Sign in
Sign in
Recover your password.
A password will be e-mailed to you.
ଗୁଳଗୁଳି ସହ ବିଦ୍ୟୁତ ବିଭ୍ରାଟ, ଜନଜୀନବ ଅସ୍ତବ୍ୟସ୍ତ
କୋମନା- ନୂଆପଡା ଜିଲା କୋମନା ଅଂଚଳରେ ଗୁଳଗୁଳି ସହ ବିଦ୍ୟୁତ ବିଭ୍ରାଟ ଜନଜୀବନ କୁ ଅସ୍ତବ୍ୟସ୍ତ କରିଦେଇଛି । ଦିନ ବେଲେ ସକାଳୁ ୮ ଟାରୁ ଅପରାହ୍ନ ୧ ଟା ଯାଏଁ ବିଦୁ୍ୟତ କାଟ ହେଇଛି । ଯାହା ଫଳରେ ଲୋକଙ୍କ କଷ୍ଟ ଆହୁରି ବଢିଯାଇଛି । ମୌସୁମି ର ଆଗମନ ରେ ଲୋକମାନେ ବେଶ ଖୁସି ଥିଲେ ହେଲେ ହଠାତ୍…
ମନ୍ତ୍ରୀ ମାନିଲେ: ୪୦୯୫୫ ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ବଖରାଏ ଗୃହ ନାହିଁ
୬୧୭ ସ୍କୁଲ୍ର ୨୦୨୬ଟି ଶ୍ରେଣୀଗୃହ ବିପଦଶଙ୍କୁଳ
ଭୁବନେଶ୍ୱର,: ରାଜ୍ୟରେ ଶିକ୍ଷାର ଅବସ୍ଥା କେତେ ସାଂଘାତିକ ସେ କଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଉତ୍ତରରୁ ଜଳ ଜଳ ଦେଖାଯାଉଛି । ସେ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ମୋଟ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ…
ସଂସଦରେ ପ୍ରସ୍ତାବିତ ନଦୀ ବେସିନ୍ ବିଲ୍-୨୦୦୮ ଓଡ଼ିଶା ସମେତ ରାଜ୍ୟମାନଙ୍କ ଆନ୍ତଃରାଜ୍ୟ ନଦୀ ଜଳ ଉପଯୋଗ କରିବାକୁ…
ରାଜ୍ୟ ଜଳ ସଂପଦ ମନ୍ତ୍ରୀ ଏ ସଂପର୍କରେ ରାଜ୍ୟର ଆଭିମୁଖ୍ୟ ବିଧାନସଭାରେ ଜଣାଇବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଆଜି ଗୃହର ଶୂନ୍ୟକାଳରେ ସଂସଦରେ ପ୍ରସ୍ତାବିତ ନଦୀ ବେସିନ୍ ବିଲ୍-୨୦୦୮ ଓଡ଼ିଶା ସମେତ ରାଜ୍ୟମାନଙ୍କ ଆନ୍ତଃରାଜ୍ୟ ନଦୀ ଜଳ ଉପଯୋଗ କରିବାକୁ ଥିବା ଅଧିକାରକୁ…
ନିଶାଦ୍ରବ୍ୟ ଠାରୁ ଆଜିର ଯୁବ ଗୋଷ୍ଠୀ ଦୂରେଇ ରହିବା ଉଚିତ : ଜିଲ୍ଲାପାଳ
ପ୍ରଶାସନ ଏବଂ ଅବକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଳାଣ ନିରୋଧ ଦିବସ ପାଳିତ
ରାୟଗଡା (ସରୋଜ କୁମାର ସାହୁ )– "ନିଶାଦ୍ରବ୍ୟ ସେବନ ଯୋଗୁଁ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏହାର କୁ-ପ୍ରଭାବ ପରିବାର ଉପରେ ପଡୁଛି । ନିଶାଦ୍ରବ୍ୟ…
ଭିଜିଲାନ୍ସ ଜାଲରେ ରଘୁନାଥପୁର ବ୍ଲକ ଜେଇ ସାମନ୍ତରାୟ : ଅଫିସ ସହ ୪ ସ୍ଥାନରେ ଚଢାଉ
ଜଗତସିଂହପୁର(ରମେଶ ମହାନ୍ତି)
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜେଇ ତ୍ରିବିକ୍ରମ ସାମନ୍ତରାୟଙ୍କୁ ଆଜି ଭୋର ସମୟରେ ଜଗତସିଂହପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯିବା ପରେ ଜେଇଙ୍କ ଅପିଂସ ସହିତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।ଉକ୍ତ ଜେଇଙ୍କ ନିଜ ଘର ତିର୍ତ୍ତୋଲ…
ଜିଲ୍ଲା ପ୍ରଶାସନ ପକ୍ଷରୁ ଠୋସ ଅଙ୍କୁଶ ଅଭାବ : ବେଲଗାମ ଚୋରା ବାଲି ଚାଲାଣ
ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ
ପ୍ରଶାସନ ପକ୍ଷରୁ ଆବଶ୍ୟକ ଅଂକୁଶ ଅଭାବରୁ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ଭୋଜପୁର ଓ ସବଡେଗା ଅଞ୍ଚଳରେ ଇବନଦୀରୁ ବିନା ରୟଲଟି ରେ ଦିନକୁ ଦିନ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ ବୃଦ୍ଧି ପାଇଛି । ହେଲେ ଗତ କାଲି ଓ ଆଜି ୨ ଟି ହାଇବା ଧରାପଡିଥିବା…
କ୍ଷମତାଠୁ ଅଧିକ ମାଲ ପରିବହନ: ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଧାରଣା ଦେଲା ଯୁବ ବିକାଶ ପରିଷଦ
ରାୟଗଡା (ସରୋଜ କୁମାର ସାହୁ ) – କ୍ଷମତା ବହିର୍ଭୁତ ମାଲ ପରିବହନ ନକରିବା ପାଇଁ ନିର୍ଦ୍ଦେଶ ରହିଥିଲେ ବି ରାୟଗଡା ସହର ମଧ୍ୟ ଦେଇ ଚଳାଚଳ କରୁଥିବା ଭାରିଯାନ ଗୁଡିକରେ କ୍ଷମତା ଠାରୁ ଅଧିକ ମାଲ ପରିବହନ ହେଉଥିବା ନେଇ ଯୁବ ବିକାଶ ପରିଷଦ ତରଫରୁ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଧାରଣା…
ଛି ..ଛି…ଛି….
ନାବାଳିକା ସହିତ ପ୍ରେମ : ଜେଲ ରେ ପ୍ରେମିକ , ଗର୍ଭବତୀ ପ୍ରେମିକା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ପାଇକମାଲ ରୁ ନୃସିଂହନାଥ ମୁଖ୍ୟ ରାସ୍ତାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ର ଜଣେ ନାବାଳିକା ଅନ୍ତେବାସୀ ସାବିତ୍ରୀ (ଛଦ୍ମନାମ) ପ୍ରତ୍ୟେକ ଦିନ ପାଠ ପଢିବା ପାଇଁ…
ମିଳିମିଶି ଖାଇଗଲେ ଯନ୍ତ୍ରୀ ଠିକାଦାର : ମାରିବ କି ପୂଜିବ କୁହ ହେ ସରକାର
କାମ ଏତେ ମଜଭୁତିଆ ଯେ ସାରିବା ଆଗରୁ ଉଧୁଡି ଗଲା ରାସ୍ତା
ବରଗଡ :- କବି ଯଦୁମଣି କହିଥିଲେ " ଛାମୁ ଯାହା ଦେଲେ ହରଷେ ପାଉ ପାଉ ଗଲା ବରଷେ ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ "ଠିକ ଏଇମିତି କଥା | ରାସ୍ତା…
ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ମୁକ୍ତ ହୋଇ ଫେରିଲେ ୧୦ ଓଡିଆ ଶ୍ରମିକ
ନୂଆଦିଲ୍ଲୀ ଠାରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଓ ସଂସଦ ଜୁନ ୬ରେ ଦୁବାଇରେ ଫସି ରହିଥିବା ୧୦ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମବୀଙ୍କୁ ପତ୍ର ଲେଖିଥିଲେବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ଭାରତୀୟ ଦୂତବାସକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ…