ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ରେଢ଼ାଖୋଲ ରେ ଏକ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ବିଧାୟକ ରୋହିତ ପୂଜାରୀ ଶିଳାନ୍ୟାସ କରିଛନ୍ତି l ସହରର ୭ନଂ ଓ୍ୱାର୍ଡ଼ ର ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏହାର ଶିଳାନ୍ୟାସ କରାଯାଇଛି l ତହସିଲଦାର ରୁବି…

ଇଷ୍ଟକୋଷ୍ଟ ରେଲୱେ ଲୋକାଲ ଚାମ୍ପିୟନ, ମେଗା ଟୁର୍ଣ୍ଣାମେଣ୍ଟ ଆଜିଠାରୁ

୨୦ତମ ହୃଦାନନ୍ଦ ମଲ୍ଲିକ ସର୍ବଭାରତୀୟ କ୍ରିକେଟ ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) :  ଭଦ୍ରକ ନେହେରୁ ଷ୍ଟାଡିୟମରେ ଚାଲିଥିବା ୨୦ତମ ହୃଦାନନ୍ଦ ମଲ୍ଲିକ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲୋକାଲ ଗୃପ୍ ଫାଇନାଲରେ ଆୟୋଜକ ସୂର୍ଯ୍ୟଶିଖା ଟିମକୁ ଚରମ୍ପା ଇଷ୍ଟକୋଷ୍ଟ ରେଲୱେ ୭ ଉଇକେଟରେ ହରାଇ…

  ହତ୍ୟା ନା ଆତ୍ମହତ୍ୟା

   ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୯ ଦେଉଳସାହିରେ ଆଜି ଏକ ବିବାହିତା ମହିଳା ଘରର କୋଠରୀ ଭିତରୁ କବାଟ ବନ୍ଦ କରି ସିଲିଂ ଫେନରେ ଶାଢ଼ୀ ଦ୍ୱାରା ଝୁଲୁଥିବାର  ଘରର ଲୋକମାନେ ଦେଖିବାକୁ ପାଇଥିଲେ ।  ମୃତ ମହିଳାଙ୍କ ନାମ  ଚୈତାଳି ବିନ୍ଧାଣି ହୋଇଥିବା ବେଳେ…

ବିଦାୟକାଳୀନ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ସୋହେଲା ବ୍ଳକ ଅର୍ନ୍ତଗତ ଝର ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଷ୍ମଦେବ ଥପାଙ୍କ ଚାକିରୀ ଜୀବନରୁ ଅବ୍ୟାହତୀ ଅବସରରେ ସନିବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ସ୍କୁଲର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଏକ…

ବିଜେଡିର ମିଶ୍ର୍ରଣ ପର୍ବ : ଟାଣୁଆ କଂଗ୍ରେସନେତ୍ରୀ-ଶତାଧିକ କର୍ମୀଙ୍କୁ ସ୍ୱାଗତ

ବାଲେଶ୍ୱର,(ଉଜ୍ଜ୍ୱଳ କର) : ଜିଲ୍ଲା ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ବାଲେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ  ହୋଇଯାଇଛି । ରେମୁଣା ବିଧାନସଭା ମଣ୍ଡଳୀର ନିଜାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କବିତା ପାଣି ନିଜର ଶତାଧିକ କର୍ମୀଙ୍କ ସହ ଆଜି ବିଜେଡିରେ ଯୋଗଦାନ କରିଛନ୍ତି ।…

ଲାଇଟ….ସାଉଣ୍ଡ…କ୍ୟାମେରା…ଆକ୍ସନ, ଆଉ ଅଭିନେତ୍ରୀଙ୍କ ନାମ ଲେଖାଶ୍ରୀ 

ସୋସିଆଲ ମିଡିଆ ପାଇଁ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କୁଷ୍ଠାଶ୍ରମରେ ଲାଗିଛି ଲେଖାଶ୍ରୀଙ୍କ ସୁଟିଂସେଟ୍  ବାଲେଶ୍ୱର(ଉଜ୍ଜ୍ୱଳ କର): ସୁଟିଂ ସେଟ, ପାଲଟିଛି କୁଷ୍ଠାଶ୍ରମ | ନିୟୋଜିତ ହେଉଛନ୍ତି ଭୁବନେଶ୍ୱରର ପ୍ରଫେସନାଲ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ  ଓ କ୍ୟାମେରା ମ୍ୟାନ୍ । ଉନ୍ନତ…

 ଅଡୁଆରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ :ସେ ଅସହାୟ ନା ଭିତରେ ଭିତରେ ଆନନ୍ଦ 

ଭୁବନେଶ୍ୱରରୁ ଗିରିଶ ଦାଶ : ନବ ଦାଶଙ୍କ ବିରୋଧରେ ଦଳୀୟ ବିଶୃଙ୍ଖଳା ଅଭିଯୋଗ ନଥିଲା | ଯୋଗେଶ ସିଂହଙ୍କ ବିରୋଧରେ କିଛି ବିଶୃଙ୍ଖଳା ଅଭିଯୋଗ ନଥିଲା | ହଁ, ଥିଲା ଉଭୟଙ୍କ ବିରୋଧରେ, ଯେତେବେଳ ପ୍ରସାଦ ହରିଚନ୍ଦନ ସଭାପତି ଥିଲେ | କେବଳ ଏହି ଦୁଇଜଣ କାହିଁକି, ପ୍ରଫୁଲ୍ଲ, ଭାଲୁ, ପ୍ରକାଶ ଆଦି…

 “ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ “

  ଖାଲିଥିବା ସରକାରୀ ପଦବୀ ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟିର କାରବାର ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦ ଖାଲିଥିବା ସତ୍ୱେ ଶିକ୍ଷିତ ବେକାରଙ୍କୁ ଚାକିରୀ ନଦେବାର ଗଭୀର ଷଡଯନ୍ତ୍ର କରିଛନ୍ତି ନବୀନ ଭୁବନେଶ୍ୱର:  ରାଜ୍ୟରେ ନିଯୁକ୍ତିକୁ ନେଇ ସରକାରଙ୍କର ଉଦାସୀନତା ଓ ଏହା ପଛରେ…

ଶ୍ମଶାନ ଘାଟ ପାଇଁ ୫୦ଲକ୍ଷର ଭିତ୍ତିପ୍ରସ୍ତର : ବିଭୁତିପଡା ଶ୍ମଶାନଘାଟ ଉନ୍ନତିକରଣ ଶିଳାନ୍ୟାସ କଲେ ନରସିଂହ

ବଲାଙ୍ଗିର/ନିରୋଜ ମିଶ୍ର - ଅନେକ ବର୍ଷରୁ ଅବହେଳିତ ହୋଇ ପଡିରହିଥିବା ବଲାଙ୍ଗିରର ବିକାଶ ଏହି ପାଞ୍ଚ ବର୍ଷ ମଧ୍ୟରେ ଯେପରି ବଲାଙ୍ଗିରର ସମସ୍ତ ଦିଗକୁ ପହଂଚି ପାରିବ ତାର ପାଇଁ ଅନବରତ ଚେଷ୍ଟା କରାହୋଇଛି ।  ଶିକ୍ଷା, ରୋଡ, ରାସ୍ତା, ଜଳସେଚନ, ସ୍ୱାସ୍ଥ୍ୟ, କ୍ରିଡା ସମସ୍ତ ବିଭାଗରେ ଏହି ପାଞ୍ଚ…

କେପି ଏଣ୍ଟରପ୍ରାଇଜେସ ଖଣିରେ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣି

ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ନିକଟସ୍ଥ ଠାକୁରାଣୀ ଗ୍ରାମରେ ଥିବା ମେସର୍ସ କେପି ଏଣ୍ଟରପ୍ରାଇଜେସ ଲୁହା ପଥର ଖଣିର ବାର୍ଷିକ କ୍ଷମତା ୫.୫ ମିଲିଅନ ଟନରୁ ୯.୯ ମିଲିଅନ ଟନକୁ ବୃଦ୍ଧି କରିବା ଓ କ୍ରସର ଏବଂ ସ୍କ୍ରିନିଂ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ପରିବେଶୀୟ ମଞ୍ଜୁରୀ ଜନ ଶୁଣାଣି…