ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର 

0 2

 ରେଢାଖୋଲ/ ଯଶୋବନ୍ତ ନାରାୟଣ ସାହୁ :  ରେଢାଖୋଲ  ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରେଢାଖୋଲ ବ୍ଲକ୍ ର ୧୫ ଜଣ ପ୍ରତିଯୋଗୀ ଏହିି ଆଲୋଚନା ଚକ୍ରରେ ଭାଗନେଇଥିଲେ ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ପ୍ରଧାନ ସଭା ପରିଚାଳନା କରିଥିଲ ।ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ସଂଜୀବ କୁମାର ସାହୁ , ଭୂପେଶ କୁମାର ପ୍ରଧାନ  ବିଚାରକ ଭାବରେ ଯୋଗଦେଇଥଲ । ଏଥିରେ ପୂଜାରାଣୀ ସାହୁ ,ପ୍ରଥମ , ଶିବାନୀ ପ୍ରଧାନ ଦ୍ୱତୀୟ ଓ ଡିଲେଶ୍ୱର ପ୍ରଦାନ ତୃତୀୟ ସ୍ଥାନ ଅଧିକାର କରିଥିଲେ   ।

Leave A Reply

Your email address will not be published.