Sign in
Sign in
Recover your password.
A password will be e-mailed to you.
କୃଷିି ଓ କୃଷକଙ୍କ ସମସ୍ୟା ପ୍ରତି ସମ୍ବେଦନଶିଳ ହୁଅନ୍ତୁ ଅଧିକାରୀ-ନରସିଂହ
ନରସିଂହଙ୍କ ନିର୍ବାଚନମଣ୍ଡଳି ସ୍ତରୀୟ ସମୀକ୍ଷା
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର - ନରସିଂହ
ବଲାଙ୍ଗିର –(ନିରୋଜ ମିଶ୍ର) – ଫସଲବୀମା ହେଉ କି ମରୁଡି ସହାୟତା କୌଣସି ଫାଇଦା ଆମର ·ଷୀମାନେ ପାଇପାରୁନାହାନ୍ତି । ସରକାର ନିଯୁକ୍ତ ବୀମା କଂପାନୀ…
ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ଭୁବନେଶ୍ୱରପୁର ଚମ୍ପିୟାନ
ଝାରବନ୍ଧ ରୁ ସଦାନନ୍ଦ ବେହେରା : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ସଲଡ଼ିହି ଗ୍ରାମରେ ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି। ଏହି ତୁଣ୍ଡ।ମେଣ୍ଟ ରେ 26 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ରେ ଭୁବନେଶ୍ୱରପୁର ଓ ଦୁଡୁକିଝର ମଧ୍ୟରେ ଖେଳା ଯାଇଥିଲା ଓ…
ବେଆଇନ୍ ମଦକାରବାର ବିରୋଧରେ ,ଜାନୁଆରୀ ୩୦ ରେ ଥାନା ଘେରାଉ
ରେଢ଼ାଖୋଲ (ଯଶୋବନ୍ତ ନରାୟଣ ସାହୁ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି l ହେଲେ ପୋଲିସ ଓ ଅବକାରୀ ବିଭାଗର ଅପାରଗତା କାରଣରୁ ଏହା ବେଆଇନ୍ କାରବାର ଥମିବାର ନାଁ ନେଉନାହିଁ l ଉପଖଣ୍ଡ ଅଞ୍ଚଳରେ ଏହି ବେଆଇନ୍ ମଦ…
ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଉଦଘାଟିତ
ରେଢ଼ାଖୋଲ (ଯଶୋବନ୍ତ ନାରାୟଣ ସାହୁ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡ଼ାତ୍ସୋବ ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଏହା ୨ ଦିନ ଧରି ଚାଲିବ l ଏହି କ୍ରୀଡ଼ାତ୍ସୋବକୁ ସ୍କୁଲ ପରିଚାଳନା କମିଟୀ ସଭାପତି…
କଂଗ୍ରେସ ୮ରେ କରିବନି “ଚାଷୀ ଗର୍ଜନ”: ହେଲା ବାତିଲ, ଗଡ଼ିଲା ଦିନ
ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖ, ମଙ୍ଗଳବାର ଦିନ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା “ଚାଷୀ ଗର୍ଜନ ସମାବେଶ”କୁ ସାମୟିକ…
ବଢ଼ା ଦରମା ବିଲ ପାଇଁ ଚଢା ଲାଞ୍ଚ
ଭିଜିଲାନ୍ସ ଜାଲରେ ବଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏକାଉଣ୍ଟେଣ୍ଟ
ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲା ବାଙ୍ଗିରିପୋଷୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଏକାଉଣ୍ଟେଣ୍ଟ ମନୋରଞନ ବେହେରା ଆଜି ଶୁକ୍ରବାର ଅପରାହ୍ନ ୩ ଟା ପାଖାପାଖି ସମୟରେ କାର୍ଯ୍ୟାଳୟରେ…
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ୨୭ ଗାଁ ବାଦ୍ ପାଇଁ ବନ ବିଭାଗର ନିଷ୍ପତ୍ତି: ବିଜ୍ଞପ୍ତି ପ୍ରକାଶ ଖୁବ୍ଶୀଘ୍ର
ଭୁବନେଶ୍ୱର: ଆଜି ଅପରାହ୍ଣରେ ଭୁବନେଶ୍ୱର ସଚିବାଳୟ ଠାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଭୟାରଣ୍ୟରୁ କଟକ ଜିଲ୍ଲା ସାତକୋଶିଆ ସଂଲଗ୍ନ ଯୋଡୁମ ପ୍ରଗଣାର ୫ଟି ପଞ୍ଚାୟତରେ ୨୭ଟି ଗ୍ରାମକୁ ବାଦ୍ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
ଚାଷ ଓ ଚାଷପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ : ଜବାବ ମାଗିବ କୃଷକ ମୋର୍ଚ୍ଚା – ରାଜ୍ୟ ସାଧାରଣ ସମ୍ପାଦକ
Paralakhemundi/Balakrishna Panigrahi
ଗଜପତି ଜିଲ୍ଲାର ଧାନମଣ୍ଡି ଖୋଲିବାରେ ବିଳମ୍ୱ, ଅଭାବି ଧାନବିକ୍ରି ଏବଂ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ନିର୍ଦ୍ଧାରିତ ୧୭୫୦ଟଙ୍କା ନ ମିଳିବା ବେଳେ ରାଜ୍ୟ ସରକାର କେତେବେଳେ କାଳିଆ ଯୋଜନାରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ…
ବଡ଼ବିଲରେ ଚାଞ୍ଚଲ୍ୟ : ପିତ୍ତଳ ଦେଇ ମାରିନେଲେ ସୁନା
୨ ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ
ବଡ଼ବିଲ/ଚିତ୍ତରଞ୍ଜନ କର
ବଡ଼ବିଲ ମୁଖ୍ୟ ବଜାର ହନୁମାନ ମନ୍ଦିର ନିକଟରେ ଥିବା ଭଗବାନ ଦାସ ଜୁଏଲରରେ ଆଜି ଅଭିନବ ଉପାୟରେ ୬୦ ଗ୍ରାମର ସୁନାଗହଣା ଠକେଇ ହୋଇଛି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଜଣେ…
ଭିନ୍ନକ୍ଷମ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର: ବିଶ୍ୱ ବ୍ରେଲି ଦିବସ ଅବସରରେ ଆଜି ଭୁବନେଶ୍ୱର,ୟୁନିଟ୍ ୮ ସ୍ଥିତ ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟଠାରେ ବ୍ରହ୍ମାକୁମାରୀ ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଭିନ୍ନକ୍ଷମ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନର…