Sign in
Sign in
Recover your password.
A password will be e-mailed to you.
ମୈଦାନ ରେଡି : ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ
ମୟୂରଭଞ୍ଜ ଜିଲ୍ଲାର ପ୍ରଗତି ଓ ବିକାଶ କ୍ଷେତ୍ରରେ ବିଜେଡ଼ି ବାଟ ଓଗାଳିଛି : ଗୋଲୋକ
ବାରିପଦା(ଅରବିନ୍ଦ ଦାସ )
ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ ୫ରେ ବାରିପଦା ଗସ୍ତରେ ଆସୁଛନ୍ତି । ତାଙ୍କର ୨ଘଣ୍ଟା ୨୦ ମିନିଟର ଏହି ବାରିପଦା ଗସ୍ତ କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ପୁଲିସ ଲାଇନ ହାଇ ସ୍କୁଲ…
ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୯ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପଦ୍ମପୁର/ନୀଳ ଦୀପ
ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୯ ପାଳନ ନିମନ୍ତେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରାକରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଖଣ୍ଡ ସ୍ତରୀୟ ସାଧାରଣନ୍ତ୍ର ଦିବସକୁ ସରଷ ଓ ସୁନ୍ଦର କରିବା ତଥା ଆକର୍ଷଣୀୟ ଭାବରେ…
ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ପାଇକମାଲ :- ଏକ ଦୁଃଖଦ ଘଟଣା କ୍ରମରେ ଆଜି ପାଇକମଲ ବ୍ଲକ୍ର ସଦନନ୍ଦପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ରେ ଭେଙ୍ଗରାଜ ପୁର ଗ୍ରାମର ଧୁବଳେ ରଣା ଙ୍କର ପୁଅ ଦିଲୀପ ରଣା ଙ୍କର ଶୋଚନୀୟ ମୃତ୍ୟୁ ହେଇଯାଇଛି । ଜଣାପଡିଛି ଯେ ଦିଲୀପ ନିଜର ଘରୋଇ କାମ ସାରି ପଦ୍ମପୁର ରୁ ଗ୍ରାମ କୁ ଫେରୁଥିବା ସମୟରେ…
ଗୋଲଡେନ ବାବାର ଗୋଲଡେନ ଆସରରେ ନେତା କରୁଥିଲେ ଅୟସ : ଟେନ୍ସନରେ ନେତା
ଭୁବନେଶ୍ୱର : ଗିରଫ ହୋଇଛି ବ୍ରାଣ୍ଡେଡ ଠକ ଗୋଲଡେନ ବାବା ଆଲିଆସ ଜ୍ୟୋତିରଂଜନ ବେହୁରା | ସେ ବିଜୁ ଜନତା ଦଳର ସକ୍ରୀୟ କର୍ମୀ ଓ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଆଶାୟୀ ବିଧାୟକ ପ୍ରାର୍ଥୀ । କିଛି ବିଜେଡି ନେତାଙ୍କୁ ପକେଟରେ ପୁରାଇ ରଖିଥିଲା | ବିଜୁ ଜନତା ଦଳର ବହୁ ମନ୍ତ୍ରୀ ଓ ନେତା…
ଓତଳ ଗ୍ରାମ ରାସ୍ତା ନିର୍ମାଣକୁ ନେଇ ମାଡ଼ପିଟ୍,୧ ଗୁରୁତର
ତିର୍ତ୍ତୋଲ/ରମେଶ ମହାନ୍ତି :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ଓତଳ ଗ୍ରାମର ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ମାଡ଼ପିଟ୍ ଯୋଗୁଁ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।ସୂଚନାନୁଯାୟୀ ଉକ୍ତ ପଞ୍ଚାୟତର…
ପାଣିରେ ବୁଡି ବାଳକର ମୃତ୍ୟୁ
ପାଇକମାଲ / ପାଇକମାଲ ବ୍ଲକର ବିଜାଡ଼ିହି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଗହକି ଲାଲ ସାହୁଙ୍କର 5ବର୍ଷୀୟ ପୁଅ ନିରଜ ସାହୁ ଦୀପହରେ ଘର ବାହାରେ ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ପାଣି ଟାଙ୍କି ରେ ପଡି ମୃତ୍ୟୁ ବରଣ କରିବାଘଟଣା ଗ୍ରାମବାସୀ ମାନଙ୍କୁ ଦୁଃଖିତ କରିଛି ।…
ବିଜୁ ଯୁବ ବାହିନୀକୁ ଦିଆଯାଉଥିବା ସରକାରୀ ଅନୁଦାନ ତୁରନ୍ତ ବନ୍ଦ କରାଯାଉ
ଭୁବନେଶ୍ୱର ( ଯେବେ ଠାରୁ ବିଜୁ ଯୁବ ବାହିନୀ ଗଠନ ହୋଇଛି ସେବେଠାରୁ ସମଗ୍ର ରାଜ୍ୟରେ ଗୁଣ୍ଡାଗିରି, ଲୁଟ ଓ ହତ୍ୟା ଆଦି ବଢି ବଢି ଚାଲିଛି । ଯୁବ ବାହିନୀ ବର୍ତମାନ ରାଜ୍ୟରେ ଗୁଣ୍ଡା ଓ ଲୁଟେରା ବାହିନୀ ନାମରେ ପରିଣତ ହୋଇଗଲାଣି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା…
ଏଠି ଭାଷଣବାଜିରେ ସୀମିତ ରହିଯାଇଛି ଆମ ଗାଁ ଆମ ଵିକାଶ
ବଡଚଣାରୁ ପ୍ରଫୁଲ୍ଲକୁମାର ସାହୁ : ସାରା ରାଜ୍ୟରେ ଚାଲିଛି ଆମ ଗାଁ ଆମ ଵିକାଶ | ହେଲେ ସୀହା ପଚାଂୟତରେ ଚାଲିଛି ୟା ର ବିପରିତ | ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଆଲୋକକୀକରଣ, ଗ୍ରାମ୍ୟ ଜଗଂଲର ଅବକ୍ଷୟ ରୋକିବା ଠାରୁ ଆରମ୍ଭ କରି ,ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଏହିସବୁ…
ସରକାରଙ୍କ ସାବତ ସନ୍ତାନ ଏଙ୍ଗାରସିଂ ଗାଁ, ପ୍ରଶାସନ ଭୁଲି ଯାଇଛି ଯାର ନାଁ
ଯୋଜନା ଏଠି ବାଟବଣା ପଡୁନି ବିକାଶର ଛାଇ : ୭୦ ବର୍ଷ ସ୍ୱାଧୀନତା ପରେ ବି ମୌଳିକ ସୁବିଧା ସୁଯୋଗ ନାହିଁ
ଏମିତି ଗୋଟେ ଗାଁ , ଯେଉଁଠି ଯୋଜନା ବାଟବଣା ହୋଇଯାଇଛି | ପ୍ରଶାସନ ଭୁଲି ଯାଇଛି ଏମିତି ଗୋଟେ ଗାଁ ଅଛି ବୋଲି | ବିକାଶର ଛାଇ ପଡୁନି ଏଇ ଗାଁରେ ସ୍ୱାଧୀନତାର ୭୦ ବର୍ଷ ପରେ | ସତେ…