Sign in
Sign in
Recover your password.
A password will be e-mailed to you.
ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ହେଲେ ମାରୁତ ପାଳ
ଭୁବନେଶ୍ୱର- ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ବିଜେଡି କାର୍ଯକାରୀ ସଭାପତି ଭାବେ ମାରୁତ ପାଳଙ୍କୁ ନିଯୁକ୍ତ କରିଛନ୍ତି । ସେହିକ୍ରମରେ କେ. ଆପ୍ପା ରାଓଙ୍କୁ ଗଜପତି ଜିଲ୍ଲା ବିଜେଡ଼ି ଉପ-ସଭାପତି, ପ୍ରସନ୍ନ ରଇତ ଓ ସୁନେଶ ରଇତଙ୍କୁ ଗଜପତି ଜିଲ୍ଲା ବିଜେଡି…
ବିଜେଡିରେ ଯୋଗଦେଲେ କଟକ ସଦର, ଟାଙ୍ଗୀ-ଚୌଦ୍ୱାରର କଂଗ୍ରେସ ଓ ବିଜେପି ନେତା
ଭୁବନେଶ୍ୱର,: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଟକ ସଦର କଂଗ୍ରେସ ପୂର୍ବତନ ଉପ-ସଭାପତି ଦୁର୍ଯ୍ୟୋଧନ ସାହୁ, କଂଗ୍ରେସ ସେବା ଦଳ ରାଜ୍ୟ ସଭାପତି ତଥା ପିସିସି ସଭ୍ୟ ଶିବେନ୍ଦ୍ର…
କିନ୍ନରଙ୍କୁ ମହିଳା ସଂଗଠନ ଦାୟିତ୍ୱ : ମୀରା ମହିଳା ବିଜେଡି ଉପସଭାପତି
ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି ଭାବେ ମୀରା ପରିଡ଼ା ଏବଂ ଗଜପତି ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସଂଯୁକ୍ତା ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ…
ରଶ୍ମୀବାଳା ମିଶ୍ର ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପାଇଁ ସହ-ପର୍ଯ୍ୟବେକ୍ଷକ
ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ରଶ୍ମୀବାଳା ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।…
ପୋଲିସ ଡିଜି ବିଜେଡିର ସେକେଟ୍ରି ଜେନେରାଲ ଭାବେ କାମ କରୁଛନ୍ତି – ଧର୍ମେନ୍ଦ୍ର
ଜୟପୁର – ଓଡିଶା ପୋଲିସ ବିଭାଗର କିଛି ମୁଷ୍ଟିମେୟ ଅଧିକାରୀ ବିଶଷତଃ ଗଞ୍ଜାମ ଜିଲ୍ଲାର ଜଣେ- ଦୁଇ ଜଣ ପୋଲିସ ଅଧିକାରୀ ଆଉ ପୋଲିସ ହୋଇନାହାନ୍ତି । ନିରପେକ୍ଷତା ରାଜ୍ୟ ପୋଲସି ଡିଜିଙ୍କ ଠାରୁ କରାଯାଏନାହିଁ । ପୋଲିସ ଡିଜି ଓଡିଶା ବିଜୁ ଜନତା ଦଳର ସେକେଟ୍ରି ଜେନେରାଲ୍ ଭାବେ କାମ କରୁଛନ୍ତି…
ନାଟକ “ମିଶନ 2019” : ଡବଲ ରୋଲରେ ଦେଖାଦେବେ ଦାମ
ବିଜେଡି ଘୋଷଣା କଲା 18 ଜଣିଆ ପ୍ରାର୍ଥୀ ତାଲିକା
ଦାମଙ୍କ କଚେପବାର , ଯୁଗଳ ନିରାଶ
ପାରାଦ୍ବୀପରୁ ଲଢ଼ିବେ ଦାମ ନନ୍ଦନ , ଭଦ୍ରକରୁ ସଂଜୀବ
ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅବଦାନ ଘଟାଇ ଆଜି ପାରାଦୀପ ବିଧାନସଭା ଆସନ ପାଇଁ ବିଜେପି ନେତା ଦାମୋଦର ରାଉତଙ୍କ ସୁପୁତ୍ର ସମ୍ବିତ…
ବିଜେଡିରେ ଯୋଗଦେଲେ 9 ଜିଲ୍ଲା ପରିଷଦ ସଭ୍ୟ ।
ବରଗଡ :- ଗତକାଲି ଭାରତୀୟ ଜନତା ପାର୍ଟି ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବରଗଡ ଜିଲ୍ଲାର 9 ଜଣ ଜିଲ୍ଲା ପରିଷଦ ସଭ୍ୟ ଆଜି ମଧ୍ୟାହ୍ନରେ ପଦ୍ମପୁର ବିଜୁ ଜନତା ଦଳର କାର୍ଯଳୟ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉପସ୍ଥିତି ରେ ବିଜୁ…
ଗଜପତିରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିଷ୍ପତି କ୍ରମେ ଗଜପତି ଜିଲ୍ଲାର ଗୁମ୍ମା,ଗୋଷାଣି ଏବଂ ପାରଳା ପୌରାଞ୍ଚଳର ବିଭିନ୍ନ ଜନଗହଳି ସ୍ଥାନ ମାନଙ୍କରେ ଜିଲ୍ଲା କଳା ସଂସ୍କୃତି ସଂଘ ଦ୍ୱାରା ପଞ୍ଜିକୃତ କଳାକାରମାନଙ୍କ ଦ୍ୱାରା …
ତରଙ୍ଗରଙ୍ଗ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ : ମଞ୍ଚ ନାଟକ ଉପରେ ଆଲୋଚନା ଚକ୍ର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣସାହି ବିଜୟ ବ୍ୟାୟାମ ଶାଳା ପରିସରରେ ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ତରଙ୍ଗରଙ୍ଗ ପକ୍ଷରୁ ବିଶ୍ୱ ନାଟ୍ୟଦିବସ ଉପରେ ନାଟୁଆ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନା ଚକ୍ର…
ଷଡଯନ୍ତ୍ରର ଶିକାର (!)ହୋଇଥିବା ଜାକବ ଦଳରୁ ଦେଲେ ଇସ୍ତଫା
ଜି ଉଦୟଗିରି/ଗଗନ କୁମାର ପ୍ରଧାନ : ରାଜ୍ୟ କଂଗ୍ରେସ ନେତୃତ୍ୱ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଏକମାତ୍ର କଂଗ୍ରେସ ବିଧାୟକ ଜାକବ ପ୍ରଧାନ କଂଗ୍ରେସ ଦଳରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି | ଏହା ସହିତ ସେ ନିର୍ବାଚନରେ ସ୍ୱାଧୀନ…