ଶ୍ରୀ ସତ୍ୟସାଇ ସେବା ସମିତି,ପକ୍ଷରୁ ବାଳ ବିକାଶ ସମାରୋହ 

ଯାଜପୁର (ଜୟଶଙ୍କର ଦାଶ) :- ସ୍ଥାନୀୟ ମୋଟରଙ୍ଗାପାଳ ଶିବମନ୍ଦିର ପ୍ରାଙ୍ଗଣରେ ସମିତିର ସମସ୍ତ ଭଜନ ମଣ୍ଡଳୀର ତରଫରୁ ବାଳବିକାଶ ସମାରୋହ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଷଠିପୁର, ବିରଜାପୁର, ଖଇରାବାଦ୍,ଗଣେଶ୍ୱରପୁର ସ୍କୁଲ, ମୋଟରଙ୍ଗାପାଳ ଓ ସାଇମନ୍ଦିର ବାଳବିକାଶ କେନ୍ଦ୍ରରୁ ଅନୁ୍ୟନ…

ସର୍ବଭାରତୀୟ ଇସ୍ପାତ ଚିକିତ୍ସା ଅଧିକାରୀ ସମ୍ମିଳନୀରେ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତର ପୁରସ୍କୃତ 

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ସିଇଓଙ୍କ ସମ୍ମେଳନ କକ୍ଷଠାରେ ଫେବୃଆରୀ ୨୫ ତାରିଖରେ ଆୟୋଜିତ ଏକ ଉତ୍ସବରେ ଆର.ଏସ.ପି.ର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ, ଡକ୍ଟର ଏସ ଏସ ପତି ଓ ୯ ଜଣ ଅନ୍ୟ ଡାକ୍ତରଙ୍କୁ ଆଇ.ଏସ.ପି. ବର୍ଣ୍ଣପୁରରେ…

ମୁଖ୍ୟମନ୍ତ୍ରୀଙ୍କ କାମ କହେ କଥା

ନୟାଗଡ ବିଧାୟକଙ୍କ ଦ୍ୱାରା ଓଡଗାଁ ରାମ ସାଗରପାର୍କ ଉଦ୍ଘାଟିତ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ବୁଧବାର ଅପରାହ୍ନରେ ବିଜ୍ଞାପିତ ଅଂଚଳ ପରିଷଦ ଓଡଗାଁରେ ନବନିର୍ମିତ  ରାମ ସାଗରପାର୍କ ଉଦ୍ଘାଟିତ ହୋଇଯାଇଛି । ୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପାର୍କକୁ ନୟାଗଡ ବିଧାୟକ ଡ. ଅରୁଣ…

ଗଙ୍ଗା ସଫା ରହିଲେ ଦେଶର ଲାଭ ହେବ – ଧର୍ମେନ୍ଦ୍ର ପ୍ରଧାନ

 ଦେଶର ସମସ୍ତ ସମ୍ପନ୍ନ ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବା ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ ନୂଆଦିଲ୍ଲୀ/ଭୁବନେଶ୍ୱର – ଗଙ୍ଗା ସଫା ରହିଲେ ଦେଶର ଲାଭ ହେବ । ସବୁ ସମସ୍ୟାର ଉତର ଗଙ୍ଗା ପାଖରେ ଅଛି ବୋଲି ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ଗଙ୍ଗା ଅଭିଯାନ ଅଧୀନରେ…

“ଝାରସୁଗୁଡା ଏୟାରପୋର୍ଟ ଓଡିଶାର ନୂଆ ଅର୍ଥନୀତିକୁ ସମୃଦ୍ଧ କରିବ”

ଝାରସୁଗୁଡା ବିମାନବନ୍ଦରରୁ ସ୍ପାଇଶଜେଟ୍ ଟିକେଟ୍ ବିକ୍ରି ଶୁଭାରମ୍ଭ କଲେ ଧର୍ମେନ୍ଦ୍ର   ମାର୍ଚ୍ଚ ୩୧ରୁ ଝାରସୁଗୁଡାରୁ ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ବିମାନସେବା   ଏହି ବ୍ୟବସ୍ଥା ବିଶେତଃ ପଶ୍ଚିମ ଓଡିଶାକୁ ସୁବିଧା ଯୋଗାଇବ  ଖୁବଶୀଘ୍ର ମୁମ୍ବାଇ, ଭୁବନେଶ୍ୱର ଓ ରାୟପୁରକୁ ହେବ…

ସୋହେଲାରେ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ

ସୋହେଲା(ଶାସକପ୍ରସାଶକ)-ଆଜି ବରଗଡ ଜିଲା ସୋହେଲା କଲେଜ ଖେଳପଡିଆଠାରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଇ ସ୍ପିକ ଫର ନବୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜୋନର ଉପସଭାପତି ରାହୁଲ ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ଜୋନର ସଭାପତି ବୈକୁଣ୍ଠ ନାଏକ,ରାଜ୍ୟ…

ଚାଷୀ, ଶ୍ରମିକ ତଥା  ସବୁ ମେହେନତି ମଣିଷଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଚେଷ୍ଟିତ : ଶ୍ରମ ମନ୍ତ୍ରୀ 

ବରଗଡ/ଗୌରାଙ୍ଗ ଚରଣ ଦାଶ  :- ଆଜି ବରଗଡ଼ ଜିଲ୍ଲାର ସୋହେଲା ନିକଟସ୍ଥ  ହଲଦୀପାଲି ଗ୍ରାମଠାରେ ଜିଲ୍ଲା ଶ୍ରମ ବିଭାଗ ଦ୍ଵାରା ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କର ଶ୍ରମ ତଥା ଶକ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ , ବିଜେପୁର ବିଧାୟିକା…

“କାଳିଆର ପରିସୀମାକୁ ବ୍ୟାପକ କରାଯିବ, ବନ୍ଦ କରିବାର ପ୍ରଶ୍ନ ହିଁ ଉଠୁନି”

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ   ମହିଳା ସଶକ୍ତିକରଣ ସମାବେଶରେ ଯୋଗଦାନ । ରାୟଗଡାରୁ ସରୋଜ କୁମାର ସାହୁ :  ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ  ରାୟଗଡା ଜିଲ୍ଲା ଗସ୍ତରେ ଆସିଥିଲେ | ନିର୍ଦ୍ଧାରିତ ସମୟରୁ ପ୍ରାୟ ୨ଘଣ୍ଟା…

 ଚର୍ଚ୍ଚାରେ ବାରିପଦା ସିଂହାସନ : କିଏ କିଣିବ ଭୋଟରଙ୍କ ମନ 

କାହାକୁ ମିଳିବ ବିଜୟର ଆନନ୍ଦ : ବିଜେପି, କଂଗ୍ରେସ, ଝାମୁମୋ ନା ସାନନ୍ଦ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବାରିପଦା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ବାରିପଦା ପୌରପରିଷଦ, ବାରିପଦା, ଖୁଣ୍ଟା ବ୍ଲକ ସହ ବଡ଼ସାହି ବ୍ଲକର ୯ଟି…