ନବାଗତ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା।

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ଥିବା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,ତାଲପାଲି ରେ ନୂତନ ଭାବରେ ଯୋଗଦେଇଥିବା ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି…

ଯୁବକମାନେ ହେଉଛନ୍ତି ଭବିଷ୍ୟତ ରାଷ୍ଟ୍ର ନିର୍ମାତା ଏବଂ ଭାଗ୍ୟ ବିଧାତା

ଓଡଗାଁରେ ବିଜୁଜନତା ଦଳର ଯୁବ ସମ୍ମିଳନୀ ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଯୁବକମାନେ ହେଉଛନ୍ତି ରାଷ୍ଟ୍ରର ସମ୍ପଦ । ସେମାନେ ହେଉଛନ୍ତି ଭବିଷ୍ୟତ ରାଷ୍ଟ୍ର ନିର୍ମାତା ଏବଂ ଭାଗ୍ୟ ବିଧାତା । ଆଳସ୍ୟ ଭାବ ପରିହାର କରି ସର୍ବଦା ଜାଗ୍ରତ ରହିଲେ ବିଶ୍ୱରେ ରାଷ୍ଟ୍ର ଏକ ଶକ୍ତିଶାଳୀ ଉତ୍ସ ଭାବେ ଉଭା…

ଭଉଣୀ ଘରେ ପହଂଚାଇ ପାରିଲେନି ମର୍ଯ୍ୟଦା ଭାର 

ହାଇୱା ଧକ୍କାରେ ଉଡ଼ିଗଲା  ସ୍କୁଟି ଆରୋହୀଙ୍କ ପ୍ରାଣବାୟୁ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର):  ଆଜି ଅପରାହ୍ନ ୧ଟା ବେଳେ ଓଡଗାଁ-ଭଞ୍ଜନଗର ରାଜ୍ୟ ରାଜପଥର ରଙ୍ଗଣୀପାଟଣା ଛକ ନିକଟ ମୋଡରେ  ସଡକ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଓଡଗାଁ ବ୍ଲକ…

ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିବା ଲୋକେ ଏବେ କହିବେ ଚୌକିଦାର ଶେର୍ ହେ-ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡାର ଡେରାବିଶରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡେରାବିଶ :– ଯେଉଁମାନେ ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନଙ୍କୁ ଆଜି ଚୌକିଦାର ସେର୍ ହେ ବୋଲି ସ୍ୱୀକାର କରିବାକୁ ପଡିବ ବୋଲି କେନ୍ଦ୍ରାପଡାର ଡେରାବିଶ ଠାରେ “ମୋ ବୁଥ ସବୁଠୁ ମଜଭୁତ”…

ବାଲୁଙ୍କେଶ୍ୱର ହାଇସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ତିର୍ତୋଲ/ପାରାଦୀପ, ରମେଶ ମହାନ୍ତି : ଆଗକୁ ଆସୁଛି ସାଧାରଣ ନିର୍ବାଚନ।ଏବେଠାରୁ ନେତା ମାତିଲେଣି ଫଳକମରା ଅଭିଯାନରେ। ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏରସମା ବ୍ଲକ ଅନ୍ତର୍ଗତ କୁଜଂକୋଠୀ ପଞ୍ଚାୟତରେ…

କେନ୍ଦୁଆ ପ୍ରାଇମେରୀ ହଷ୍ଟେଲ ଅନ୍ତେବାସୀଙ୍କ ସମସ୍ୟା: ଛାତ୍ରାବାସ ଛାଡି ପିଲାଏ ଆସି ପ୍ରଶାସନ ନିକଟରେ କଲେ ଗୁହାରି 

ଘଟଣା ପ୍ରଘଟ କରାଇଥିବା ଯୋଗୁ ଟାର୍ଗେଟରେ ଅଭିଯୋଗକାରି !! ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ଛାଡ଼କଟା ଆଶ୍ରମ ବିଦ୍ୟାଳୟ ପରେ ବର୍ତ୍ତମାନ କେନ୍ଦୁଆ ପ୍ରାଇମେରୀ ହଷ୍ଟେଲ ଅନ୍ତେବାସୀଙ୍କ ଦୁଃଖଦୁର୍ଦ୍ଧଶା…

ଦୋକାନ ଗୃହ ବଣ୍ଟନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ପୌରପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ଦୋକାନଗୃହକୁ ଆଜି ଧର୍ମଗୋଳା ମାଧ୍ୟମରେ ବଣ୍ଟନ କରାଯାଇଛି । ଏଥିରେ ରହିଥିବା ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ପ୍ରକୃତ  ଯୋଗ୍ୟ ଓ ଗରୀବ…

ଭଦ୍ରକରେ ଗର୍ଜିଲେ ମଦମୁକ୍ତି ଅଭିଯାତ୍ରୀ

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ମଦ ବିରୋଧରେ ଆରମ୍ଭ ହୋଇଥିବା ମଦମୁକ୍ତି ଅଭିଯାତ୍ରା ଆଜି ଭଦ୍ରକରେ ପହଞ୍ଚିଛି  । ଏହି ଯାତ୍ରା ଗତ ୨୩ ତାରିଖଠାରୁ ଭୁବନେଶ୍ୱରରେ ବାହାରି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ହୋଇ ଆଜି ଭଦ୍ରକରେ ପହଞ୍ଚିଛି  । ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରେ ମଦକୁ…

କୁମୁଟିମୁଣ୍ଡା ହତ୍ୟା ଘଟଣା: କାକା ହତ୍ୟାକାରୀ ପୁତୁରାକୁ ଆଜୀବନ ଜେଲ

ନୂଆପଡା(ଅମିତ ପୁରୋହିତ) ; କୋମନା ଥାନା କୁମୁଟିମୁଣ୍ଡା ଗ୍ରାମରେ କାକା କୁ ହତ୍ୟା କରି ଫେରାର ମାରିଥିବା ଅଭିଯୁକ୍ତ ପୁତୁରାକୁ ଆଜି ଜିଲ୍ଲା ଦୈାରା ଜଜ୍ ଅସିମ କୁମାର ଦଳ ବେହେରା ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।୫ ବର୍ଷରୁ ଫେରାର ଥିବା ହତ୍ୟାକାରୀ ପୁତୁରା ନୀଳମଣି ମାଝୀ (୩୦) କୁ ଗତ…