କି ଦୁଖଦ : ଜୀବନ କଣ ଜାଣିବା ଆଗରୁ ସରିଗଲା ଦୁଇ କଅଁଳ ଜୀବନ 

ରାଇରଙ୍ଗପୁର-ଜୀବନ କଣ ଜାଣିବା ଆଗରୁ ଆଖି ବୁଜିଦେଲେ କୋମଳମତି ଶିଶୁ |  କିଏ ଭାବିଥିଲା ଠିକାଦାରର ଦାୟିତ୍ବହୀନତା କାହାର ଜୀବନ ନେବ | ଖେଳରେ ଖେଳରେ କୌଣସି ନିଷ୍ପାପ ଜୀବନ ଚାଲିଯିବ  |  http://www.youtube.com/watch?v=YC_foG1aTlA  ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ…

କୃଷୀ ବୀମା ପ୍ରଦାନରେ ବୀମା କମ୍ପାନିର ଅବହେଳା ଭୋଟ ବର୍ଜନ କରିବେ ଚାଷୀ

ନୂଆପଡ଼ା(ଅମିତ ପୁରୋହିତ) ; ସରକାରଙ୍କର କୃଷି ବୀମା ଘୋଷଣା ପରେ ଚାଷୀମାନେ କିଛିଟା ସାନ୍ତ୍ୱନା ପାଇଥିଲେ । ହେଲେ ବୀମା କମ୍ପାନୀର ଅବହେଳା ଯୋଗୁ ଚାଷୀମାନେ ଏଥିରୁ ସୁଫଳ ପାଉ ନ ଥିବା ଅଭିଯୋଗ ହେଉଛି । ଗତ ୨୦୧୬-୧୭ କୃଷି ବର୍ଷର ବୀମା ଟଙ୍କା ଆଜିଯାଏଁ ଚାଷୀଙ୍କୁ ମିଳି ନ ଥିବା ଅଭିଯୋଗ…

ବାଣୀବିହାର ବିଶ୍ୱ ବିଦ୍ୟାଳୟରେ ବିଶୃଙ୍ଖଳା କରୁଥିବା ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉ – ଛାତ୍ର କଂଗ୍ରେସ

 ପୂର୍ବତନ ବାଣୀବିହାର ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଶାସକ ଦଳର ଛତ୍ରଛାୟା ତଳେ ରହି ଗୋପବନ୍ଧୁ ଛାତ୍ରବାସ, ମଧୁସୂଦନ ଛାତ୍ରାବାସ ଏବଂ ଅନ୍ୟାନ୍ୟ ଛାତ୍ରାବାସରେ  ଅନେକ ଅଣଛାତ୍ରମାନଙ୍କୁ ଭଡାଦେଇ ପ୍ରଚୁର ଅର୍ଥ ରୋଜଗାର କରୁଥିବା ଅଭିଯୋଗ ଆଣିଛି ପ୍ରଦେଶ ଛାତ୍ର କଂଗ୍ରେସ…

ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ 

ଭୁବନେଶ୍ୱର : ଦଳୀୟ ନେତାଙ୍କ ଅସହଯୋଗ ଓ କଣ ଠେସା ନୀତିର ପ୍ରତିବାଦ କରି ନିକଟରେ ଇସ୍ତଫା  ଦେଇଥିବା ଯୁବ ନେତା ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି  ବାବୁ ସିଂହଙ୍କ ସମର୍ଥନରେ ଇସ୍ତଫା ଦେଲେ ୨୪ଜଣ ରାଜ୍ୟ / ଜିଲା ଯୁବ/ଛାତ୍ର ପଦାଧିକାରୀ | ଏମାନେ ରାଜ୍ୟ ସଭାପତି…

ଜଙ୍ଗଲକୁ ଜଗୁଥିବା ଏଇ ଅସହାୟଙ୍କ ପାଇଁ କଣ ସରକାରଙ୍କ କିଛି ଦାୟିତ୍ୱ ନାହିଁ !!!!!

ସ୍ୱାମୀ  ଅଙ୍ଗଦଙ୍କୁ ସହ ନେଇଥିବା ସଂକଳ୍ପରୁ  ବିଚ୍ୟୁତ ହୋଇନାହାନ୍ତି ହାରାଦେଇ  Sinapalli/Nirakar Meher :   ନୂଆପଡା ଜିଲ୍ଲା ସଦର ମହକୁମା ରୁ 103 କି. ମି ଦୂର ସିନାପାଲି ଗ୍ରା.ପ କାପସି ଗ୍ରାମର ହାରାଦେଇ ମାଝୀ | ଦୀର୍ଘ  40 ବର୍ଷ ହେଲା କରାଡଙ୍ଗରି ଜଙ୍ଗଲକୁ ସୁରକ୍ଷା ଦେଇ…

ବଲାଣିରେ ଚୋରା ମଦ କାରବାର : ୧୬୨ ବୋତଲ ବିଦେଶୀ ମଦ ଜବତ, ୪ ଗିରଫ

ବଡ଼ବିଲ(ଚିତ୍ତ ରଞ୍ଜନ କର): ଆଜି ବଲାଣି ପୋଲିସ ୪ଟି ସ୍ଥାନରେ   ଅତର୍କିତ ଚଢ଼ାଉ କରି ୧୬୨ ବୋତଲ ବିଦେଶୀ ମଦ ଜବତ କରିବା ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଏକ ଆକ୍ଟିଭାକୁ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଣି  ଶାନ୍ତି ନଗର …

ପାଣି ଟାଙ୍କି ଓଲଟି ଜଣେ ମୃତ ଦୁଇ ଜଣ ଆହତ ।

ପଦ୍ମପୁର/ଶାସକ ପ୍ରଶାସକ )- ପଦ୍ମପୁର ପଟଣାଗଡ଼ ରାସ୍ତା ପଦ୍ମପୁର ରାଜପଡା ଠାରେ ଏକ ପାଣି ଟେଙ୍କର ଓଲଟି ଜଣେ ମହିଳା ଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇ ଜଣ ଆହତ ଅଛନ୍ତି। ସୂଚନା ଆନୁଯାୟୀ ଝଙ୍କାର ପାଲି ଗ୍ରାମ ର ତାରାବତୀ ସାହା(୪୮), ସୁବର୍ଣ୍ଣ ସାହା(21),ଓ ଦୈମତୀ ଡ଼ନସନା(୩୮) କୌଣସି…

 ଆବାଧ ଓ ନିରପେକ୍ଷ ଭାବେ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱ 

 ୨ ଏପ୍ରିଲରୁ  ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ ବାରିପଦା(ଦିଲ୍ଲୀପ ମହାନ୍ତି )- ମାର୍ଚ୍ଚ ୧୦ ରବିବାର ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ଭାରତରେ ଏପ୍ରିଲ ୧୧,୧୯,୨୩,୨୯ ଏବଂ ମେ ୬,୧୨ ଓ ୧୯ ଏହିପରି ମୋଟ ୭ଟି ପର୍ଯ୍ୟାୟରେ ମତଦାନ ହେଉଥିବା…

ଶିକ୍ଷକମାନଙ୍କ ପକ୍ଷରୁ ବିଶାଳ ସମାବେଶ ଜରିଆରେ ନବୀନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର:  ନବୀନ ନିବାସ ସମ୍ମୁଖ ଏୟାରପୋର୍ଟ ରୋଡ଼ରେ ସବୁ ବର୍ଗର ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ  ହୋଇଥିଲା । ଏହି ସମାବେଶରେ ସବୁ ବର୍ଗର ଶିକ୍ଷକମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ…

ସ୍ୱତନ୍ତ୍ର ରଣକୌଶଳ- ବ୍ଲୁ-ପ୍ରିଣ୍ଟର ସ୍କେଚ ଆଦିକୁ ନେଇ ଗୁରୁମନ୍ତ୍ର ଦେଲେ ହେମନ୍ତ 

ଜେଏମ୍ଏମ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱସ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ  ଜେଏମଏମର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା…