ସହକାରୀ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ଖାପଚାରେ

0

ବାରିପଦା (ଦିଲ୍ଲୀପ ମହାନ୍ତି) : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି ବାରିପଦାର  ସହକାରୀ ନିର୍ବାହୀ  ଯନ୍ତ୍ରୀ ହୃଦେଶ୍ବର  ବେହେରାଙ୍କ ଘର ଆଉ ଅଫିସ ଉପରେ । ବାରିପଦା ଭିଜିଲାନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ଏକକାଳୀନ ବାରିପଦା ସହର ମୂର୍ଗାବାଡିସ୍ଥିତ ସରକାରୀ କାର୍ଯ୍ୟାଳୟ , ଢ଼ିପାସାହି ସମ୍ପର୍କୀୟଙ୍କ ଘର, କନଭେଣ୍ଟ ଅଂଚଳରେ ଥିବା ଘର, ଭୁବନେଶ୍ୱର ଫ୍ଲାଟ, ଚନ୍ଦନପୁର ଶ୍ୱଶୁର ଘର, ନୁଦଡ଼ିହା ଘର ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

Leave A Reply

Your email address will not be published.