Sign in
Sign in
Recover your password.
A password will be e-mailed to you.
ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସମନ୍ୱିତ ଶିଶୁ ବିକାଶ ଅଧିକାରି ନଳିନୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ…
ଚାରିବର୍ଷ ହେଲା ସରୁନି ଠେଙ୍ଗାଧରା-ମନ୍ଦାର ବଡନଦୀ ପୋଲ କାମ
ମୁଖ୍ୟ ଯନ୍ତ୍ରୀଙ୍କ ଟେବୁଲତଳେ ୱାଲ ଡିଜାଇନ୍ ଫାଇଲ, ଅସୁବିଧାରେ ୧୧ ପଞ୍ଚାୟତବାସୀ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଏକ ପ୍ରମୁଖ ଗମନାଗମନ ସମସ୍ୟା ଭାବେ ଉଭା ହୋଇଛି ମନ୍ଦାର-ଠେଙ୍ଗାଧରା ବଡନଦୀ ସେତୁ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୪ ବର୍ଷ…
ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗ ର ଯୁଗ୍ମ ସମୀକ୍ଷା ବୈଠକ
ନବରଙ୍ଗପୁର ତା ୧୯.୨.୨୦୨୬: ଅଶୋକ ସାହୁ,ଗତକାଲି ତା୧୮.୨.୨୦୨୬ ରିଖ ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗ ର ଯୁଗ୍ମ ସମିକ୍ଷା…
ଶିରିଡି ସାଇ ମନ୍ଦିରର ପ୍ରତିଷ୍ଠା କାର୍ଯକ୍ରମ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: : ମାଲକାନଗିରି ଜିଲା ସଦର ମହକୁମାରେ ପ୍ରଥମ ଶିରିଡି ସାଇଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯକ୍ରମ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ସାମିଲ ହୋଇଛନ୍ତି ।…
ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱ। ଗାଡ଼ି ଜବତ।
କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଲାଭ ଜନକ ଖଣିଜ ପଦାର୍ଥ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ବ୍ୟବସାୟୀ ମାନେ ନିୟମ କାନୁନ କଣ ଜାଣି ପାରୁ ନାହାନ୍ତି। ଗତକାଲି ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ର ନିଜ ଅଞ୍ଚଳ ବୁଲୁଥିବା ବେଳେ ଅଚାନକ ଦୁଇଟି…
ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ
ବ୍ରହ୍ମପୁର, ଫେବ୍ରୁଆରୀ- ଟିପିଏସ୍ଓଡିଏଲ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ପାଇଁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ସ୍ବେଚ୍ଛାସେବୀ ସଂଗଠନ ସ୍ନେହା ସହାୟତାରେ ଘୁମୁସର ଉତ୍ତର ବନଖଣ୍ଡରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକ୍ଷମ କରାଯାଇଛି । ହାତୀଙ୍କୁ ବିଦ୍ୟୁତ ଆଘାତରୁ…
ମୁଖ୍ୟ ଶାସନ ସଚିବଙ୍କ ଜିଲ୍ଲାପାଳଙ୍କ ସହ ବୈଠକ
ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା
ଭୁବନେଶ୍ୱର, ତା-୧୮.୦୨. ୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ…
ନିର୍ମାଣ ବିଭାଗ ପକ୍ଷରୁ ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ
ଆଧୁନିକ ଜ୍ଞାନକୌଶଳ ଓ ଗୁଣବତ୍ତା ଉପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱ
ଇଂଜିନିୟରମାନେ ବିକାଶର କର୍ଣ୍ଣଧାର : ମନ୍ତ୍ରୀ ରବି ନାରାୟଣ ନାଏକ
ଭୁବନେଶ୍ୱର ୧୮/୦୨/୨୦୨୬: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…
କ୍ରୀଡା ର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମ ର ଏକ ଉଚ୍ଚକୋଟୀର ପ୍ରୟାସ ।
ରେଙ୍ଗାଲି :- ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଦ୍ବାରା ସ୍ଥାନୀୟ କ୍ରୀଡାବିତ୍ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟ କ୍ରମ ଟି ଆଦିତ୍ୟ ଗୋଷ୍ଠୀ ଉନ୍ନୟନ କାର୍ଯକ୍ରମ ର ପ୍ରକଳ୍ପ ଲକ୍ଷ୍ୟ ର ଅନ୍ତର୍ଗତ ଅଟେ । ଗ୍ରାମ ପ୍ରତିଭାକୁ ଲୋକଲୋଚନକୁ ଆଣିବାପାଇଁ…
ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି :…
ବଜେଟ ରାଶି ଖର୍ଚ୍ଚ କରୁନାହଁ ବିକାଶ କେମିତି ହେବ ? : କଂଗ୍ରେସ
ଭୁବନେଶ୍ୱର ତା. ୧୮.୨ ରିଖ : ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ଆଉ ଦୁଇଟି ମାସ ବାକି ଅଛି । କିନ୍ତୁ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ ଉପସ୍ଥାପନ କରିଥିଲେ ୧୦ ମାସ ପରେ ମଧ୍ୟ ସମୁଦାୟ ବଜେଟର ୫୦…