କବିଙ୍କ କବିତାରେ ମେଘ ଓ ବର୍ଷାକୁ ଆମନ୍ତ୍ରଣ ‘ମେଘ ମହ୍ଲାର’

ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସାରସ୍ୱତ କାର୍ଯ୍ୟକ୍ରମ ବଲାଙ୍ଗିର (ନିରୋଜ ମିଶ୍ର ) : କବିତାର ମଧୁର ପଣ ମାନବ ଜୀବନର ମନ୍ତ୍ର । ସମାଜର ପ୍ରତ୍ୟେକ ଚିନ୍ତା, ଚେତନା, ଦୃଶ୍ୟ ଓ ଦର୍ଶନରେ ଭରପୂର କବିତା କାଳଜୟୀ ହୋଇଥାଏ ବୋଲି ‘ମେଘ ମହ୍ଲାର’ ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଆନ୍ଧ୍ର ଠିକାଦାର ଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ;ଅଧାପନ୍ତରିଆ ଜଗନ୍ନାଥପୁର ପୋଲ

 ଠିକା ସଂସ୍ଥା ସହ ପ୍ରଶାସନ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ। ନୂତନ ପୋଲ ନିର୍ମାଣ…

ଶିବସେନା ମୁଖ୍ୟ ଉଦ୍ଧବ ଥାକରେଙ୍କୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

ଭାରତକୁ 5 ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି କରିବାରେ ମହାରାଷ୍ଟ୍ରର ସହଯୋଗ ଉପରେ ହେଲା ଆଲୋଚନା  ମହାରାଷ୍ଟ୍ର ବିକାଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ ଦିଗ ଉପରେ ଚର୍ଚା କଲେ ଦୁଇ ନେତା ନୂଆଦିଲ୍ଲୀ/ ଭୁବନେଶ୍ୱର  –ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାମହାରାଷ୍ଟ୍ରର ବିକାଶ ପାଇଁ…

ରୋମିଓ ଶିକ୍ଷକ ଗଲେ ମାମୁଁଘର

ଜଗତସିଂହପୁର(ରମେଶ ମହାନ୍ତି)-କୁଜଙ୍ଗ ଥାନା ଅନ୍ତର୍ଗତ କାଠକୋଟ ପଞ୍ଚାୟତ ବାଣସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବିଦ୍ୟାଳୟ ପରିସରରେ ଜନୈକା ୭ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯିବାକୁ ପଡିଛି। ସୂଚନାନୁଯାୟୀ କାଠକୋଟ ପଞ୍ଚାୟତ ବାଣସରା ଉଚ୍ଚ…

ଫୁଟିଗଲା ଅଫୁଟା ବାଣ, ଭାଇ ଭଉଣୀ ଆହତ

 ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ହେଲେ ମୁନିରାମ ଛତିଆଙ୍କ ଝିଅ କବିତା (୫) ଓ ପୁଅ ଗଣେଶ (୩)। ଉଭୟଙ୍କୁ ତୁରେକେଲା ଗୋଷ୍ଠୀ…

ବଣାଇ ଉପଖଣ୍ଡରେ ସାମାଜିକ ସୁରକ୍ଷା ଯୋଜନା ଦିଗହରା

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କଲେ ସମାଜସେବୀ  ବଣାଇ/ ହୋରାଚାନ୍ଦ ଦେଉରିଆ - ବଣାଇ ଉପଖଣ୍ଡରେ ସାମାଜିକ ସୁରକ୍ଷା ଯୋଜନା ଦିଗହରା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମାନବାଧୀକାର କର୍ମୀ ଶାନ୍ତନୁ କୁସୁମ। ତାସହିତ ବଣାଇ…

ବଦଳିଲେ ରଶ୍ମିତା, ଆସିଲେ ପବନ କଲ୍ୟାଣ

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :  ବଦଳିଛନ୍ତି ବିବାଦୀୟ ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡା | ତାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଓଦିଶା ଦକ୍ଷତା ବିକାଶ ସିଇଓ ଭାବେ ବଦଳି କରାଯାଇଛି |  ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସିଇଓ ପାଟିଲ ରାଜେଶ ପ୍ରଭାକରଙ୍କୁ ପଞ୍ଚାୟତିରାଜ ବିଭାଗର…

ଜୁଆ ଆଡ୍ଡାରେ ଚଢାଉ : ଜୁଆଡି ଫେରାର, ୫ ବାଇକ ଜବତ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମ ପଂଚାୟତର ମାଳିଆଝୋଲା ଲଣ୍ଡାବାଦୁ ମଝିରେ ଥିବା ଖଉଡା ତୋଟାରେ ଓଡଗାଁ ପୋଲିସ ଚଢାଉ କରୁଥିବା ବେଳେ ଜୁଆ ଖେଳାଳି ମାନେ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିଲେ । ପୋଲିସ ସେଠାରୁ  ୫ଟି ବାଇକ ଜବତ କରିବାକୁ ସକ୍ଷମ ହୋଇଥିଲେ…

ଗଜପତି ପୋଲିସ ପକ୍ଷରୁ ପାଇଲଟ ପ୍ରଜେକ୍‍ଟ ସି-ଟିମ୍‍ ଉଦ୍‍ଘାଟିତ

ସାରାଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାବାସୀଙ୍କ ପ୍ରଶଂସା  Paralakhemundi/ Balakrusna panigrahi :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପାରଲାଖେମୁଣ୍ଡି ପୋଲିସ ପକ୍ଷରୁ ନୂତନ ଭାବେ ମହିଳାମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଠ ପାଇଲଟ ପ୍ରଜେକ୍‍ଟ…

ସମାଜ’ ପକ୍ଷରୁ ଓଜସ୍ବିନୀ ଓଡିଶା ପ୍ରତିଯୋଗିତା:‘ଗୋପବନ୍ଧୁ ଭାରତର ଗର୍ବ’

ଭୁବନେଶ୍ବର:ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ରାଜ୍ୟ ନୁହେଁ ସାରା ଭାରତର ଗର୍ବ ଓ ଉଜ୍ଜଳମୟ ତାରାକା। ଛାତ୍ରଛାତ୍ରୀ ପିଲା ଗୋପବନ୍ଧୁଙ୍କ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ବୋଲି ଶନିବାର ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ଆୟୋଜିତ ଓଜସ୍ବିନୀ ଓଡିଶା ଗୋପବନ୍ଧୁ ସ୍ମାରକୀ ତର୍କ…