୫୦ ହଜାରରୁ ଉର୍ଦ୍ଧ ଟଙ୍କାର ଶାଳଗଣ୍ଡି ଜବତ

0

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ବିଶେଷ ସୁତ୍ରରୁ ଖବର ପାଇ ଓଡଗାଁ ବନାଂଚଳ ଅଧକାରୀ ରବିନ୍ଦ୍ରନାଥ ପଣ୍ଡାଙ୍କ ନିର୍ଦ୍ଦେଶ  କ୍ରମେ ବନପାଳ ସରୀତା ବରାଳ, ବନରକ୍ଷୀ ଶୁଭେନ୍ଦୁ ନାୟକ, ଧରଣୀଧର ନାୟକଙ୍କ ସହିତ ପ୍ରୋଟେକସନ ସ୍କ୍ୱାଡଙ୍କୁ ସାଙ୍ଗରେ ନେଇ ଆମ୍ବପଡା ନିକଟସ୍ଥ କଇଠପଲ୍ଲୀ ଗାଁ ମୁଣ୍ଡ ଏକ ଆମ୍ବ ତୋଟା ମଧ୍ୟରୁ  ପଟା କାଟିବା ପାଇଁ ବ୍ୟବହୃତ କରତ ସହିତ ୧୦ ଗୋଟି ଶାଳ ଗଣ୍ଡି  ଓ କଟାଯାଇଥିବା କିଛି ସାଇଜ ଶାଳ କାଠର ସାଇଜ ଜବତ କରିଥିଲେ । ପ୍ରାଥମିକ ଆକଳନରେ ଏହା ୪୫ ଘନଫୁଟ  ଓ ପ୍ରାୟ ୫୦ହଜାର ଟଙ୍କାରୁ ଅଧିକ ମୂଲ୍ୟର ହେବବୋଲି ବନବିଭାଗ ତରଫରୁ ପ୍ରକାଶ  ।

Leave A Reply

Your email address will not be published.