୩୭୦ ଓ ୩୫ଏ କୁ ଉଚ୍ଛେଦକୁ ବଲାଙ୍ଗିର ବଜରଙ୍ଗ ଦଲର ସମର୍ଥନ

0 1

ବଲାଙ୍ଗିର/(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ସନ୍ତୋଷ କୁମାର ଠାକୁର ) ଭାରତ ସରକାରଙ୍କ ଐତିହାସିକ ନିର୍ଣ୍ଣୟ, ଜମ୍ମୁ କାଶ୍ମୀରର ର ଧାରା ୩୭୦ ଓ ୩୫ଏ କୁ ଉଚ୍ଛେଦ କୁ ସମର୍ଥନ କରି ବଲାଙ୍ଗିର ବଜରଙ୍ଗ ଦଲ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ବେଣ୍ଟ ବାଜା ବଜାଇ ସ୍ବାଗତ କରାଯାଇଥିଲା। ଏଥିରେ ବଜରଙ୍ଗ ଦଲ ର ସଦସ୍ୟ ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

Leave A Reply

Your email address will not be published.