Sign in
Sign in
Recover your password.
A password will be e-mailed to you.
ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି
ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ଭୁବନେଶ୍ୱର: : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ନବୀନ ନିବାସ ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୫୦୦ରୁ…
ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବା ନିଷ୍ପତ୍ତି ଐତିହାସିକ : ବିଜୟ
ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବେ ବୋଲି ଆଜି ଦଳର ମାନ୍ୟବର ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ଐତିହାସିକ ଘୋଷଣା କରିଛନ୍ତି ।ପ୍ରକାଶ ଥାଉକି, ରାଜ୍ୟର ମହିଳାମାନଙ୍କର ସଶକ୍ତିକରଣ ପାଇଁ …
ସୋହେଲା ବ୍ଲକରେ ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ
ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ବ୍ଲକ ଅଫିସ ସଭାଗୃହରେ ଆଜି ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓ ଅଶୋକ କୁମାର ଗଡତିଆ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିଭାବରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଯୋଗ ଦେଥିଲେ ।…
ଜାରି ହେଲା ନିର୍ବାଚନ ତାରିଖ , ଲାଗୁହେଲା ଆଚରଣ ବିଧି : ୧୧ ତାରିଖରୁ ମତଦାନ ଆରମ୍ଭ , ଚାରୋଟି ପର୍ଯ୍ୟାୟରେ ଓଡିଶାରେ…
New Delhi : ଜାରି ହେଲା ନିର୍ବାଚନ ତାରିଖ , ଲାଗୁହେଲା ଆଚରଣ ବିଧି | ଘୋଷିତ ହେଲା ନିର୍ବାଚନ ତାରିଖ | ଏପ୍ରିଲ ୧୧ ତାରିଖରୁ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ହେବ ଭୋଟ ହେବ ସହ ୧୯ ମେ ରେ ସରିବ ଭୋଟ | ୨୩ ମେ ରେ ମତ ଗଣନା | ୯୦ କୋଟି ମତଦାତା ଦେବେ ଭୋଟ | ନିର୍ବାଚନ କମିସନଙ୍କ…
ବିଜୁ ଯୁବ ଜନତା ଦଳର ସମସ୍ତ ଜିଲ୍ଲାର ଆଇଟି ୱିଙ୍ଗ୍ ସଂଯୋଜକ
ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ଆଭିମୁଖ୍ୟ, ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତ୍ୱରିତ ସୂଚନା ପ୍ରଦାନ ନିମନ୍ତେ ବିଜେଡି ଆଇଟି ୱିଙ୍ଗ୍ ଗଠନ କରିଛନ୍ତି ।ଏହାକୁ ଅଧିକତ୍ୱରାନ୍ୱିତକରିବା ପାଇଁ ଆଜିରାଜ୍ୟ ଆଇଟିସେଲ୍ ମୁଖ୍ୟ. ଅମର…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ନିୟନ୍ତ୍ରିତ ବଜାରକମିଟି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବ ସିଂ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ…
ଆକାଂକ୍ଷା ମହିଳା ସଂଗଠନ ର ଆନ୍ତର୍ଜାତୀୟ ମହିଳା ଦିବସ: ଡ.କଲ୍ୟାଣୀ ମିଶଙ୍କୁ ସମ୍ୱର୍ଦ୍ଧନା
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ମିଶ୍ର : ଆକାଂକ୍ଷା ମହିଳା ସଂଗଠନ ଓ ଉତ୍କଳହିତୈଷିଣୀ ସମାଜ ମହିଳା ଶାଖା ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସଭାନେତ୍ରୀ ମୀନାକ୍ଷୀ ସାହୁଙ୍କ ସଭାପତିତ୍ୱରେ …
ବଲାଙ୍ଗିର ସହର ଧୁଲିମୟ ସହର
ବଲାଙ୍ଗିର ବଲାଙ୍ଗିର ସହରରେ ରାସ୍ତାକାମ ଚାଲିଛି ବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି କିନ୍ତୁ ରାସ୍ତା କଡର ବାଲି ଉଠାଇବ କିଏ ଏଠାରେ ମୁନସି ପଲ୍ଟି ର କାମ ନା କଣ୍ଟ୍ରାକ୍ଟର ଙ୍କ କାମ ଲୋକେ ପ୍ରଶ୍ନ ବାଚି ସୃଷ୍ଟି କରିଛନ୍ତି ଆଗକୁ ସାଧାରଣ ନିର୍ବାଚନ ଆସୁଛି ବେସ ସକ୍ରିୟ ହେଇଗଲେଣି ନେତା ନଡିଆ…
ଦାରିଦ୍ୟ କରିଥିଲା ବାଟବଣା : ୬୦ ରୁ୭୦ହଜାର ଟଙ୍କା ପାଇଁ ବିକି ଦେଲା ଦଲାଲ
ସାବାସ ସୁନ୍ଦରଗଡ ପୋଲିସ : ମୁଜାଫରନଗର ସାହାଡୋଲରୁ ନାବାଳିକାକୁ କଲା ଉଦ୍ଧାର
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ଆଦିବାସୀବହୁଳ ସୁନ୍ଦରଗଡ଼ ଅଞ୍ଚଳରୁ ନିରୀହ ସରଳ ମଣିଷଙ୍କ ସରଳତାର ସୁଯୋଗ ନେଇ କିଛି ଅମଣିଷ ଦଲାଲ କରି ସଉଦା କରିଚାଲିଛନ୍ତି ମଣିଷ ଜୀବନ | ସେମାନଙ୍କ…