ଘରୋଇ ସ୍କୁଲର ଏଜେଂଟ ସାଜିଛନ୍ତି ରାଜ୍ୟ ସରକାର – ସତ୍ୟପ୍ରକାଶ

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓଡିଶା ପ୍ରତି ନବୀନ ସରକାରଙ୍କ ଦାନ ଭୁବନେଶ୍ୱର (ଶାସକ ପ୍ରଶାସକ) – ଓଡିଶାରେ ସରକାରୀ ସ୍କୁଲରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଘରୋଇ ସ୍କୁଲ ପ୍ରତି ଅହେତୁକ…

ବର୍ଷା ଯୋଗୁଁ ଡାଳୁଆ ଧାନରେ ଗଜା, ଚିନ୍ତାରେ ଚାଷୀ

ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଳସେଚିତ ଅଂଚଳ ହୋଇଥିବା ଡାଳୁଆ ଚାଷର ପାଚିଲା ଧାନ ବିଲରୁ ଅମଳ ନହେଉଣୁ ବର୍ଷା ପାଣି ଖାଇବା ଯୋଗୁଁ ବହୁ ଧାନ ଗଜା ହୋଇଯାଇଥିବା ଦେଖରବାକୁ ମିଳିଥିଲା । ଅପରପକ୍ଷେ ଏହି ଦାନକୁ କିଣିବା ପାଇଁ  ମଣ୍ଡି ଓ ମିଲରସ ମାନେ ରଙ୍କrକ୍ଟ…

ସମସ୍ତଙ୍କୁ ଆତ୍ମିୟତା ପୁର୍ଣ ବକ୍ତବ୍ୟରେ ଇମୋସନାଲ କରିଦେଲେ ଜିଲ୍ଲାପାଳ

ମୋ ଘର ଆଗରେ ଥିବା ସ୍କୁଲ ନିକଟରେ ପ୍ରଚୁର ମଦ ବେପାର ହେଉଛି : ଜିଲ୍ଲାପାଳ ଜଗତସିଂହପୁର(ରମେଶ ମହାନ୍ତି)-  "ଆମେ ସମସ୍ତେ ଗୋଟିଏ ଜିଲ୍ଲାବାସୀ । ମୋର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶଙ୍ଖେଶ୍ୱର ଗ୍ରାମରେ ।ମୁଁ ତିନି ଦିନ ହେଲା ମୋ ଗ୍ରାମରେ ଥିଲି ସେଠାରେ ତିନିଦିନ ଯାକ ଲାଇନି…

ମୁଁ ଏ ମାଟିର ସନ୍ତାନ,କୁକର୍ମ ଦୁର୍ନୀତିକୁ ବରଦାସ୍ତ କରେ ନାହିଁ : ଜିଲ୍ଲାପାଳ

 ଜଗତସିଂହପୁର ସଂସ୍କୃତି ଭବନ ଠାରେ ନିଶାଦ୍ରବ୍ୟ ବିରୋଧ ସଚେତନତା ଦିବସ  ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ଜିଲ୍ଲା ପ୍ରଶାସନ,ପୋଲିସ,ଅବକାରୀ ଓ ସାମାଜିକ…

କାର୍ଯ୍ୟରେ ଯୋଗ ଦେଲେ ବୌଦ୍ଧର ନୂତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର

ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ନୂଆ ଜିଲ୍ଲାପାଳ ତଥା ଡିଏମ ଭାବେ ଯୋଗଦେଇଛନ୍ତି ଲୋକପ୍ରିୟ ପ୍ରଶାସକ  ଲଲାଟେନ୍ଦୁ ମିଶ୍ର । କିଛି ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ | ବୌଦ୍ଧ ଜିଲ୍ଲାପାଳ ଥିବା ସିତାଂଶୁ ରାଉତଙ୍କୁ ଖୋର୍ଦ୍ଧା…

ନୀରୀଙ୍କୁ ସୁରକ୍ଷା ଯୋଗାଇବ ସି-ଟିମ୍‍ : ସଭିଙ୍କ ମୁହଁରେ ଏସ ପି ସାରାଙ୍କୁ ବାହାବା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ହେବାକୁ ଯାଉଛି ଏକ ନୂତନ ପଦକ୍ଷେପ ସି-ଟିମ୍‍ । ସୋମବାର ଦିନ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ…

ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧି ଦିବସ ପାଳିତ

   ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ପଂଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ  ନିଶା ସେବନ ଓ ଅବୈଧ ଚାଲାଣ ବିରୋଧି ଦିବସ ପାଳିତ ହୋଇଯାଛି । ଓଡଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ  ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ମିନୀଙ୍କ ସଂଯୋଜନାରେ…

ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା ଜବତ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) :  ବିଶେଷ ସୁତ୍ରରୁ ଖବର ପାଇ ଓଡଗାଁ ବନାଂଚଳ ଅଧକାରୀ ରବିନ୍ଦ୍ରନାଥ ପଣ୍ଡା, ବନପାଳ ସରୀତା ବରାଳ, ବନରକ୍ଷୀ ଶୁଭେନ୍ଦୁ ନାୟକ, ଅରବିନ୍ଦ ସାହୁ ଙ୍କ ସହିତ ପ୍ରୋଟେକସନ ସ୍କ୍ୱାଡଙ୍କୁ ସାଙ୍ଗରେ ନେଇ ସୁନାମୁହିଁ ଗ୍ରାମର ଦେବରାଜ ମହାରଣାଙ୍କ ଘର ପଛପାଖରେ ଥିବା ଏକ…

ସାମ୍ବାଦିକଙ୍କୁ ପ୍ରତି ଅଶାଳୀନ ମନ୍ତବ୍ୟ : ଅଭିଯୋଗପତ୍ର ଦାଖଲକଲେ ସାରସକଣାବ୍ଲକର ସାମ୍ବାଦିକମାନେ !

ବିଧାୟକ କହିଲେ " ମତେ କୌଣସି ସାମ୍ବାଦିକ ଚାନ୍ଦ ମାଗିନାହାନ୍ତି" ସାରସକଣା(ଶାସକ ପ୍ରଶାସକ) ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ଥାନାରେ ଦଳୀୟ ଯୁବକଙ୍କ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରତିବାଦରେ ଗତକାଲି ରାତିରେ ଲିଖିତ ଅଭିଯୋଗ ପରେ ନିନ୍ଦା କରାଯାଇଛି । ପ୍ରକାଶ ଥାଉକି…

କୂଅରୁ ୨ ବିଲୁଆ ଉଦ୍ଧାର

କୋମନା: କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଗ୍ରାମର ଗୋପୀ ଅହୀରଙ୍କ କ୍ଷେତରେ ଥିବା ଏକ କୂଅରୁ ଦୁଇଟି ବିଲୁଆ ଉଦ୍ଧାର କରିଛି ବନ ବିଭାଗ । ମଙ୍ଗଲବାର ମଧ୍ୟାହ୍ନ ୧୨ ଟାରେ ଗୋପିଙ୍କ ସାନ ଭାଇ ନିଜ କ୍ଷେତକୁ ଯାଇଥିବା ସମୟରେ ଦୁଇଟି ବିଲୁଆ ତାଙ୍କ କୂଅରେ ପଡିଥିବା ଦେଖି ତରବୋଡ ଫରେଷ୍ଟର ଓ କୋମନା…