Sign in
Sign in
Recover your password.
A password will be e-mailed to you.
ଟଂକିକିଆ ଚାଉଳ ସହ ଫ୍ରିରେ ମିଳୁଛି ମିଳୁଛି ମାଟି,ଗୋଡ଼ି ଓ ତଣ୍ଟିଆ ମାଡ଼ !!!!
୭୫ ବର୍ଷୀୟ ମହିଳା କଲେ ଥାନାରେ ଅଭିଯୋଗ !
ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଗରିବ ଲୋକଙ୍କ ପାଇଁ ଯୋଜନା ସରକାରଙ୍କର ହୁକୁମାତି ତଳିଆ କର୍ମଚାରୀ ମାନଙ୍କର । ଗରୀବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛି ରାଜ୍ୟ ଓ କେନ୍ଦ୍ର ସରକାର | ହେଲେ…
ଝାରପୋଖରୀଆ ଥାନା ଅଂଚଳରେ ମୃତଦେହ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ରକ୍ତାକ୍ତ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ ହେଲେ ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି । ସୁନାରାମ ଗତକାଲି ରାତିରେ ଯୋକାରେ ହେଉଥିବା…
ଯୁବକ କୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଲେ ଦୁର୍ବୁର୍ତ୍ତ।
ବାରିପଦା(ଦିଲ୍ଲୀପ ମହାନ୍ତି ) -ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁ ମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ପଡି ଥୁବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗ୍ରାମର ଦିଲ୍ଲୀପ କୁମାର ମହାନ୍ତ । ମୃତ ଯୁବକ ଜଣକ ଗତ ଦୁଇ ବର୍ଷ…
ବିଜେପୁର ଉପନିର୍ବାଚନ : ସ୍ଥିତି ସମୀକ୍ଷା କଲେ ଡିଜି
ବରଗଡ :- ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ରାଜ୍ୟର ପୋଲିସ ମୁଖିଆ ଶ୍ରୀ ବିଜୟ କୁମାର ଶର୍ମା ବରଗଡ଼ ପୋଲିସ ମୁଖ୍ୟାଳୟ ଠାରେ ସମ୍ବଲପୁର DIG ଓ ବରଗଡ଼ ଜିଲ୍ଲା ସହିତ ଆଖପାଖ ଜିଲ୍ଲାର SP ତଥା CRPF କମଣ୍ଡିଙ୍ଗ ଅଫିସରଙ୍କୁ ନେଇ ଏକ ସମୀକ୍ଷା ବୈଠକ…
ମଦ ନେଲା ଜୀବନ : ମଦ ପିଆ ଟଙ୍କାକୁ ନେଇ ମଦ ବେପାରୀ କଲେ ଭୁଜାଳିରେ ଆକ୍ରମଣ
ସୋହେଲା :- ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆ ଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ର ରାବଣ ପୋଡି ଅଂଚଳରେ ଖୁବ ପ୍ରସିଦ୍ଧ ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର…
ରାସ୍ତାକଡ଼େ ଠିଆ ହୋଇଥିଲେ, ଧକ୍କା ଦେଲା ଟ୍ରାକ୍ଟର
ଦୁର୍ଗାପୂଜାଦେଖି ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ୪ଗୁରୁତର
(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ବାସୁଦେବପୁର ବାରେଣୀ ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି I ଗ୍ରାମବାସୀଙ୍କର ସୂଚନା ମୁତାବକ ବାରେଣୀଗ୍ରାମର କଲ୍ୟାଣୀ ବେହେରା (9)ପୂଜା ବେହେରା (8),…
ମାଙ୍ଗାନିଜ ଚୋରା ଚାଲାଣ ବେଳେ ୮ଗିରଫ
ମାଙ୍ଗାନିଜ ଲୋଡ଼ ଦୁଇଟି ୧୨ ଚକିଆ ଜବତ
ବଡ଼ବିଲ/ ଶାସକ ପ୍ରଶାସକ : ମାଙ୍ଗାନିଜ ଚୋରା ଚାଲାଣ କରୁଥିବା ବେଳେ ୮ଜଣଙ୍କୁ ପୋଲିସ ଗିରଫ କରିଛି | ରୁଗୁଡ଼ି ଥାନା ଅନ୍ତର୍ଗତ କାଟେସାହି ଦୁଇଟି ୧୨ ଚକିଆ ଗାଡ଼ିରେ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଖବର ପାଇଁ ରୁଗୁଡ଼ି ଥାନା ପୋଲିସ…
କାମ୍ପାଲାରୁ ଫେରିଲେ ବାଚସ୍ପତି
ଭୁବନେଶ୍ୱର: ଓଡ଼ିଶାରବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି | ସେପ୍ଟେମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଡ. ପାତ୍ର ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ | …
କାରଣ ଖୋଜିଲେ, ଲୋକଙ୍କୁ ବୁଝାଇଲେ ରୋହିତ
Bhubaneswar/ Rairaakhol :- ରେଢାଖୋଲ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂଜିନିୟର ରୋହିତ ପୂଜାରୀ ଆଜି ନିଜ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକ ଡଙ୍ଗର ପଡା ପଂଚାୟତ ର ହିରୋ ଗ୍ରାମକୁ ଯାଉଥିବା ସମୟରେ ଦେଖିଲେ ଯେ ନୂତନ ଭାବରେ ନିର୍ମାଣ…
ପୋଲ ତଳକୁ ପଲଟିଲା ୧୪ ଚକିଆ
ବଲାଙ୍ଗୀର : ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତ ବିଳମ୍ବିତ ରାତ୍ରରେ ବିଶାଖାପାଟଣା ରୁ ରାୟଗଡା ଯାଉଥିବା ଏକ 14 ଚକିଆ ଟ୍ରକ ବଲାଙ୍ଗୀର ଜିଲ୍ଲାର ତୁଷାରା ଥାନା ଅନ୍ତର୍ଗତ ତେଲନଦୀ ପୋଲରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଉଦ୍ଧାର କାରୀ ଦଳ ଓ ତୁଷାରା ପୋଲିସ ଘଟଣା…