ସମସ୍ତ ଅବୈଧ ଦଖଲରୁ ମୁକ୍ତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି : ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢୀ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଉଚ୍ଚସ୍ତରୀୟ ବୈଠକ  "ମହାପ୍ରଭୁଙ୍କ ଜମିର ସୁରକ୍ଷା ଆମର ନୈତିକ ଦାୟିତ୍ବ" - ରାଜସ୍ୱ ସଚିବ l ରାଜସ୍ୱ ବିଭାଗରେ ଖୋଲା ହେବ…

ଜିଲ୍ଲାରେ ଆରମ୍ଭ ହେଲା ମାଟ୍ରିକ୍‌‌ ବୋର୍ଡ ପରୀକ୍ଷା

ପରୀକ୍ଷା ଦେଉଛନ୍ତି ମୋଟ ୮୪୫୮ ଜଣ ଛାତ୍ରଛାତ୍ରୀ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା। ଜିଲ୍ଲାରେ ଚଳିତ ବର୍ଷ ୪୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮ହଜାର ୪୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।…

ରକ୍ତ କର୍କଟରେ ଆକ୍ରାନ୍ତ ଆଦିମ ବଣ୍ଡା ବାଳକ ସନିଆ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୯/୨/୨୬: ରକ୍ତ କର୍କଟରେ ଆକ୍ରାନ୍ତ ଆଦିମ ବଣ୍ଡା ବାଳକ ସନିଆ, ଚିକିତ୍ସା ପାଇଁ ଅର୍ଥ ବାଧକ । ବଞ୍ଚିବା ପାଇଁ ହସ୍ପିଟାଲ ବେଡରେ ପଡି ରହି ସଂଘର୍ଷ ଜାରି ରଖିଛି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଆଦିମବଣ୍ଡା ଜନଜାତିର ବାଳକ ସନିଆ ଚଲାଣ।  …

ମନ୍ତ୍ରୀ ରବି ନାୟକଙ୍କୁ ଭେଟିଲା ବାହାଡ଼ାଝୋଲା ବ୍ଲକ୍ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ

ବାହାଡ଼ାଝୋଲାକୁ ଏକ ସ୍ୱତନ୍ତ୍ର ବ୍ଲକ୍ ଘୋଷଣା କରିବା ପାଇଁ ସ୍ମାରକପତ୍ର ଓଡ଼ଗାଁ, ୧୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଓଡ଼ଗାଁ ଥାନା ବାହାଡ଼ାଝୋଲା ବ୍ଲକ୍ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ମାନ୍ୟବର ପଞ୍ଚାୟତି ରାଜ ଓ ପାନୀୟ ଜଳ…

ସୁରୁଖୁରୁରେ ଆରମ୍ଭ ହେଲା ମାଲିକାନଗିରି ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷା

 ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୯/୨/୨୬ : ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ୪୬ଟି ପରୀକ୍ଷା କେନ୍ଦ୍ରକୁ ନେଇ ସୁରୁଖୁରୁରେ ଦଶମ ବୋର୍ଡ ପରୀକ୍ଷା ପ୍ରଥମ ଦିନ ସମ୍ପନ୍ନ ହୋଇଯାଇଅଛି, ଯାହାକୁ ପରିଚାଳନା କରିଥିଲା ମାଲକାନଗିରି…

ଜଳଜାହାଜରେ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତ ମୃତ୍ୟୁ ଘଟଣାକୁ ୧୦ ଦିନ ବିତିଲା, ଓଡ଼ିଶାରେ ପହଞ୍ଚି ପାରିନି…

ପରିବାର ଓ ସାଙ୍ଗସାଥୀ ମଧ୍ୟରେ ଶୋକର ଛାୟା ଓଡ଼ଗାଁ,୧୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଲକ୍ଷ୍ମୀ ବଜାର ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା ପୈତୃକ ଘର ସ୍ବର୍ଗତ କୃଷ୍ଣ ପାତ୍ରଙ୍କ ୩ୟ ସନ୍ତାନ ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କ…

ଉତ୍କଳ ଆଲୁମିନା ତରଫରୁ ରକ୍ତଦାନ ଶିବିର . ୧୦୦ ୟୁନିଟ୍ ସଂଗୃହୀତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ନୂଆପଡ଼ା ସ୍ଥିତ ଟାଉନସିପ କ୍ଲବ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ଦାନ ମହତ ଦାନ, ଏହି…

ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ

ଲକ୍ଷ୍ମୀପୁର:- ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଟ ପଞ୍ଚାୟତର ରାଜନ ପଣସଗୁଡା ଗ୍ରାମରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭ ଆରମ୍ଭ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ ଅଞ୍ଚଳର ଶିଶୁମାନଙ୍କ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ଭବିଷ୍ୟତ ଗଢ଼ିବାକୁ ଲକ୍ଷ୍ୟ କରି ଏହି ପାଠଶାଳାର ଶୁଭାରମ୍ଭ…

ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା କୁଲାଡ଼ର ପ୍ରସିଦ୍ଧ ଦୋଳଯାତ୍ରା ସୂଚୀ: ମାର୍ଚ୍ଚ ୨ରେ ଅନୁଷ୍ଠିତ ହେବ ‘ବଡ଼ଭେଟ’

​ ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଐତିହାସିକ କୁଲାଡ଼ ପୀଠରେ ଚଳିତ ବର୍ଷ ୫୦୦ ବର୍ଷର ପୁରାତନ ପ୍ରସିଦ୍ଧ ଦୋଳଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଶାସନ ଓ ମନ୍ଦିର…

ହୁଇଲ ଚେୟାରରେ ବସି ସଂଘର୍ଷ,ଦିଵ୍ୟାଙ୍ଗ ନୃସିଂହ ରାସ୍ତା କଡରେ ଦୋକାନ ଖୋଲିଛନ୍ତି।

କେନ୍ଦୁଝର,ତା୧୯/୨-ଘଟଗାଁ ବ୍ଲକ ମୁକ୍ତାପୁର ପଞ୍ଚାୟତ ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ସ୍ଥାୟୀ ବାସିନ୍ଦା ହେଉଛନ୍ତି ନୃସିଂହ ନାୟକ। ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ତିନି ଝିଅ। ତିନି ଝିଅଙ୍କ ବାହାଘର ସରିଯାଇଛି ଘରେ ବର୍ତ୍ତମାନ ସ୍ଵାମୀସ୍ତ୍ରୀ ରହୁଛନ୍ତି। ତେବେ ଦୀର୍ଘ ୧୮ବର୍ଷ ହେଲା…