Sign in
Sign in
Recover your password.
A password will be e-mailed to you.
ଦୁର୍ନୀତି ଉପରେ ଅଙ୍କୁଶ ସାଜିବ ଲୋକାୟୁକ୍ତ ସଂସ୍ଥା : ଦୁଇବର୍ଷ ଭିତରେ ସରିବ ଦୁର୍ନୀତି ଅଭିଯୋଗର ବିଚାର
ଦୁର୍ନୀତି ଅଭିଯୋଗର ୬୦ ଦିନ ଭିତରେ ପ୍ରାଥମିକ ଅନୁସନ୍ଧାନ, ୬ ମାସ ଭିତରେ ସରିବ ତଦନ୍ତ : ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂହ ସରକାରୀ ଅଧିକାରୀମାନେ ପ୍ରତି ବର୍ଷ ଜୁଲାଇ ୩୧ ପୂର୍ବରୁ ଦେବେ ସମ୍ପତ୍ତି ଓ ଋଣ ବିବରଣୀ ।
Bhubaneswar : ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାକୁ କମର କଶିଛନ୍ତି…
ମୟୁରଭଞ୍ଜ : ଦୋହଲିଯାଇଛି ଝାମୁମୋର ମୂଳଦୁଆ !!
ସତ୍ତାହୀନ ହେବା ଅପେକ୍ଷାରେ କଂଗ୍ରେସ :ଉପରମୁହାଁ ବିଜେପି ବିଜେଡି
ବାରିପଦା(ଦିଲ୍ଲୀପ ମହାନ୍ତି)- ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ସଦର ମହକୁମା ବାରିପଦା, ରାଇରଙ୍ଗପୁର, ଯଶୀପୁର, ସାରସକଣା, ଉଦଳା ଓ ବଡ଼ସାହି ଏହିପରି ୬ଟି ବିଧାନସଭା ଆସନ ସହ ମୟୂରଭଞ୍ଜ…
ନରସିଂହ ମିଶ୍ର ହେଲେ ବିଧାୟକ ଦଳ ନେତା
ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ନେତା ହୋଇଛନ୍ତି ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର | ଯଦିଓ କଂଗ୍ରେସ ଦଳ ଗତ ନିର୍ବାଚନରେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରି ଭୁଇଁଚାଟିଛି ଆଉ ତୃତୀୟ ସ୍ଥାନକୁ ଚାଲିଯାଇଛି, ତଥାପି ଅନଧିକାରିକ ଭାବେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଭୂମିକା,…
ଭୋଜି ଖାଇବା ହେଲାକାଳ।
ପଦ୍ମପୁର(ନୀଲାମ୍ବର ଦୀପ) :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଓ ପାଇକମାଲ ଚିକିତ୍ସାଳୟରେ ଚିକିତ୍ସିତ ହୋଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରବିବାର ଦିନ…
ଶେଷରେ ମେହେରଙ୍କ ପର୍ଯ୍ୟନ୍ତ ପହଁଚିଲା ଆଇନର ହାତ
ବଲାଂଗୀର/ ନିରୋଜ ମିଶ୍ର : ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ।…
ବର୍ଷା ଦିନରେ ରୋଗର ନିରାକରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମନ୍ୱୟ ସମିତି ବୈଠକ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବର୍ଷା ଦିନିଆ ହେଉଥିବା ରୋଗର ନିରାକରଣର ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ସାହା ଏହି ବୈଠକରେ ଅଧ୍ୟକ୍ଷତା…
ନିଖୋଜ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଝୁଲନ୍ତା ଗଳିତ ଶବ ଜଙ୍ଗଲରୁ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିସ୍ଥିତ ଗ୍ରୀଡ଼ ସମୁଖ ଜଙ୍ଗଲରେ ନିଖୋଜ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ଝୁଲନ୍ତା ଗଳିତ ଶବକୁ ଆଜି କରଞ୍ଜିଆ ପୁଲିସ ଉଦ୍ଧାର ଜରିବା ପରେ ସୁକାନ୍ତଙ୍କ ପରିବାର ସଦସ୍ୟ ଫଟୋ ଦେଖି ଫୋନରେ ଶବକୁ ଚିହ୍ନଟ କରିଥିଲେ । ଏଥି…
ଜଗତସିଂହପୁରରେ ବଦଳିଲେ ଜିଲ୍ଲାପାଳ, ଆସିଲେ ସଂଗ୍ରାମ କେଶରୀ ମହାପାତ୍ର
ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅନ୍ୟତ୍ର ବଦଳି ହୋଇଛି।ତାଙ୍କ ସ୍ଥାନରେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।ଶ୍ରୀ ମହାପାତ୍ର ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ…
ଗୋପନ ନୁହେଁ, ଓପନ ବୁଝାମଣା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ, ଓଡିଶା ଏହା ଦ୍ୱାରା ଲାଭ ପାଇବଓଡିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ସଦସ୍ୟ ହେବା, ଓଡିଶା ଓ ଦଳର ବିକାଶରେ ସହାୟକ ହେବ ଗରିବ ଲୋକଙ୍କ ହକ୍ ମାଗିବାର ଯେଉଁ ଦାୟିତ୍ୱ ବିରୋଧୀ ଦଳର ଅଛି, ସେହି ଦାୟିତ୍ୱକୁ ବଡ ମୁଖର ଭାବେ ବିଜେପି ନିର୍ବାହ କରିବ
ଭୁବନେଶ୍ୱର :…
ହାଇୱା ସଂସ୍ପର୍ଶରେ ଲାଗି ଛିଣ୍ଡିଲା୧୧କେଭି ବିଦ୍ୟୁତ ତାର
ବୌଦ୍ଧ : ବୌଦ୍ଧ ଜିଲ୍ଲା ସୁରୁଣ୍ଡି ଗ୍ରାମଦେଇ ଯାଇଥିବା ଜଗନ୍ନାଥ ସଡକ ରେ ଶନିବାର ସକାଳ ପ୍ରାୟ ୯ଟା ବେଳେ ରାସ୍ତାକାମ କରୁଥିବା ଏକ ହାଇୱା ସଂସ୍ପର୍ଶରେ ଆସି ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯାଇ ଅତି ବିପଦ ଜନକ ଭାବେ ରାସ୍ତା ଓ ହାଇୱା ଉପରେ ପଡିଥିବା ଦେଖାଯାଇଛି।ଅନ୍ୟପଟେ…