Sign in
Sign in
Recover your password.
A password will be e-mailed to you.
ହିନ୍ଦୁତ୍ଵର ସୁରକ୍ଷା ବିନା ଭାରତର ବିକାଶ ଅସମ୍ଭବ – କୁସୁମ
ଝାରସୁଗୁଡା- ହିନ୍ଦୁତ୍ଵ ଏକ ରାଷ୍ଟ୍ର ଭାବନା,ହିନ୍ଦୁତ୍ଵ ଏକ ଶୃଙ୍ଖଳିତ ଜୀବନଧାରା। ହିନ୍ଦୁତ୍ଵକୁ ଛାଡି ଭାରତୀୟତାର ପରିକଳ୍ପନା ସମ୍ଭବ ନୁହେଁ। ହେଲେ ଆଜି ଆମ ଦେଶରେ ହିନ୍ଦୁ ସ୍ବାର୍ଥକୁ ଯେଭଳି ଭାବରେ ଅଣଦେଖା କରାଯାଉଛି ତାହା ଦିନେ ଭାରତ ପାଇଁ ବିନାଶର କାରଣ ହେବ। କାରଣ ହିନ୍ଦୁତ୍ଵର…
ବରିଷ୍ଠ ନାଗରିକଙ୍କ ନିରାପତ୍ତା ତଥା ଆତ୍ମସମ୍ମାନରେ ସୁରକ୍ଷା ପାଇଁ ପୋଲିସ ପ୍ରତିଶ୍ରୁତିବଦ୍ଧ
ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) ବରିଷ୍ଠ ନାଗରିକମାନଙ୍କ ନିରାପତ୍ତା ଓ ସମାଜରେ ସମ୍ମାନର ସହ ଜୀବନଧାରଣ ନିଶ୍ଚିତ କରିବା ପାଇଁ ତଥା ପୋଲିସକୁ ଲୋକଙ୍କ ଅଧିକ ନିକଟତର କରିବା ପାଇଁ ସୁନ୍ଦରଗଡ ପୋଲିସ ପକ୍ଷରୁ ନିଆଯାଉଛି ଅଭିନବ ପଦକ୍ଷେପ | ପୋଲିସକୁ ଲୋକଙ୍କ ଅଧିକ ନିକଟତର ତଥା ଆସ୍ଥାଭଜନ…
ଅଖାଡାଭାଟା ଗ୍ରାମ ରେ ପିଇବା ପାଣିକୁ ନେଇ ସମସ୍ୟା
ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମପଞ୍ଚାୟତ ଅଖାଡାଭାଟା ଗ୍ରାମ ରେ ପାଣି କୁ ନେଇ ଘୋର ସମସ୍ୟା ରେ ଗତି କରୁଛନ୍ତି ଏହି ଗ୍ରାମ ରା ଗ୍ରାମବାସି !ଏହି ଗ୍ରାମ ରେ ଦୁଇଟି ନଳକୂଅ ରହିଥିବା ବେଳେ ଗୋଟିଏ ନଳକୂଅ ଅଚଳ ହୋଇପଡିଛି !ଓ ଆଉ…
ବଡ଼ବିଲ ଆଇନଜୀବୀ ସଂଘ ନିର୍ବାଚନ : ବଳରାମ ମହାନ୍ତି ସଭାପତି, ରଣଜିତ ବାରିକ ସମ୍ପାଦକ ନିର୍ବାଚିତ
ବଡ଼ବିଲ (ଚିତ୍ତରଞ୍ଜନ କର): ବଡ଼ବିଲ ଆଇନଜୀବୀ ସଂଘର ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବଳରାମ ମହାନ୍ତି, ଉପସଭାପତି ଭାବେ ଅବଦୁଲ ଲାତିଫ, କୋଷଧକ୍ଷ ଭାବେ ପ୍ରଦୀପ ମହାନ୍ତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ…
ଚାଞ୍ଚଲ୍ୟ : ପାଣିଟାଙ୍କିରୁ ମିଳିଲା ଶବ
ବାରିପଦା/ ଦିଲ୍ଲୀପ ମହାନ୍ତି : ସରକାରୀ ପାଣିଟାଙ୍କି ରେ ମିଳିଲା 10 ଦିନ ପୂର୍ବର ଶବ । ଏହା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଭଅଁର।। ଗ୍ରାମର ଶିରିଶ ମିରିଡ଼ିଆ ର 18 ବର୍ଷ ର ପୁଅ ସତ୍ୟ ମିରିଡ଼ିଆ | ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି | ଏହି ଅଘଟଣ ପଛର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ…
ସରପଂଚ ସଂଘ ତରଫରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସମ୍ବର୍ଦ୍ଧନା
ସୋହେଲା(ଶାସକପ୍ରଶାସକ)-ଆଜି ସ୍ଥାନୀୟ ଅଗ୍ରସେନଭବନଠାରେ ସୋହେଲା ବ୍ଲକ ସରପଂଚ ସଂଘ ତରଫରୁ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯଇଛି । ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ସଂଘର ସଭାପତି କୃପାସନ୍ଧୁ ପାତ୍ର । ସ୍ୱାଗତ ଭାଷଣ ଦେଇଥିଲେ ଦିଲିପ…
ଯୁବକ ମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ୱେଲଡ଼ିଙ୍ଗ ମେସିନ ସ୍ଥାପନ
ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବରତୁଣ୍ଡା 189 ବାଟାଲିଅନ ସିଆରପିଏଫ କେଫ ଠାରେ କମାଣ୍ଡେଣ୍ଟ ଯୋଗିନ୍ଦ୍ର ସିଂ ମୋରେ ଉପସ୍ଥିତ ରହି ଅଞ୍ଚଳର ଯୁବକ ମାନଙ୍କର ଜୀବନ ଜୀବିକାକୁ ଆଗକୁ ନେବାକୁ ପଦକ୍ଷେପ ନେଇ ଏକ ୱେଲଡିଙ୍ଗ ମେସିନ ସ୍ଥାପନ କରି…
ମହର୍ଷି ଗୁରୁକୂଳ ପ୍ରାଙ୍ଗଣରେ ବିଦାୟୀ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ସଭା
ଗୁଣପୁରରୁ ସିଦ୍ଧାର୍ଥ ଦାଶ: ସ୍ଥାନୀୟ ବଳରାମ ନଗର ସ୍ଥିତ ମହର୍ଷି ଗୁରୁକୂଳ +୨ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବିଦାୟୀ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ମହା ଆଡମ୍ବରେ ଆୟୋଜିତ ହୋଇଯାଇଛି । ସଭା ଆରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ସନ୍ତୋଷ କୁମାର ଗୁରୁ,…
ବିଜେଡ଼ି ପାଖରେ କୌଣସି ଚିଠା ନାହିଁ, ପିଠା ରହିଛି : କେଭି
ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ,ବିଜେପିରେ ଯୋଗଦେଲେ ଶହ ଶହ ବିଜେଡ଼ି କର୍ମୀ
ଟିଟିଲାଗଡ଼, (ସୁନୀଲ ବେହେରା ) : ଟିଟିଲାଗଡ଼ ରେ ବିଜେପି ମିଶ୍ରଣ ପର୍ବ ର ସର୍ବେ ପ୍ରଥମେ ମାଁ ଘଣ୍ଟାଶୁଣି ମନ୍ଦିର ଠାରେ ବହୁମାତ୍ରାରେ ବିଜେପି କର୍ମୀ ଏକତ୍ର ହୋଇ ମାଁ ଘଣ୍ଟାଶୁଣିଙ୍କୁ ପୂଜା…
ଏନ୍ଆଇଟି ରାଉରକେଲାରେ ବିମୋହିତ କଲା ତୀଜନ ବାଈଙ୍କ ପାଣ୍ଡବାଣୀ
ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ଛାତ୍ର ଗତିବିଧି କେନ୍ଦ୍ର ତରଫରୁ ଆଯୋଜିତ ସ୍ଟିକମାକେରେ ପଦ୍ମବିଭୂଷଣ ତଥା ପ୍ରସିଦ୍ଧ ପାଣ୍ଡବାଣୀ ଲୋକକଳାକାର ତୀଜନ ବାଈ ଯୋଗଦେଇଥିଲେ | ଏହି ଅବସରରେ ସେ କହିଥିଲେ ସ୍ଟିକମାକେ ଗୋଟିଏ ଅନନ୍ୟ ପ୍ରୟାସ .| ଏହା ଭାରତର…