ ଓ ବି.ଜେ.ଡି.କର୍ମୀଙ୍କୁ ଏକତ୍ରିତ କରି ମିଳାମିଶା କରିବାରେ…

“ଏବେ ଅଯଥା ନୂଆ କଳାକାର ଭତ୍ତା ପାଇଁ ଦୌଡ଼ି ଆବେଦନ କରନ୍ତୁ ନାହିଁ”

http://www.youtube.com/watch?v=dHS_CbPiR_k&t=22s  କଲାକାର ଭତ୍ତା ବାବଦରେ ସ୍ପଷ୍ଟୀକରଣ ଦେଲେ ଜିଲ୍ଲା ସଂସ୍କୃତି ଅଧିକାରୀ   ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ସରକାରଙ୍କ ପକ୍ଷରୁ ଦିଆଗଲା କଲାକାର ଭତ୍ତା। ଏବେ କୌଣସି ବିଜ୍ଞପ୍ତି ନାହିଁ ହେଲେ ଗାଁ ଗହଲି ରେ ନୂତନ…

“ପଲ୍ଲୀର ପ୍ରତିଭାକୁ ଲୋକ ଲୋଚନାକୁ ଆଣିବା ପଲ୍ଲିଶ୍ରୀ ମେଳାର ଉଦ୍ଦେଶ୍ୟ”

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ନୂଆପଡ଼ା,(ଅମିତ କୁମାର ପୁରୋହିତ): ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ତରଫରୁ ଆଜି ସନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି । ଏ.ଡି.ଏମ ସୀତାରାମ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ…

ଟ୍ରେନ ଲାଇନ ଦୋହରୀକରଣ, ବ୍ଲାଷ୍ଟିଂ ପଥର ଛିଟକାରେ ଜଣେ ଗୁରୁତର

ନୂଆପଡ଼ା(ଅମିତ କୁମାର ପୁରୋହିତ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରଲିବାହାଲି ଗାଁ ନିକଟରେ ଟ୍ରେନ ଲାଇନ ଦୋହରୀ କରଣରେ ବ୍ଲାଷ୍ଟିଂ ପଥରରେ ଜଣ ବାଟୋଇ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଲଖନାର ଅବଦୁଲ୍ଲା ହୁସେନ(୩୬) ।    ଆଜି ଅପରାହ୍ନରେ ଅବଦୁଲ୍ଲା ନିଜ ମୋଟର ସାଇକେଲରେ…