ମାଟ୍ରିକ ପ୍ରଶ୍ନ ପତ୍ର ଲିକ୍ ମାମଲା : ୭ ଅଭିଯୁକ୍ତଙ୍କ ଜାମିନ ଖାରଜ

ନୂଆପଡା(ଅମିତ ପୁରୋହିତ) ; ମାଟ୍ରିକ ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଜେଲ ଯାଇଥିବା ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଓ ଲିଟିସର୍ଗୀ ଅଚଂଳର ୭ ଜଣ ଅଭିଯୁକ୍ତ ଙ୍କ ଜାମିନ ଆବେଦନ କୁ ଖଡିଆଳ ଜେ,ଏମ୍.ଏଫ.ସି ମାଜିଷ୍ଟେ୍ରଟ ଶ୍ରଦ୍ଧା ମାଣ୍ଡୋଟିଆ ଖାରଜ କରିଦେଇଛନ୍ତି । ଫଳରେ ପୁଣି…

ଦିବ୍ୟାଙ୍ଗଙ୍କୁ ଉପକରଣ ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ 

ସୋହେଲା(ଶାସକପ୍ରଶାସକ)-ଆଜି ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କୁ ଦିବ୍ୟାଙ୍ଗ ଉପକରଣ ଓ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସୋହେଲା ବ୍ଲକ ଅଫିସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ…

ରବ ନେ ବନାଦି ଥି ଯୋଡି……..

୧୪ ଯୋଡି ବରକନ୍ୟାଙ୍କ ସାମୁହିକ ଆଦର୍ଶ ବିବାହ ନୂଆପଡ଼ା(ଅମିତ କୁମାର ପୁରୋହିତ); ଖରିଆରରୋଡ ର କାନଚନବେନ ରସିକଲାଲ ଚାରିଟେବଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ପ୍ରତିବର୍ଷ ଭଳି ନିଜ ଉଦ୍ୟମରେ ଚଳିତ ବର୍ଷ ବିବାହ କାର୍ଯ୍ୟ କରିଛି । ଏହା ପୁଣି ବୈଦିକ ରୀତି ନିତିରେ ବେଦ ମନ୍ତ୍ର ଉଚ୍ଚାରଣ ସହ ହୋମ…

ମିଳିନି ମରୁଡି ସହାୟତା, ବ୍ୟାଙ୍କ ଘେରିଲେ ଚାଷୀ

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲ୍ଲା କୋମନା ବ୍ଲକରେ ୨୦୧୬-୧୭ ବର୍ଷ ର ମରୁଡି ସହାୟତା ବର୍ତମାନ ପର୍ଯ୍ୟନ୍ତ ମିଲି ନାହିଁ । ଯାହା ଫଳରେ ଚାଷୀମାନେ ବାଧ୍ୟ ହୋଇ ବ୍ୟାଙ୍କ ଘେରାଉ କରିଛନ୍ତି । ମିଲିଥିବା ସୁଚନା ଅନୁସାରେ ବ୍ଲକ ର ନୂଆଗାଁ, କାଣ୍ଡେତରା, ଠିକପାଲି, ଗଣ୍ଡାମେର ଓ ବୁଦ୍ଧିକୋମନା…

ସଅଁରା ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଚୟନରେ ବୟସ ଜାଲିଆତି : ୩୯ବୟସ ଲୋକର ଭତ୍ତା ହୋଇଛି ଯୋଗ୍ୟ ଲୋକ ବାଦ୍ ପଡିଛି

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତରେ ଅନେକ ଯୋଗ୍ୟ ବୃଦ୍ଧ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କର ନାମ ନୂତନ ଭତ୍ତା ତାଲିକାରେ ନଥିବା ବେଳେ ବୟସ ଜାଲିଆତି କରି ନୂତନ ବାର୍ଦ୍ଧକ୍ୟ ଭତ୍ତା ତାଲିକାରେ ୫୦ଜଣ…

ପଶିଆସିଥିଲା ସିନା ଫେରି ଯାଇ ପାରିଲାନି ବିଚରା 

 ବଡ଼ବିଲ ବସ୍ତିରେ ପଶିଲା ଜଙ୍ଗଲୀ ବାରହା : ଉଦ୍ଧାର ପରେ ମୃତ୍ୟୁ ବଡ଼ବିଲ (ଚିତ୍ତରଞ୍ଜନ କର): ଗତକାଲି ରାତିରେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରେ ଏକ ବାରହା ପଶି ଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ମହାନ୍ତ ବସ୍ତି ସ୍ଥିତ ସପନ ଚଟାର୍ଜୀଙ୍କ ବାସଭବନ ସମ୍ମୁଖରେ ଥିବା ଡ୍ରେନ ମଧ୍ୟରେ…

ଶିଶୁଙ୍କ ମନୋରଞ୍ଜନ  ପାଇଁ ଆଦର୍ଶ ପୋଲିସ ଥାନା ପରିସରରେ ଶିଶୁମିତ୍ର ଥାନା ଉଦ୍‍ଘାଟିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନା ପରିସରରେ ଥିବା ମହିଳା ଓ ଶିଶୁ କକ୍ଷ କୋଠାରେ ଶିଶୁ ମାନଙ୍କ ମନୋରଂଜନ ପାଇଁ ଶିଶୁ ମିତ୍ର ଥାନା ଉଦ୍‍ଘାଟିତ ହୋଇଯାଇଛି । ପୋଲିସ ଆଇ.ଜି ଅରୁଣ ବୋଥ୍ରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଆଗାମୀ ନିର୍ବାଚନରେ ଓଡିଶାରେ ଭାଜପା ହିଁ ଏକମାତ୍ର ବିକଳ୍ପ : ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଭଜପାକୁ ହିଁ…

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: କୌଣସି ଟଙ୍କା ପଇସାରେ ପ୍ରଭାବିତ ନ ହୋଇ ରାଜ୍ୟର ବିଜେଡି ଓ କଂଗ୍ରେସ ପ୍ରତି ଭୋଟ ନ ଦେଇ ଆଗାମୀ ନିର୍ବାଚନରେ ଓଡିଶାରେ ଭାଜପା ହିଁ ଏକମାତ୍ର ବିକଳ୍ପ ,ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଭାଜପାକୁ ହିଁ ଜିତାନ୍ତୁ ବୋଲି ଆଦିବାସୀ ଉନ୍ନୟନ…

ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା

Paralakhemundi/Balakrusna Panigrahi : ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ପାରଳା ସ୍ୱାଭିମାନ ମଞ୍ଚ ଓ ପଦାମୃତ ନୃତ୍ୟାୟନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ପଦ୍ମଶ୍ରୀ ଗୁରୁଗଙ୍ଗା ଧର ସ୍ମୃତି ସନ୍ଧ୍ୟା ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ…

ଟ୍ରିପଲ୍ ମର୍ଡର୍ ଘଟଣା ରେ ନା’ ମିଳୁଛି ପ୍ରମାଣ, ନା’ ଅଭିଯୁକ୍ତ !

Gunupur/ Sidhartha Dash : ରାମନାଗୁଡା ବ୍ଲକ୍ ଉକ୍କମ୍ବାଗୁଡା ଟ୍ରିପଲ୍ ମର୍ଡର ଘଟଣାକୁ ନେଇ ରାୟଗଡା ପୁଲିସ ଏବେ ଦୋ’ ଛକିରେ।  ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତ ଫେରାର୍ ଥିବାରୁ ପୁଲିସ୍ ମୃତକଙ୍କ ଶବ ଉଦ୍ଧାର କରିବା ତ’ ଦୂରର କଥା କେଉଁଠି ପୋଡାଗଲା ଏବଂ ଘଟଣା କିପରି ଘଟିଲା, ସେ…