ଗଜପତି ଜିଲ୍ଲାପାଳଙ୍କ ଦ୍ୱାରା ନୂତନ ସଭାଗୃହ ଉଦ୍‍ଘାଟିତ

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତୃତୀୟ ମହଲାରେ ଏକ ସଭାଗୃହକୁ ଜିଲ୍ଲାପାଳ ଅନୁପମ ସାହା ଆଜି ସକାଳେ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଏହି ସଭାଗୃହରେ ପ୍ରାୟ ୧୫୦ରୁ ଅଧିକ ଅଂଶଗ୍ରହଣ କାରୀ ବସିବାର ବ୍ୟବସ୍ଥା ରହିଛି । ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ, ସିମାଞ୍ଚଳ ମହାନ୍ତି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତି ଥିଲେ ।

Leave A Reply

Your email address will not be published.