Sign in
Sign in
Recover your password.
A password will be e-mailed to you.
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୀବନପୁର ର ଅଷ୍ଟମ ବାର୍ଷିକ ଉତ୍ସବ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଜୀବନପୁର ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୀବନପୁର ର ଅଷ୍ଟମ ବାର୍ଷିକ ଉତ୍ସବ ଓ ପୁସ୍ତକ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ସଭାପତି ଭାବେ ଶ୍ରୀଯୁକ୍ତ…
ସାତଟି ପରୀକ୍ଷା କେନ୍ଦ୍ରରେ ମାତୃଭାଷା ପରୀକ୍ଷା ଦେଲେ ବେଲଗୁଣ୍ଠା ବ୍ଳକ୍ ର ୧୫୬୮ ଛାତ୍ରଛାତ୍ରୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା I ଆଜି ପ୍ରତିପଦ ଦିନରେ ମାତୃଭାଷା ପରୀକ୍ଷା ଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ସାତଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନର ପରୀକ୍ଷା ଶାନ୍ତି ଶୃଙ୍ଖଳାର…
ପୂର୍ବ ଭାରତର ରାଜ୍ୟ ଗୁଡ଼ିକର ସାନ୍ତାଳ ଜନଜାତିକୁ ସଶକ୍ତ କରିବା ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ
କେନ୍ଦୁଝର, ତା୧୯/୨- କେନ୍ଦୁଝର ସହରର ମଣ୍ଡୁଆସ୍ଥିତ ପ୍ରତିଷ୍ଠିତ ସ୍ବେଚ୍ଛାସେବୀ ସଂଗଠନ ଓସ୍କା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସାନ୍ତାଳ ଜନଜାତିକୁ ସଶକ୍ତ କରିବା ପାଇଁ ଗଣମାଧ୍ୟମର ଭୂମିକାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ସାମ୍ବାଦିକ ମନୋରଞ୍ଜନ ପଣ୍ଡାଙ୍କ…
ମାଆ ଦଣ୍ଡ କାଳୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହର ନାମ ଯଜ୍ଞ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମରେ ମାଆ ଦଣ୍ଡକାଳୀ ଏବଂ ରଘୁନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠ ଉପଲକ୍ଷେ ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ,ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହି ଯଜ୍ଞ ପାଇଁ ବୁଧବାର ଦିନ ଦୀକ୍ଷା ଗ୍ରହଣ…
ମଧୁପାଟଣା ଥାନାରେ ଉତେଜନା : ସୌମ୍ୟରଞ୍ଜନ ଯେନାଙ୍କ ମର ଶରୀରକୁ ରଖି ଦାବି, ଆସାମୀଙ୍କୁ ଜଲଦି ଧର
https://youtu.be/reFQas_mnaU
କଟକରୁ ରଞ୍ଜିତ ମହାପାତ୍ରଙ୍କ ରିପୋର୍ଟ: ମଧୁପାଟଣା ଥାନାରେ ଉତେଜନା ଦେଖିବାକୁ ମିଳିଛି. ଗତକାଲି ଗୁଳିକାଣ୍ଡ ହୋଇଥିବା ସୌମ୍ୟରଂଜନ ଯେନାଙ୍କ ଦେହାନ୍ତ ଶରୀରକୁ ମଧୁପାଟଣା ଥାନା ସମୁଖରେ ରଖି ଉତେଜନା ଦେଖିବାକୁ ମିଳିଥିଲା.ତାଙ୍କର ଦାବି ଆସାମୀଙ୍କୁ ଜଲଦି…
ଝାରସୁଗୁଡାରେ ବିଭିନ୍ନ ବର୍ଗରେ ୨୨୫ ପଦବୀ ଖାଲି ପଡିଛି
ଭୁବନେଶ୍ୱର, ୧୯/୦୨/୨୦୨୬ : ଝାରଗୁସୁଡା ଜିଲ୍ଲାରେ ଥିବା ବିଭନ୍ନ ସରକାରୀ ପଦ ପଦବୀ ମଧ୍ୟରୁ ୨୨୫ଟି ପଦବୀ ଖାଲି ପଡିଛି । ଏଥି ମଧ୍ୟରେ ତୃତୀୟ ଶ୍ରେଣୀ ପାହ୍ୟାରେ ସର୍ବାଧିକ ୧୦୩ ପଦବୀ ଖାଲି ପଡିଥିବା ରାଜସ୍ୱ ଓ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଝାରସୁଗୁଡା ଜିଲ୍ଲାରେ…
ନଅଟି ବ୍ଲକରେ ନିୟମିତ ହ୍ରାସ ପାଉଛି ଭୂତଳ ଜଳ ସ୍ତର
ଭୁବନେଶ୍ୱର, ୧୯/୦୨/୨୦୨୬ : ରାଜ୍ୟର ନଅଟି ବ୍ଲକରେ ନିୟମିତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହିସବୁ ବ୍ଲକ ମଧ୍ୟରେ ଭୁବନେଶ୍ୱର ଓ ଖୋରଧା ରହିଥିବା ଜଣାଯାଇଛି । ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର…
ପାର୍ଟ ଫାଇଲ୍ ଜମି ପଞ୍ଜିକରଣରେ ଗଞ୍ଜାମ ଆଗରେ
ଭୁବନେଶ୍ୱର, ୧୯/୦୨/୨୦୨୬: ରାଜ୍ୟ ସରକାର ଜମିକୁ ଭାଗ (ପାର୍ଟ ଫାଇଲ୍) କରି ବିକ୍ରି ଲାଗି ଅନୁମତି ଦେବାପରେ ସମଗ୍ର ରାଜ୍ୟରେ ଲୋକେ ଆବଶ୍ୟକତା ମୁତାବକ ନିଜ ନିଜ ଜମିକୁ ଭାଗ କରି ବିକ୍ରି କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଏଭଳି ଭାଗ ଜମି ସର୍ବାଧିକ ୧୧ ହଜାରରୁ ଅଧିକ ପଞ୍ଜିକୃତ ହୋଇ ସାରିଲାଣି…
ରାଜଧାନୀରେ ୧୫ଲକ୍ଷରୁ ଅଧିକ ଯାନବାହାନ ପଞ୍ଜିକୃତ
ଭୁବନେଶ୍ୱର, ୧୯/୦୨/୨୦୨୬ : ରାଜଧାନୀ ଭୁବନେଶ୍ୱରରେ ଦୁଇଟି ଆଞ୍ଚଳିକ କାର୍ଯ୍ୟାଳୟ ଥିବାବେଳେ ଏଠାରେ ମୋଟ୍ ୧୫,୨୦,୩୪୬ ଗୋଟି ବିଭିନ୍ନ କିସମର ଯାନବାହାନ ପଞ୍ଜିକୃତ ହୋଇଛି । ଏହାଛଡା ଅନ୍ୟ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଯାନବାହାନ ମଧ୍ୟ ଏଠାରେ ଚଳାଚଳ କରୁଛି । ରାଜଧାନୀର ଚଳାଚଳ…
ଦୁଷ୍କର୍ମ ଉଦ୍ୟମ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ
ସ୍ୱଧାର ଗୃହରେ ରହିବେ ଦୁଇ ବର୍ଷ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଯୁବବର୍ଗ ପଥଭ୍ରଷ୍ଟ ହୋଇ ଚୋରି , ହତ୍ୟା , ଦୁଷ୍କର୍ମ ଆଦି ବିଭିନ୍ନ ସଙ୍ଗିନ ଅପରାଧ ଘଟାଇବାରେ ଲାଗିଛନ୍ତି। ସେଇଭଳି ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଗତ ୨୦୨୪ ନଭେମ୍ବର ମାସରେ ଗଜପତି ଜିଲ୍ଲା…