ଚାରିଛକ ରେ ୭୦ତମ ବନ ମହୋତ୍ସବ

0

ବୌଦ୍ଧ (ସୁମନ୍ ଲଉରିଆ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଚାରିଛକ ହାଇସ୍ଲୁଲ୍ ଠାରେ ସାମୁହିକ ଭାବେ  ସତୁରିତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେମୁଖ୍ୟ ଅତିଥି  ଭାବେ ବୌଦ୍ଧଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠି,ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ରୁପେ ହରଭଙ୍ଗାବ୍ଲକ ଶିକ୍ଷା ଅଧିକାରୀ  ସନାତନ ଗାହାଣ,ପୁରୁଣାକଟକ ବନାଞ୍ଚଳ ଅଧିକାରୀ ନାରାୟଣ ସ୍ବାଇଁ, ଚାରିଛକ ଫରେଷ୍ଟର ଏମ୍ ପ୍ରସାଦ ରାଓ ସମିତି ସଭ୍ୟା ଲକ୍ଷ୍ମିପ୍ରିୟା ସାହୁ,ଚାରିଛକ ହାଇସ୍ଲୁଲ୍ ପ୍ରଧାନ ଶିକ୍ଷକ ଗୁଣନିଧି ସାହୁ,ଓ ଏମ୍ ଇ ସ୍କୁଲ୍ ପ୍ରଧାନ ଶିକ୍ଷକ ବାମଦେବ  ଦାସ୍,ପ୍ରମୁଖ ଯୋଗଦେଇଥିବାବେଳେ ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରିଙ୍କ ଦ୍ବାରା ବହୁ ମୁଲ୍ୟବାନ ଗଛଗୁଡିକ ରୋପଣ କରାଯାଇଥିଲା। ସେହିପରି କାଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ଥ ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ବନପାଳ ବିଣାପାଣି ଖଟୁଆ,ଗିତାରାଣି ଯୋଶି,ସନ୍ତୋଷ ମଲ୍ଲିକ,ଅନ୍ଜଳି ନାଗ,ସୁନିଲ ପ୍ରଧାନ,ରୋହିତ ମଲ୍ଲିକ ପ୍ରମୁଖ କାଯ୍ୟକ୍ରମ ରେ ଯୋଗଦେଇଥିଲେ।

Leave A Reply

Your email address will not be published.