ଜାଲ ନୋଟ ଦେଇ ଠକିଦେଲେ ମେଣ୍ଢା ବେପାରୀ

ଧର୍ମଗଡ଼ରୁ ସୁଶାନ୍ତ ରାଉତ : କୋକସରା ଥାନା ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ଜଣେ ମେଣ୍ଢାପାଳକଙ୍କ ଠାରୁ ଜାଲ ନୋଟ୍ ଦେଇ ବେପାରିମାନେ ମେଣ୍ଢା ନେଇ ଅତି ଚତୁରତାର ସହ ଚାଲିଯାଇଥିବା ଜଣାପଡିଛି । ମୁଷାପାଲି ପଞ୍ଚାୟତ ଅନ୍ତର୍ଗତ ଖପ୍ରାମାଲ ଗ୍ରାମର ରୁତୁରାଜ ରାଉତ ରବିବାର ଦିନ ଏହି ଠକେଇର ଶିକାର…

ସୁନହଟ ସେକ୍ସନ ଅଫିସରେ ପଡ଼ିଲା ତାଲା

ନେସ୍କୋ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟର ଦୃଢ଼ ପ୍ରତିବାଦ ବାଲେଶ୍ୱର,(ଉଜ୍ଜ୍ୱଳ କର ):: ସେବା ନାମରେ ବିଦ୍ୟୁତ  ଆବଣ୍ଟନ କମ୍ପାନି ‘ନେସ୍କୋ’ର ଖାମଖିଆଲି କାର୍ଯ୍ୟକୁ ନେଇ ବାଲେଶ୍ୱର ସହରବାସୀଙ୍କ ଦୀର୍ଘଦିନର ପୁଞ୍ଜିଭୁତ ଅସନ୍ତୋଷ ଆଜି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା । ନଷ୍ଟ…

ସଦର ବ୍ଲକରେ ଆବାସ ଯୋଜନା ଘୋଟାଲା :ଭିଜିଲାନ୍ସ ପକ୍ଷରୁ ହିତାଧିକାରୀଙ୍କ ରେକର୍ଡ ଜବତ୍

ବାଲେଶ୍ୱର,(ଉଜ୍ଜ୍ୱଳ କର ): ସଦର ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଘୋଟାଲାର ତଦନ୍ତକୁ କ୍ରିୟାଶୀଳ କରିଛି ଭିଜିଲାନ୍ସ ବିଭାଗ । ଗୃହ ନିର୍ମାଣ ନହୋଇ ହିତାଧିକାରୀଙ୍କ ନାମରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ଲକରୁ କେତେକ…

“ଫନୀ’ କ୍ଷତିଗ୍ରସ୍ତ ୫ ଜିଲ୍ଲାର ମଧୁବାବୁ ପେନସନ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ପେନସନ

ଭୁବନେଶ୍ୱର(ଶାସକ ପ୍ରଶାସକ) :"ଫନୀ'ବାତ୍ୟାରେ କ୍ଷତିଗ୍ରସ୍ତ ୫ଟି ଜିଲ୍ଲା  ପୁରୀ, କଟକ, ଜଗତସିଂହ ପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ମଧୁବାବୁ ପେନସନ ଯୋଜନା  ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ  ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଅତିରିକ୍ତ ଭାବରେ ଗୋଟିଏ ମାସର ପେନସନ ରାଶି…

ତିର୍ତ୍ତୋଲ ବିଦ୍ୟୁତ ଯନ୍ତ୍ରୀଙ୍କୁ ଅଭିଯୋଗ ପରେ ବି ମିଳୁନି ସୁଫଳ

 ହାତ ପାହାନ୍ତାରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର,ଜନଜୀବନ ବିପଦରେ ଜଗତସିଂହପୁର(ରମେଶ ମହାନ୍ତି)-ତିର୍ତ୍ତୋଲ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କର କାର୍ଯ୍ୟରେ ଅବହେଳା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।ଏହିପରି ଏକ ଘଟଣା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର…

ଅଶୋକ ପରିଜା ନୂଆ ଏଜି

ଭୁବନେଶ୍ୱର : ଜଣାଶୁଣା ବରିଷ୍ଠ ଅଧିବକ୍ତା ଅଶୋକ ପରିଜା ଓଡିଶା ସରକାରଙ୍କ ମହାଅଧିବକ୍ତା(ଆଡଭୋକେଟ ଜେନେରାଲ) ଭାବେ ନିଯୁକ୍ତ ହୋଇଥିବା ଜଣାପଡିଛି । ଗତ କିଛି ଦିନ ଧରି କିଏ ଏଜି ଭାବେ ନିଯୁକ୍ତ ହେବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଁ ଆସୁଥିଲା। ଦୁଇ ତିନି ଜଣଙ୍କ ନା ଚର୍ଚ୍ଚାରେ…

ଲୁଟେରା ଲୁଟିନେଲେ ହିରନଙ୍କ ସ୍ବପ୍ନ

  ନୂଆପଡା/ପ୍ରିୟବ୍ରତ ପଣ୍ଡା :  ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ସଦର ମହକୁମା ଠାରେ ଘଟିଛି ଏକ ଅଭାବନୀୟ ଘଟଣା | ହୀରଣ ମାଳି ନାମକ ବୃଦ୍ଧ ଇନ୍ଦିରା ଆବାସ ଯୋଜନାରେ ଘର ପାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ବ୍ୟାଙ୍କରୁ 45000 ଟଙ୍କା ବାହାର କରି ଘର କୁ ଯାଉଥିଲେ | ହେଲେ ଦୁଇଜଣ…

“ନିଷ୍ଠା ଓ ସାଧୁତାର ସହ କାର୍ଯ୍ୟ କରି ବାଲିକୁଦା ମାଟିର ମର୍ଯ୍ୟାଦା ରଖିବି : ମନ୍ତ୍ରୀ ଶ୍ରୀ ଦାସ

ବାଲିକୁଦା ସରକାରୀ ହାଇସ୍କୁଲର ପୁରାତନ ଛାତ୍ରସଂଘ ପକ୍ଷରୁ ମନ୍ତ୍ରୀ ରଘୁନନ୍ଦନଙ୍କୁ ଅଭିନନ୍ଦନ ଭୁବନେଶ୍ୱର,(ଶାସକ ପ୍ରଶାସକ): ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ  ଗୁରୁଦାୟିତ୍ୱ ଅର୍ପଣ କରିଛନ୍ତି, ଗଭୀର ନିଷ୍ଠା ଓ ଆଧୁତାର ସହିତ ସେହି ଦାୟିତ୍ୱ ନିର୍ବାହ କରି ବାଲିକୁଦା ମାଟିର…

ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବେ ୫ବର୍ଷ ପାଇଁ

ପ୍ରାର୍ଥୀପତ୍ର ଦାଖଲ କଲେ ଅମର  ଓ ସସ୍ମିତ  ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ  ଅନୁରୋଧ ବୋଧହୁଏ ଜୋରଦାରିଆ ହୋଇଯାଇଛି | ନହେଲେ ରାଜ୍ୟସଭା ସିଟ ବିଜେପି ସମର୍ଥିତ ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଦେଲେ…