ଏମିତି ବି ମରଣ ଆସେ

0 2

କାମ କରିବାକୁ ତାମିଲନାଡୁ ଯାଉଥିଲେ, ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚରଦାପଲି ଗ୍ରାମପାୟତର ଗୁଣ୍ଡିଚାଡିହି ଗ୍ରାମର ପିଣ୍ଟୁ ମିର୍ଧା (25) କମକରିବା ପାଇଁ ଅନ୍ୟ 6 ଜଣଙ୍କର ସହିତ ତାମିଲନାଡୁ ଯାଉଥିବା ସମୟରେ ବିଜୟନଗରମ ନିକଟରେ ଟ୍ରେନରୁ ପଡିଯିବା ଫଳରେ ସେହି ଟ୍ରେନ ରେ କଟି ପ୍ରାଣ ହରାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଟ୍ରେନ ରେ ଯାତ୍ରା ଜରୁଥିବା ବେଳେ ପିଣ୍ଟଙ୍କ ମୁଣ୍ଡ ବୁଲେଇବା ସହିତ ବାନ୍ତି ହେଉଥିଲା ।ଘଟଣା ସ୍ଥଳରେ GRP ପହଂଛି ମୃତଦେହ କୁ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରିଛନ୍ତି ।ଆସନ୍ତା କାଲି ପିଣ୍ଟୁଙ୍କ ମୃତଦେହ ଗୁଣ୍ଡିଚାଦିହି ଗ୍ରାମକୁ ପହଂଛିବା ପରେ ଅନ୍ତିମ ସଂସ୍କାର କରାଯିବ ।

Leave A Reply

Your email address will not be published.