Sign in
Sign in
Recover your password.
A password will be e-mailed to you.
ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲା ସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିରନ୍ତର ବିକାଶ ପଥରେ ଗଜପତି ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ବା ଏସଡିଜି କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି।…
ଗଜପତି ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି…
ଭାଜପା ପ୍ରଭାରୀଙ୍କ ପ୍ରଥମ ଗଜପତି ଗସ୍ତ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ଜନତା ପାର୍ଟିର ସଦ୍ୟ ନିଯୁକ୍ତ ଗଜପତି ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଗଜପତି ଜିଲ୍ଲା ଗସ୍ତ କରି ଫେରିଛନ୍ତି। ପ୍ରଭାରୀ ଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସ୍ଥାନୀୟ ବିଭିନ୍ନ ନେତୃବୃନ୍ଦ…
ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଣ୍ଟନ କରାଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟର ତାଙ୍କ କାର୍ଯ୍ୟାଳୟଠାରେ ୨ ଜଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀ…
ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାର ନେଇ ରାଜ୍ୟ ସରକାର ଆଗ୍ରହୀ: ମନ୍ତ୍ରୀ ଡଃ ମହାଲିଙ୍ଗ
ଭୁବନେଶ୍ୱର, ୧୯/୧୨: ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟବହାର ନିମନ୍ତେ ଓଡ଼ିଶା ସରକାର ଅନେକ ଯୋଜନା ରଖିଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ସଂସଦୀୟ ବ୍ୟାପାର…
ଗାରୋଇ ଆଶ୍ରମ ର ପୂଜ୍ୟପାଦ ବାବା ବୁଦ୍ଧନାଥ ଙ୍କ ୮୫ତମ ଜନ୍ମଦିନ ପାଳିତ l
ଅସ୍ତରଙ୍ଗ: ଗାରୋଇ ଆଶ୍ରମ ର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ପୂଜ୍ୟପାଦ ବାବା ବୁଦ୍ଧନାଥ ଦାଶ ଙ୍କ ୮୫ତମ ଜନ୍ମ ମହୋତ୍ସବ ବଉଳ ଆମାଵାସ୍ୟା ତିଥି ଶୁକ୍ରବାର ଦିନ ବହୁ ଯାକ ଜମକ ରେ ପାଳିତ ହୋଇ ଯାଇ ଅଛି l ସକାଳୁ ସକାଳୁ ଗୋବରୀ ନଦୀ ଓ ଦେବୀ ନଦୀ ତଟ ଦେଶରେ ଅବସ୍ଥିତ ଏହି ଆଶ୍ରମରେ ଜଗନ୍ନାଥ ଙ୍କ…
କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବଡମେଡିକାଲ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
କଟକ, ତା 19th. Dec, ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀମତୀ ଗୁହା ପୂନମ ତାପସ କୁମାର ( ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ବଡମେଡିକାଲରେ ରୋଗୀ ମାନଙ୍କୁ ସୁବିଧାରେ ଜରୁରୀ ଚିକିତ୍ସା ପ୍ରଦାନ ନିମନ୍ତେ ସ୍ୱାସ୍ଥ୍ୟ ସେବା ସମିତି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…
ବୋଡେନ ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ
ନୂଆପଡା : ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଆଜି ସଫଳତା ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ମତ୍ସ୍ୟ ଚାଷ, ପଶୁପାଳନ ଓ ଡେରୀ ଉନ୍ନତି ସମ୍ବନ୍ଧୀୟ ନୂଆ ପ୍ରଯୁକ୍ତି ଓ ସରକାରୀ ଯୋଜନା ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା । ମେଳାରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର…
ରୋଜାଲିନ ହତ୍ୟା ମାମଲା ସହ ତେନ୍ତଳାପଶି ନାବାଳିକା ଦୁଷ୍କର୍ମ ହତ୍ୟା ଘଟଣା ଶୁଣିଲେ ମହିଳା କମିଶନ।
ଓଡିଶା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା କେନ୍ଦୁଝରରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ।
କେନ୍ଦୁଝର,ତା୧୯/୧୨-: ମହିଳାମାନଙ୍କ ସହ ଜଡିତ ଅଭିଯୋଗର ସମାଧାନ ଏବଂ ଜିଲ୍ଲା ସ୍ତରରେ ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ପାଇଁ ଶୁକ୍ରବାର ଦିନ ଓଡିଶା ରାଜ୍ୟ ମହିଳା କମିଶନର ଏକ କ୍ୟାମ୍ପ କୋର୍ଟ ଶୁଣାଣି…
ପି ଏମ ଶ୍ରୀ ଭାଟିନାଥ ଦେବ ବିଦ୍ୟାପୀଠ ରେ ଉଦଘାଟିତ ହେଲା ବାର୍ଷିକ କ୍ରୀଡା ଉତ୍ସବ l
ବାଣପୁର:(ସେକ କୌସର):ଆଜି ପି ଏମ ଶ୍ରୀ ଭେଟିନାଥ ଦେବ ବିଦ୍ୟାପୀଠ ରେ ଉଦଘାଟିତ ହେଲା ଉଦଘାଟିତ ହେଲା ବାର୍ଷିକ କ୍ରୀଡା ଉତ୍ସବ l ପ୍ରସାଦ ଜେନା, ମୁଖ୍ୟ ଅତିଥି ଅମରେନ୍ଦ୍ର ରାଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ବର୍ତମାନ ର ସରପଞ୍ଚ ସାବିତ୍ରୀ ଭୋଳ ସନମାନିତ ଅତିଥି, ବିଦ୍ୟାଳୟ…