Sign in
Sign in
Recover your password.
A password will be e-mailed to you.
ଚେତନାର ମଶାଲଟିଏ ଥିଲେ ଶିତିକଣ୍ଠ ପାଟଯୋଷୀ
"ଖବର ପ୍ରକାଶନରେ ସେ କାହା ସହିତ କେବେ ସାଲିସ୍ କରିବାର ମୁଁ ଦେଖିନାହିଁ । ତାହା ଧାନର ଅଭାବୀ ବିକ୍ରୀ କଥା ହେଉ କି ବରଗଡ଼ ଜିଲ୍ଳାରେ ଘୁଡ଼ୁଘୁଡ଼ୁ ପଟ୍ଟି କଥା ହେଉ, ଶ୍ରମିକ ମାନଙ୍କର ହକ୍ ଓ ଅଧିକାରର କଥା ହେଉ କି ଶୋଷଣ, ଅତ୍ୟାଚାର କଥା ହେଉ, ଚାଷୀ ଆତ୍ମହତ୍ୟା କଥା ହେଉ କିି ଗନ୍ଧମାର୍ଦ୍ଦନ…
ଚନ୍ଦ୍ରପୁର ବ୍ଲକ ଗସ୍ତ କଲେ ଗୁଣପୁର ଉପଜିଲ୍ଲାପାଳ
ଗୁଣପୁରରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ: (ରାୟଗଡ଼ା/ଚନ୍ଦ୍ରପୁର) : ଗୁଣୁପୁର ଉପଜିଲ୍ଲାପାଳ ଡ଼ ଶିଧେଶ୍ୱର ବଳିରାମ ବନଧୋର ଚନ୍ଦ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଂଚି ଲୋକକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ…
ମହୁଲପାଲିରେ ସ୍ଵଚ୍ଛତା ଅଭିଯାନ
ପଦ୍ମପୁର(ନୀଳାମ୍ବର ଦୀପ):-ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମରେ ସ୍ଥାନୀୟ ନେତାଜୀ ଯୁବକ ସଂଘ ପକ୍ଷରୁ ରବିବାର ଦିନ ଗାଁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ କରି ଗାଁର ମୁଖ୍ୟ ଛକ ଏବଂ ଗାଁ ଦାଣ୍ଡ ସଫା କରାଗଲା। ଏହା ବ୍ୟତୀତ ଯୁବକ ମାନେ ଗାଁ ରେ…
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩କୁ ନେଇ ଏକ ବ୍ଲକସ୍ତରୀୟ ସେଆରିଂ ବୈଠକ
ନୂଆପଡା/ପ୍ରିୟବ୍ରତ ପଣ୍ଡା : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩କୁ ନେଇ ଏକ ବ୍ଲକ ସ୍ତରୀୟ ସେଆରିଂ ବୈଠକ ବୋଡେ଼ନ ବ୍ଲକ ବୈଠକ ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ତରଫରୁ ଅନୁଷ୍ଠିତ ସଭାରେ ବ୍ଲକ ସଂଯୋଜକ କୁନାଲ ଚରଣ ବେହେରା ସ୍ୱାଗତମ କରିଥିଲେ।ସ୍ପ୍ରେଡ ଜିଲ୍ଲା…
ମେଲଛାମୁଣ୍ଡା ପିଏଚସିରେ ରୋଗୀ କଲ୍ୟାଣ ସମିିତି ବୈଠକ
ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ସ୍ୱାସ୍ଥ୍ୟ ଓ ନିରୋଗ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଚେୟାରପରସନ ସମିତି ସଭ୍ୟ ସନ୍ତୋଷ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜମଳା ସିଏଚସି ମେଡିକଲ ଇନଚାର୍ଯ୍ୟ ଡା. ତ୍ୟାଗରାଜ ସିଂ,…
କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର– ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଆ ସିନେ ପ୍ରଯୋଜକ କେଶବ ଚନ୍ଦ୍ର ରାଉତଙ୍କ…
” ଜଙ୍ଗଲ ଜମି ଅଧିକାର ଦେବା କ୍ଷେତ୍ରରେ ଅବହେଳା କଲେ ପୁଣି ଏକ ଆଦିବାସୀ ଆନ୍ଦୋଳନ ଜନ୍ମ ନେବ”
୧୬୫ତମ ସିଦ-କାହ୍ନୁ କ୍ରାନ୍ତି ଦିବସ ପାଳନ ଅବସରରେ ଜଙ୍ଗଲଜମି ଅଧିକାରକୁ ନେଇ କର୍ମଶାଳା
ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତରେ ବ୍ରଟିଶ ଶାସନ ସମୟରେ ଆଦିବାସୀମାନଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର କ୍ଷୁର୍ଣ୍ଣ ହୋଇଥିଲା । ଫଳରେ ୧୮୫୫ ଜୁନ ୩୦ରେ ଆଦିବାସୀମାନେ ସେମାନଙ୍କ ଅଧିକାର ହାସଲ…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ସୁସ୍ଥ ପରେ ନାଟ ମନ୍ଦିରରେ ତିନି ଠାକୁର
ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୂ
ବାରିପଦା(ଦିଲ୍ଲୀପ ମହାନ୍ତି )-ସମଗ୍ର ସୃଷ୍ଟିର ଆଧାର ଜଗତକର୍ତ୍ତା ପରଂବ୍ରହ୍ମ ପରମାତ୍ମା ମହାପ୍ରଭୂ ଶ୍ରୀଜଗନ୍ନାଥ ଦାରୁ ବ୍ରହ୍ମ ରୂପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପ୍ରତ୍ୟେକ ଦିନ କିଛି ସମୟ ନିମନ୍ତେ ନିରାଜମାନ ହୋଇ ଭକ୍ତଙ୍କୁ…
ଝିଅର ମୃତ୍ୟୁକୁ ସନ୍ଦେହ କରି ଥାନା ଅଭିଯୋଗ କଲେ ପିତା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା କୋମଣ୍ଡ ପଂଚୟତ ଅନ୍ତର୍ଗତ ନବତନôପୁର ଗ୍ରାମରେ ଜଣେ ମହିଳାଙ୍କ ଅସ୍ୱଭାବିକ ମୃତ୍ୟୁକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ମହିଳାଙ୍କ ବାପା ଓଡଗାଁ ଥାନାରେ ଅଭିଯୋଗ କରିବା ପରେ ଓଡଗାଁ ପୋଲିସ ୫/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ…
ଗ୍ରୀନ ୱାର୍ଲଡ ପକ୍ଷରୁ ଆରମ୍ଭ ହେଲା ଚଳିତ ବର୍ଷର ‘ମିଶନ ଗ୍ରୀନ ଡ୍ରାଇଭ’
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବାର ସ୍ୱପ୍ନ ନେଇ ଦୀର୍ଘ ୧ ଦଶନ୍ଧୀ ହେବ ନୀରବଚ୍ଛିନ୍ନ ନିଷ୍ଠାର ସହ ବୃକ୍ଷରୋପଣ ତଥା ବୃକ୍ଷ ପାଳନ କରି ଆସିଥିବା ଗ୍ରୀନୱାର୍ଲଡ ଭୁବନେଶ୍ୱରର ଆରମ୍ଭ କରିଛି ଚଳି୍ତ ବର୍ଷର ମିଶନ ଗ୍ରୀନ ଡ୍ରାଇଭ୍-୨୦୧୯ । ଭୁବନେଶ୍ୱର ଏଜି କଲୋନୀ ଖେଳ…