ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ଗୌରେନମୁଣ୍ଡା ଗ୍ରାମରୁ ପୋଲିସ ଜଣେ ଯୁବକଙ୍କ ଝୁଳନ୍ତା ଶବ ଉଦ୍ଧାର କରିଛି।ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଶ୍ରୀପତୀ ରଣାଙ୍କ ପୁଓ ହେମନ୍ତ ରଣା(୧୯)ଏକ ନିମ୍ବ ଗଛରେ ବେକରେ ଫାଶି ଲଗେଇ ଝୁଳୁଥିବା ଦେଖି ଗ୍ରାମବାସୀ ଗାଇସିଲେଟ ପୋଲିସକୁ ଖବର ଦେଇଥିଲେ।ଗାଇସିଲେଟ ଥାନା ଭାରପ୍ରାପ୍ତ ଅଧିକାରୀ ଠାକୁରଦାସ ମୁର୍ମୁଙ୍କ ନିର୍ଦ୍ଦେଶରେ ଏ.ଏସ୍.ଆଇ ରସାଞ୍ଚଳ ଦେହୁରି ଘଟଣାସ୍ଥଳକୁ ପହଞ୍ଚି ଏକ ଅପମୃତ୍ଯୁ ମାମଳା କେସନମ୍ବର ୭/୨୦୧୯ ରଜ୍ଜୁକରି ତଦନ୍ତପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.