Sign in
Sign in
Recover your password.
A password will be e-mailed to you.
ରଜନୀକାନ୍ତ ସିଂ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି
ଭୁବନେଶ୍ୱର: ପୂର୍ବତନ ଖଣି ଇସ୍ପାତ ବିଭାଗ ମନ୍ତ୍ରୀ ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ସିଂହକୁ ଦଳ ଏଥର ଉପବାଚସ୍ପତି ପଦପାଇଁ ପ୍ରାର୍ଥୀ ଭାବେ ଅବତୀର୍ଣ କରାଇଥିବା ଜଣାପଡିଛି । ଗୁରୁବାର ଉପବାଚସ୍ପତି ପଦ ପାଇଁ…
ଶୋକ ବ୍ୟକ୍ତ କଲେ , ରେଳ ମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
ରାୟଗଡା ଟ୍ରେନ୍ ଦୁର୍ଘଟଣା: ସମଲେଶ୍ୱରୀ ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଳମବୀ ପିୟୂଷ ଗୋଏଲଙ୍କ ସୂଚନା
ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ) – ରାୟଗଡା ଜିଲ୍ଲାରେ ମଙ୍ଗଳବାର ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ…
ସୁନାମୁହିଁ ଓମଶାନ୍ତି ଆଶ୍ରମରେ ଅଶାନ୍ତି: ଓଡଗାଁ ତହସିଲଦାରଙ୍କ ବ୍ୟବହାରରେ ବ୍ରହ୍ମକୁମାରୀ କ୍ଷୁବ୍ଧ !
ଓଡଗାଁ,(ଶାସକ ପ୍ରଶାସକ): ସୁନାମୁହିଁ ଓମଶାନ୍ତି ଆଶ୍ରମର ଅଧିକାର ବିବାଦ ସମ୍ପର୍କରେ ଓଡଗାଁ ଏକଜେକ୍ୟୁଟିଭ ମାଜିଟ୍ରେଷ୍ଟଙ୍କ ରାୟକୁ ନେଇ ଆଜି ଓଡଗାଁ ତହସିଲ କାର୍ଯ୍ୟାଳୟରେ ଏକଜକ୍ୟୁଟିଭ ମାଜିଟ୍ରେଷ୍ଟଙ୍କ ସହିତ ପ୍ରଜାପିତା ବ୍ରହ୍ମ କୁମାରୀ ଭଉଣୀ ମାନେ କାର୍ଯ୍ୟାଳୟ ମଧ୍ୟରେ…
ଅଘଟଣ : ବଗିରେ ଲାଗିଲା ନିଆଁ, ଦୁଇ ମୃତ
ରାୟଗଡା : ରାୟଗଡାରେ ଘଟି ଯାଇଛି ଏକ ଅଘଟଣ । ଚାଲିଯାଇଛି ଦୁଇ ଜୀବନ । ରାୟଗଡ଼ା ଜିଲ୍ଲାରେ ସମଲେଶ୍ଵରୀ ଟ୍ରେନ ସହ ରେଳଟ୍ରାକ ମରାମତି କରୁଥିବା ଇଂଜିନି ଧକ୍କା । ଗୋଟିଏ ବଗିରେ ନିଆଁ ଲାଗିବା ସହ କିଛି ବଗି ଟ୍ରାକ ତଳକୁ ଖସିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି…
ଅସହ୍ୟ ଗରମ ଓ ଗୁଲଗୁଳି ଯୋଗୁ ସକାଳୁଆ ସ୍କୁଲ ପାଇଁ ଦାବି।
ପଦ୍ମପୁର(ନୀଲାମ୍ବର ଦୀପ):- ପାଗର ପରିବର୍ତ୍ତନ ଦେଖି ରାଜ୍ୟସରକାର ରାଜ୍ୟର ସମସ୍ତ ସ୍କୁଲ ଗତ ୨୧ ତାରିଖରୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାତ୍ର ଚାରିଦିନ ମଧ୍ୟରେ ପାଗର ର ଅବସ୍ଥା ଯଥା ପୂର୍ବ ପରି ହୋଇଯାଇଛି । ଅତ୍ୟଧିକ ଗରମ ସଙ୍ଗେ ସଙ୍ଗେ ଗୁଳୁଗୁଲି ଯୋଗୁ ସ୍କୁଲର ଛୋଟ ଛୋଟ…
ବାରିପଦା ପୋଲିସକୁ ସଫଳତା |
୨୪ଘଣ୍ଟା ମଧ୍ୟରେ ନିଖୋଜ ନାବଳିକା କୋଲକାତାରୁ ଉଦ୍ଧାର।
ବାରିପଦା/ ଦିଲ୍ଲୀପ ମହାନ୍ତି : ସଦର ଏସଡିପିଓ କୃଷ୍ଣପ୍ରସାଦ ପଟ୍ଟନାୟକ ମୋବାଇଲ ଟ୍ରାକିଂ ସହାୟତାରେ ଏହି ମାମଲାର ତଦନ୍ତ କରି ନିଜେ ଏକ ସ୍ୱତନ୍ତ୍ର ଦଳ ସହିତ କୋଲକାତା ର ପାତୁଳୀ ଥାନା ଅନ୍ତର୍ଗତ ସର୍ଭେପାର୍କ ଅଞ୍ଚଳର ରାଜାପୁର…
ଭିଜିଲାନ୍ସ ଖାପଚରେ କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : କାର୍ଯ୍ୟାଳୟ ସହ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଓ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆୟ ବହିିଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍କ ଜାଲରେ ଛନ୍ଦି ହୋଇଛନ୍ତି ଉଦଳା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ । ଯାହାକୁ ନେଇ ଏକା ସଙ୍ଗେ…
ନିରୁଦ୍ଧିଷ୍ଟଙ୍କୁ ପରିବାର ସହ ମିଳାଇଲା ରେଡକ୍ରସ: ରାଜ୍ୟପାଳଙ୍କ ପ୍ରଶଂସା ।
ଭୁବନେଶ୍ୱର(ଶାସକ ପ୍ରଶାସକ): ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ସୂଚନା ସଂଗ୍ରହ କରି ତାଙ୍କ ପରିବାର ସହ ମିଳନ କରାଇବାରେ ଭାରତୀୟ ରେଡ଼କ୍ରସ୍, ଓଡ଼ିଶା ଶାଖାର କାର୍ଯ୍ୟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୂୟସୀ ପ୍ରଶଂସା କରିଛନ୍ତି ।ଆଜି ରାଜଭବନରେ ରାଜ୍ୟପାଳଙ୍କ ଉପସ୍ଥିତିରେ…
କରୁଥଲେ ୱାର୍ଲଡ କ୍ରିକେଟ ବେଟିଂ, ବାଜି ଲାଗୁଥିଲା ……
ସୁନ୍ଦରଗଡ଼ /ରାଉରକେଲା (ହୋରାଚାନ୍ଦ ଦେଉରିଆ) ରାଉରକେଲା ପ୍ଲାଣ୍ଟ ସାଇଟ୍ ପୁଲିସ୍ ବିଶ୍ୱକପ୍ କ୍ରିକେଟ୍ ବେଟିଂ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଗତକାଲି ବିଳମ୍ୱିତ ରାତିରେ ଡେଲି ମାର୍କେଟସ୍ଥିତ ଜନତା ନିବାସ ଲେନ୍ରେ ପୁଲିସ୍ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ…
ସୂଚନା ଓ ଲୋକସମ୍ପର୍କବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ କୃପାସିନ୍ଧୁ ମିଶ୍ର
ଅଧିକାରୀକାରୀମାନେ ଦକ୍ଷ ଓ ପ୍ରତିବଦ୍ଧ ହେବାକୁ ପରାମର୍ଶ
ଭୁବନେଶ୍ୱର(ଶାସକ ପ୍ରଶାସକ): କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇ ପାରିବେ | ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇବିଭାଗର…