ଜୁନାଗଡ/ଆଦିତ୍ୟ ମହାନ୍ତି : ଅକ୍ଟୋବର ଦୁଇ ପବିତ୍ର ଗାନ୍ଧୀ ଜୟନ୍ତୀ ଏବ୍ଂ ଶାସ୍ତ୍ରୀ ଜୟନ୍ତୀ ଅବସର ରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ ଦ୍ଵାରା ଜୁନାଗଡ ଡାକ୍ତର୍ ଖାନା ଏବ୍ଂ ଜୁନାଗଡ ସ୍ଥିତ ଅନୁ ସି ସୁଚିତ ଜାତି ଜନ ଜାତି ବାଳିକା ବିଦ୍ୟାଳୟ ରେ ଫଳ ବଣ୍ଟନ କରି ବା ସହ ବିଭିନ୍ନ ସମସ୍ୟା ସମ୍ପର୍କ ବୁଝି ବା ସହ ଏହାର ସମସ୍ୟା କିପରି ସମାଧାନ ହେବ ତାହା ଉପରେ ଆଲୋଚନା କରି ଥିଲେ. । ଏଥିରେ ଜୁନାଗଡ ପୂର୍ବତନ ନଗରପାଳ ନଗର ପାଲ ମହେଶ ସାହୁ. ସାମାଜ ସେବୀ ବିଶ୍ୱନାଥ କର. ବିଜୁ ଜନତା ଦଳ ନଗର୍ ସଭାପତି ପ୍ରମୋଦ ବେହେରା ବିଜୁ ମହିଳା ଜନତା ଦଳ ନେତ୍ରୀ କଲ୍ୟାଣୀ ନାୟକ . ସର ପଞ୍ଚ ମହିଚଲl ଅଜୟ ବେହେରା ଯୁବ ନେତା ପ୍ରଦ୍ୟୁମ୍ନ ରାଉତ. ବାପି ରାଉତ. ମୁନା ନାୟକ . ଦୁଷ୍ମନ୍ତ ନାୟକ ପ୍ରମୁଖ ଫଳ ବଣ୍ଟନ କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିଲେ. ।