Sign in
Sign in
Recover your password.
A password will be e-mailed to you.
ଖୋଲୁଛି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଗୁମର
ନୂଆପଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା: ଖୋଲୁଛି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଗୁମର | Beo ଇନ୍ଦ୍ରମଣି ପାଣିଗ୍ରାହୀ ଉପସ୍ଥିତ | କରଙ୍ଗାମାଲ ପରୀକ୍ଷାକେନ୍ଦ୍ରରେ ଶିକ୍ଷକ ନଜରବନ୍ଦ | ପହଂଚିଲେ sp ନୂଆପଡା | "ଏହା ଲୋକାଲ ଲେବେଲ ଚିଟିଙ୍ଗ ବୋଲି ଭାବୁଛି | ଏହା…
ବଡ଼ବିଲ ମ୍ୟୁନିସିପାଲିଟିରେ ସ୍ମାର୍ଟ ଏଲ.ଇ.ଡି ଷ୍ଟ୍ରିଟ ଲାଇଟ କାର୍ଯ୍ୟ ଆରମ୍ଭ
ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ମ୍ୟୁନିସିପାଲିଟିରେ ଷ୍ଟ୍ରିଟ ଲାଇଟ ନଥିବା ଅଞ୍ଚଳଗୁଡିକରେ ସ୍ମାର୍ଟ ଏଲ.ଇ.ଡି ଆଲୋକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁଙ୍କ ଦ୍ଵାରା ୧୩ ନଂ ୱାର୍ଡ ଡର୍ବୀ ଛକ ନିକଟରେ ଏହି…
ପଦ୍ମପୁରରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ।
ପଦ୍ମପୁର/ନିଳ ଦୀପ-ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ନୂତନ ଭାବରେ ଯୋଗଦେଇଥିବା ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀଙ୍କୁ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ସଙ୍ଘ ସଭାପତି ସଦାନନ୍ଦ ପୁରୋହିତଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଙ୍ଘ…
ଗଞ୍ଜେଇ ଜବତ,ଜଣେ ଗିରଫ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଗୁରୁବାର ରାତି ୮ ଟାରେ ରେଢ଼ାଖୋଲ ରେଳଷ୍ଟେସନ ନିକଟରେ ପୁଲିସ୍ ଚଢ଼ାଉ କରି ୨୧ କିଲୋ ଗଞ୍ଜେଇ ସହ ମଧ୍ୟପ୍ରଦେଶ କଟନି ଜିଲ୍ଲା ବରହି ଥାନା ଅନ୍ତର୍ଗତ ହରତୋଲାର ବିଜୟ କୁମାର ପଟେଲ(୨୪)କୁ ଗିରଫ କରିଛି lପୁଲିସ କେସ ନମ୍ବର ୩୫ରେ ଏକ…
ପିସିସି ଉପସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସନ୍ଦେଶ ପଦଯାତ୍ରା
ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବଡଚଣା କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ସନ୍ଦେଶ ପଦଯାତ୍ରାରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ବଡଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତ ର ଵିଲ୍ୱ ମାଲ୍ୟାଣୀ ଠାକୁରାଣୀ ଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ସଂଦେଶ…
ଦୂତୀକେଶ୍ୱରଙ୍କ ପିଠରେ ସପ୍ତଶମ୍ଭୁ ମିଳନ ଓ ଶୈବ ଯଜ୍ଞ ଉଦଯାପିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ ଜିଲ୍ଲର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଦୂତୀକରଶ୍ୱର ମହାଦେବଙ୍କ ବିଜେ ସ୍ଥଳୀରେ ଗତ ୫ଦିନ ଧରି ଅନୁଷ୍ଠିତ ୭୭ତମ ଶୈବ ଯଜ୍ଞ ଓ ସ୍ତପ୍ତଶମ୍ଭୁ ମିଳନ ମହୋତ୍ସବ ଉଦଯାପିତ ହୋଇଯାଇଛି । ଜଗତ କଲ୍ୟାଣ ଉଦେଶ୍ୟରେ ଅନୁଷ୍ଠିତ ଏହି ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ…
ବରିଷ୍ଠ ନାଗରୀକ ସଂଘର ପୁଷପୁନି ଭେଟଘାଟ
ନୂଆପଡା(ଅମିତ କୁମାର ପୁରୋହିତ); ନୂଆପଡାରେ ବରିଷ୍ଠ ନାଗରୀକ ସଂଘର ପୁଷପୁନି ଭେଟଘାଟ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସଭାକକ୍ଷରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ନାଗରୀକ ଶ୍ରୀ କ୍ଷୀରୋଦ ନିବାସ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସଂଘର ୨ ଜଣ ପୂର୍ବତନ ସଭାପତି ଏବଂ ପ୍ରତିଷ୍ଠାତା ଶ୍ରୀମାନ…
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡଗାଁରେ ଓଡିଶା ବନ୍ଦର ଆଂଶିକ ପ୍ରଭାବ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବୀରେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଓଡଗାଁରେ ମଧ୍ୟ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲକ୍ଷ୍ମୀବଜାର ଛକ ଠାରେ ସଂଗଠନ ପକ୍ଷରୁ ଓଡଗାଁ ସଭାପତି ଭାଗବତ…
ରୂଗବେଦ ପାରାୟଣ ଯଜ୍ଞ ଉଦଯାପିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଆର୍ଯ୍ୟ ସମାଜ ଆରଡା ଠାରେ ୨୩ଶ ତମ ରୂଗବେଦ ପାରାୟଣ ଯଜ୍ଞ ତଥା ଅନୁଷ୍ଠାନର ବାର୍ଷିକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ଉପସଭାପତି ରଘୁନାଥ ନାୟକ, ସଙ୍ଗଠନ ସମ୍ପାଦକ ଦୀନବନ୍ଧୁ…
ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ବନ୍ଦ ଡାକରା ଗଜପତି ଜିଲ୍ଲାରେ ସମ୍ପୁର୍ଣ୍ଣ ସଫଳ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ସମେତ ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଦାବୀରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମଗ୍ର ଗଜପତି ଜିଲ୍ଲାରେ ସମ୍ପୁର୍ଣ୍ଣ ସଫଳ ହୋଥିବା ଦେଖାଦେଇଛି । ଏହି ବନ୍ଦ ପ୍ରଭାବରେ ବସ ଚଳାଚଳ…