କି ମଜଭୁତିଆ କାମ ବା, ସାମାନ୍ୟ ବର୍ଷାରେ ଶୋଇପଡିଲା ପାଚେରୀ

ବୌଦ୍ଧ : ସରକାରକା ମାଲ ଦରିଆମେ ଡାଲ ଏହି ନ୍ୟାୟରେ ଚାଲିଛି ବୌଦ୍ଧରେ ପ୍ରଶାସନ । ମୌସୁମୀର ଆଗମନ ପୂର୍ବରୁ ସାମାନ୍ୟ ବର୍ଷାରେ ଢଳି ଯାଇଛି ବୌଦ୍ଧ ଖେଳପଡିଆରେ ୨୦୦ ଫୁଟ ପାଚେରୀ । ବୌଦ୍ଧର ଏକମାତ୍ର କଚେରୀ ଖେଳପଡିଆ ଭିତରକୁ ଗାଈଗୋରୁ ପଶି ନଷ୍ଟ କରୁଥିବାରୁ କ୍ରୀଡାବିତମାନଙ୍କ ଦାବିକ୍ରମେ…

ଖୋଲିଲା ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଉପରେ ଆଧାରିତ ଫଟୋ ଗ୍ୟାଲେରୀ

ଭୁବନେଶ୍ୱର : ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ ଗ୍ୟାଲେରୀ ଆଜି ଏଠାରେ ଲୋକ ର୍ପିତ ହୋଇଯାଇଛି | "ବିଜୁ ପଟ୍ଟନାୟକ ସଂସ୍କୃତି  ଫଟୋ ଗ୍ୟାଲେରୀ'କୁ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଲୋକାର୍ପଣ କରିଛନ୍ତିା ଆଜି ପୂର୍ବାହ୍ନରେ…

ଦକ୍ଷିଣ କାଲିଫର୍ଣ୍ଣିଆର ‘ଅରେଞ୍ଜ ସିଟି’ରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସଜବାଜ

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥଙ୍କ  ପବିତ୍ର ରଥଯାତ୍ରା ପାଇଁ କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ଦେଶ ବିଦେଶର ବହୁ ସ୍ଥାନରେ ଏହି ଗଣପର୍ବ ଲାଗି ବ୍ୟାପକ ପ୍ରସ୍ତୁତି ଚାଲିଛି। ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ବର୍ଷ ବର୍ଷ ଧରି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା କାର୍ଯ୍ୟକ୍ରମ…

ଦେଶ ସେବାର ଦାୟିତ୍ୱ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବିଚାରଧାରାକୁ ଦେଶବାସୀ ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତିରେ କେନ୍ଦ୍ରମନ୍ତ୍ରୀଙ୍କ ମାଲ୍ୟାର୍ପଣ ସ୍ୱାଧୀନତା ପରବର୍ତୀ ଅବସ୍ଥାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶରେ ଏକ ବୈକଳ୍ପିକବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ ମୂଳଭୁତ ଭାବେ ଦେଶର ଅର୍ଥନୀତି କେଉଁ ଭଳି ହେବ, ଦେଶର ବିକାଶ, ରାଷ୍ଟ୍ରୀୟ ସୁରକ୍ଷା,ସମାଜ…

ଇଏ କି ଅନ୍ଧ ବିଶ୍ୱାସ : ମର ଶରୀରକୁ ଜୀବିତ କରିବାକୁ ପ୍ରୟାସ।

http://www.youtube.com/watch?v=9q1a6_VDI5M ପଦ୍ମପୁର(ନୀଲାମ୍ବର ଦୀପ):- ପଦ୍ମପୁର ଉପଖଣ୍ଡ ତାଲପାଲି ପଂଚାୟତ ଚାଙ୍ଗରିଆ ଗାଁ ର ସପ୍ତଶିଳା ଭୋଇ ନାମକ ଜଣେ ମହିଳା ଙ୍କୁ ରାତି ରେ ଘରେ ସୋଇ ଥିବା ବେଳେ ଗୋଟେ ସାପ କାମୁଡି ଦେଇ ଥିବା ବେଲେ ଘର ଲୋକ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଲୟ…

ପନ୍ଦର ଦିନରେ ବୁଲିଲେ ପଞ୍ଚାବନ ପଞ୍ଚାୟତ

ଧନ୍ୟବାଦ ଦେଲେ , ବୁଝିଲେ ଲୋକଙ୍କର କଥା ଶୁଣିଲେ ସମସ୍ୟା ଭୁବନେଶ୍ୱର :- ରାଜେନ୍ଦ୍ର ଢୋଲକିଅ (ରାଜୁଭାଇ) ନୂଆପଡା ଜିଲ୍ଲାରର ଏକ ପରିଚିତ ନାଁ । ରାଜନୀତି ହେଉ ବା ସମାଜ ସେବା ସବୁଥିରେ ଆଗୁଆ ଓ ଅପ୍ରତିଦ୍ବନ୍ଦି ମଣିଷ ଟିଏ "ରାଜୁଭାଇ "। ତାଙ୍କ ଦ୍ୱାରା ଅଂଚଳରେ ଅନେକ ପ୍ରକାରର ଜନସେବା…

ଗାଳି କରିଥିଲେ ବୋଲି ଘର ଜାଳି ଦେଲେ !!

ବୌଦ୍ଧ (ଶାସକ ପ୍ରଶାସକ) ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଅଗ୍ନିକାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଶୁବଳୟା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଶୁସାନ୍ତ ମହାକୁଡ଼ ଙ୍କ ଦୋକାନ ଘରେ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦେଇଥିଲେ । ଚାହୁଁ ଚାହୁଁ ଦୋକାନ ଘର ଜଳିପୋଡ଼ି…

“ଓଡ଼ିଶାର ପରିଚୟ ଓ ସୁନାମ ବୃଦ୍ଧି ଆମର ପ୍ରାଥମିକତା” : ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର, (ଶାସକ ପ୍ରଶାସକ) :ସୂଚନା ଓ ଲୋକ  ସମ୍ପର୍କ ବିଭାଗ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ତା'ର କାର୍ଯ୍ୟକ୍ରମକୁ ସକ୍ରିୟ  କରିବା ନିମନ୍ତେ ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି | ଓଡ଼ିଶାର ପ୍ରମୁଖ ପରିଚିତି,…

ବଲାଙ୍ଗିର ଜୁନିୟର ରେଡ଼କ୍ରସକୁ ଶ୍ରେଷ୍ଠ ଜେ.ଆର.ସି ଜିଲ୍ଲା ଭାବେ ପୁରସ୍କୃତ

ବଲାଙ୍ଗିର-/ନିରୋଜ ମିଶ୍ର - ଭୁବନେଶ୍ୱର ସ୍ଥିତ ରାଜଭବନ ଠାରେ ଓଡିଶାର ରାଜ୍ୟପାଳ ମହାମହିମ ଗଣେଷି ଲାଲ   ଆୟୋଜିତ ଏକ ଭବ୍ୟ ସମାରୋହରେ ବଲାଙ୍ଗିର ଜିଲ୍ଲାକୁ  ସେବା ତଥା ସଚେତନତାମୂଳକ କାର୍ଯ୍ୟକ୍ରମ ପାଇଁ ଶ୍ରେଷ୍ଠ ଜୁନିୟର ରେଡକ୍ରସ ଜିଲ୍ଲା ଭାବେ ଟ. ୧୦୦୦/-ରାଶିର ଚେକ, ଟ୍ରଫି ଓ…

“ଅଭାବୀ ପରିସ୍ଥିତି ବାଧ୍ୟ କରିଥିଲା ଲୁଟ ନାଟକ ରଚିବା ପାଇଁ”

1 ଲକ୍ଷ 90 ହଜାର ଟଙ୍କା ଚୋରି ଘଟଣାରେ ଜଣେ ଗିରଫ ରାୟଗଡ଼ାରୁ ସରୋଜ ସାହୁ : କିଛି ଦିନ ତଳେ ରାୟଗଡାରେ ହୋଇଥିବା ଲୂଟ ଘଟଣାର ତଦନ୍ତ କରି ସତ୍ୟ ଉନ୍ମୋଚନ କରିଛି   ରାୟଗଡା ପୋଲିସ | ଏହି ଚୋରି ଘଟଣାରେ ସମ୍ପୃକ୍ତଥିବା ଅଭିଯୋଗରେ ରାୟଗଡା ଥାନା ପୋଲିସ  ଜଣଙ୍କୁ ଗିରଫ କରି ଆଜି କୋର୍ଟ…