ପୁସ୍ତକ ଏତେ ଶକ୍ତିଶାଳୀ ଯେ ଏହା କୌଣସି ମନୁଷ୍ୟର ଜୀବନରେ ପରିବର୍ତନ ଆଣିପାରେ: ଅନିମେଶ ବିଶ୍ୱାସ

 ଏନ୍ଆଇଟି ରାଉରକେଲାରେ ତ୍ରିଦିବସୀୟ ବିପିସିଏଲ୍ ପୁସ୍ତକ ମେଳାର ଆରମ୍ଭ ରାଉରକେଲା/Susant Behera   : ଆଜିର ଯୁବପିଢିଙ୍କ ମଧ୍ୟରେ ପୁସ୍ତକ ପ୍ରତି ପ୍ରେମ ବଢାଇବା ପାଇଁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ  (ଏନ୍ଆଇଟି) ରାଉରକେଲାରେ ବିଜୁ ପଟ୍ଟନାୟକ ସେଂଟ୍ରାଲ ଲାଇବ୍ରେରି ତରଫରୁ ୧୦ମ ପୁସ୍ତକ…

ପ୍ରଶାସନ-ଗଣମାଧ୍ୟମ ପ୍ରତିନିଧିଙ୍କ ନବବର୍ଷ ବନ୍ଧୁମିଳନ

ବାଲେଶ୍ୱର/ଉଜ୍ଜ୍ୱଳ କର : ଜିଲ୍ଲାପ୍ରଶାସନ ପକ୍ଷରୁ ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ  ହୋଇଯାଇଛି  । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ଯୋଗଦେଇ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । …

‘ତାଇକୋଣ୍ଡୋ’ରେ ଆଦିବାସୀ ଛାତ୍ରୀ ‘ମେରୀ’ଙ୍କ କୃତିତ୍ୱ 

ବାଲେଶ୍ୱର (ଉଜ୍ଜ୍ୱଳ କର ) : ଆନ୍ତର୍ଜାତିକ ତାଇକୋଣ୍ଡୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସହର ଉପକଣ୍ଠ ବାମପଦା ଅଂଚଳର ଆଦିବାସୀ ଛାତ୍ରୀ ମେରୀ ସୋରେନଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର…

ବିଜେପି କୃଷକ ମୋର୍ଚ୍ଚାର ସଚିବାଳୟ ଘେରାଓ ୮ରେ

ବାଲେଶ୍ୱର/ଉଜ୍ଜ୍ୱଳ କର : କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଜାନୁଆରୀ ୮ ତାରିଖରେ ନବୀନ ନିବାସ ସହ ସଚିବାଳୟ ଘେରିବାର ଚେତାବନୀ ଦେଇଛି ବିଜେପି କୃଷକ ମୋର୍ଚ୍ଚା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ…

ଜୁନିୟର ରେଡ଼କ୍ରସ ସୋସାଇଟି ତାଲିମ ଶିବିର ଉଦ୍ଘାଟିତ

ବାଲେଶ୍ୱର(ଉଜ୍ଜ୍ୱଳ କର) ବାଲେଶ୍ୱର ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି ପକ୍ଷରୁ ରେଡ଼କ୍ରସ ଶିକ୍ଷା ଓ ୩ ଦିନିଆ ତାଲିମ ଶିବିର ସ୍ଥାନୀୟ ଜିଲ୍ଲା ସ୍କୁଲ ପରିସରରେ ଆଜି ଉଦ୍ଘାଟିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ…

‘ପ୍ରେସ କ୍ଲବ’ ଓ ‘ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ’ ପକ୍ଷରୁ ନବବର୍ଷ ବନ୍ଧୁ ମିଳନ

ବାଲେଶ୍ୱର,(ଉଜ୍ଜ୍ୱଳ କର ) ନବବର୍ଷ ଅବସରରେ ବାଲେଶ୍ୱର ସାମ୍ବାଦିକ ସଂଗଠନ ‘ପ୍ରେସ କ୍ଲବ’ ଓ ‘ଇଲେକ୍ଟେ୍ରାନିକ୍ସ ମିଡିଆ କ୍ଲବ’ ପୃଥକ ପୃଥକ ସ୍ଥାନରେ ବନ୍ଧୁମିଳନ ପର୍ବ ୩ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବ ପକ୍ଷରୁ ଉତ୍ସବ ସ୍ଥାନୀୟ କ୍ଲବ ପରିସରରେ ଆୟୋଜିତ ସାଂସ୍କୃତିକ…

ସେରଙ୍ଗ ତାରାତାରିଣୀ ପୀଠ ପର୍ଯ୍ୟଟନ ସ୍ଥଳୀରେ ଏନ.ୟୁ.ଜେ ଗଜପତି ଜିଲ୍ଲା ବୈଠକ

ପୀଠ ଓ ସ୍ଥଳିର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ସେରଙ୍ଗ ଘାଟି ରାସ୍ତା ମଝିରେ ଥିବା ଐତିହାସିକ ତାରାତାରିଣି ପୀଠ ତଥା ପର୍ଯ୍ୟଟନ ସ୍ଥଳିର ବିଶ୍ରାମଗୃହ ଠାରେ ରାଷ୍ଟ୍ରୀୟ ସାମ୍ୱାଦିକ ସଂଘ ଗଜପତି ଶାଖାରଏକ…

ଆଲୋଚନା  ପରେ ପଦ୍ମପୁରରେ ସରକାରୀ ବସ୍ ଚଳାଚଳ ସ୍ବଭାବିକ ।

ପଦ୍ମପୁର/ନୀଳ ଦୀପ: ଶୁକ୍ରବାର ଠାରୁ ପଦ୍ମପୁର ସରକାରୀ ବସ ଚଳାଚଳ ସ୍ବଭାବିକ ହେବ।ଏନେଇ ବସ ବିଚାରକ ଓ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଏଠିକାର ବସ୍ ଚାଳକ ଓ କର୍ମଚାରୀ ବିଭିନ୍ନ ଦାବିରେ ଧର୍ମଘଟ କରିଥିଲେ।ଏପରିକି ସରକାରୀ ବସ୍ ଗୁଡିକୁ…

ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ :ବିଜେଡିର ଅଭିଯାନକୁ ନ୍ୟାସନାଲ୍‍ କନ୍‍ଫରେନ୍ସର ସମର୍ଥନ 

ଭୁବନେଶ୍ୱର: ବିଜେଡିର ପ୍ରତିନିଧି ଦଳ ଆଜି ନ୍ୟାସନାଲ୍‍ କନ୍‍ଫରେନ୍ସ ଦଳକୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ଶ୍ରୀ ଲଡୁକିଶୋର ସ୍ୱାଇଁ ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ୍‍ କନ୍‍ଫରେନ୍ସ ଅଧ୍ୟକ୍ଷ ଫାରୁକ୍‍ ଅବଦୁଲ୍ଲାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟି ସଂସଦ…

ବିଜେପି ଚାହୁଁଛି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ସହାୟତା ବନ୍ଦ ହୋଇଯାଉ : ଶ୍ରୀମୟୀ

ଭୁବନେଶ୍ୱର,: ବିଜେପି ଏକ ପ୍ରେସ୍‍ମିଟ୍‍ କରି ଆଜି ଯେଉଁ ଅଭିଯୋଗ ଆଣିଛନ୍ତି, ମିଶନ ଶକ୍ତି ଏବଂ ତା’ସହିତ ସଂପୃକ୍ତ ସ୍ୱୟଂ ସହାୟକଗୋଷ୍ଠୀଙ୍କ ବିରୋଧରେ ତାହା ଅତ୍ୟନ୍ତ ନିନ୍ଦିନୀୟ ଓ ଦୁର୍ଭାଗ୍ୟଜନକ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଦ୍‍ନାମ କରିବା ପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ଏବଂ…