ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି : କ୍ଷମତାକୁ ଆସିଲେ ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ଓ ବେକାରଙ୍କୁ ରୋଜଗାର ଯୋଗାଇ…

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଛକ ନିକଟରେ ଥିବା ବିଜେପିର ମୟୂରଭଞ୍ଜ(ପୂର୍ବ ) ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମ୍ବାଦିକ ସମ୍ମିଳନୀ…

ଜୀବନର ଦୁଇବୁନ୍ଦା ପାଇଁ ଯାଉଥିଲା କୁନି ଝିଅ, ହେଲେ ହାତ ଧରି କୋଳାଇ ନେଲା ମୃତ୍ୟୁ 

ବାରିପଦା(ଦିଲ୍ଲୀପ ମହାନ୍ତି )- ପୋଲିଓ ବୁନ୍ଦା ଖାଇବାକୁ ଯିବା କାଳ ହେଲା । କୁଳିଅଣା ଥାନା ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର  ବାଇଗଣବାଡ଼ିଆ ଛକ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଛି ମଦନ ସୋରେନଙ୍କ…

ଘଟିଲା ଅଘଟଣ, ଚାଲିଗଲା ପ୍ରାଣ 

ଘୁ . ଉଦୟଗିରି/ ଗଗନ କୁମାର ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ  ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ କାନବଗିରି ଠାରେ ଏକ ଅଜଣା ଗାଡି ଚଡି ଯାଇ କୋତୋଡଗାଣ୍ଡା ଗ୍ରାମର ବିଘ୍ନରାଜ ପ୍ରଧାନ(40) ନାମକ ବ୍ୟକ୍ତିଙ୍କ  ମୃତ୍ୟୁ ଘଟିଛି .| ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା …

ବିଜେପିର ଜିଲ୍ଲାସ୍ତରୀୟ ବିଜୟ ସଂକଳ୍ପ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ବିଜେପିର ଜିଲ୍ଲା ସ୍ତରୀୟ ବିଜୟ ସଂକଳ୍ପ ସମାବେଶ ପାଇଁ…

ଓଡ଼ିଶା ରାଜ୍ୟ ଭୁତପୂର୍ବ ସୈନିକ ସଂଘର  ସାଧାରଣ ବାର୍ଷିକ ଅଧିବେଶନ : ସଂଶୋଧିତ ସମ୍ବିଧାନ ଅନୁମୋଦିତ

ଇସିଏଚ୍ଏସ୍ ସମନ୍ୱୟ କମଟି ଗଠନ, ଜିଲାୱାରୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି  ଭୁବନେଶ୍ୱର :  ଓଡ଼ିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘର ସାଧାରଣ ବାର୍ଷିକ ଅଧିବେଶନ ରବିବାର ଭୁବନେଶ୍ୱରସ୍ଥିତ ୧୨୦ ଇନଫାଣ୍ଟ୍ରି ବଟାଲିଆନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ସଂଘର ସଭାପତି ବ୍ରିଗେଡିୟର…

ଇଭିଏମ ଭିଭିପାଟ ଦ୍ୱାରା ମତଦାନ ସଚେତନତା ଅଭିଯାନ

ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) : ସ୍ଥାନୀୟ ବ୍ଲକ ସମିଳନୀ କକ୍ଷରେ ଆଜି ଇଭିଏମ ଭିଭିପାଟ ଦ୍ୱାରା ମତଦାନ ସାବ୍ୟସ୍ତ କରିବା ପାଇଁ ବ୍ଲକସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ନୟାଗଡ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ…

ବାହୁଡ଼ିବ କେବେ ଆମ ଅନ୍ଧର ଲଉଡ଼ି !!!!

ତିର୍ତ୍ତୋଲ (ତରଜଙ୍ଗା) ଯୁବକ ହାଇଦ୍ରାବାଦରେ ନିଖୋଜ ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ରହିଛି ପିତା ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ଗ୍ରାମର ମୁରଲୀଧର ସାହୁଙ୍କର ଏକମାତ୍ର ପୁତ୍ର ବିଶ୍ୱଜିତ ସାହୁ(ହାପିନା)ଗତ ଡିସେମ୍ବର…

ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର

ବଡ଼ସାହି/ସାନକେରକ( ଦିଲ୍ଲୀପ ମହାନ୍ତି ) ବଡ଼ସାହି ଥାନା ତଥା ବ୍ଳକ ଅନ୍ତର୍ଗତ ସାନକେରକ ପଞ୍ଚାୟତର ଜଡିପାଳ ଗ୍ରାମରେ ଆଜି ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ୬ ବଖରା ଘର ପୋଡି ଧ୍ବଂସ ହୋଇଯାଇଛି। ଏଥିସହିତ ନିଆଁ ଲିଭାଇବାକୁ ଆସିଥିବା ଗ୍ରାମର ୪ ଜଣ ଗ୍ୟାସ ଟାଙ୍କି ଫାଟିବାରେ ଗୁରୁତର ହୋଇ…

  ଗ୍ରାମୀଣ ଖାଦ୍ୟ ଭଣ୍ଡାରର ଶୁଭ ଉଦଘାଟନ

ପାଇକମାଲ :- ଆଜି ପାଇକମାଲ ଠାରେ ବ୍ରହ୍ମପୁର ର ସଂକଳ୍ପ ଟ୍ରଷ୍ଟ ଆନୁକୂଲ୍ୟରେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ର ଶୁଭ ଉଦଘାଟନ ହେଇ ଯାଇଛି ।  ଏହିକାର୍ଯ୍ୟକ୍ରମରେ ପାଇକମାଲ ନାଗରିକ କମିଟି ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିବେଦୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପାଇକମାଲ ବଣିକ ସଂଘର…

୨୦ ବର୍ଷ ପରେ ବିଦ୍ୟୁତ ବିଭାଗରେ ଥଇଥାନ ସହ ୫ଲକ୍ଷ ଟଙ୍କାର ଆର୍ଥିକ  ସହାୟତା ଓ ଚିକିତ୍ସା ପାଇଁ ନୀତିଗତ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ  ବିଭାଗରେ ଦୀର୍ଘ ୨୦ବର୍ଷ ଧରି ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ସ୍ଥାୟୀ ଚାକିରି କ୍ଷେତ୍ରରେ ୨ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ  ସହାୟତା ପ୍ରଦାନ କରାଯାଉଥିଲା । ଏପରିକି ମୃତ ପରିବାରର ସଦସ୍ୟଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରାଯାଉନଥିଲା । ଓଡ଼ିଶାର ସମସ୍ତ…