Sign in
Sign in
Recover your password.
A password will be e-mailed to you.
ରାଜ୍ୟ ସରକାର ମୋ ଆବାସ ନାଁରେ ଲୋକଙ୍କୁ ଭଣ୍ଡୁଛନ୍ତି : ବିଜେପି
ଭୁବନେଶ୍ୱର, : ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର…
ମଙ୍ଗୋଲିଆର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତିନିଦିନିଆ ମଙ୍ଗୋଲିଆ ଗସ୍ତର ଅନ୍ତିମ ଦିନ
• ଦୁଇ ଦେଶ ମଧ୍ୟରେ ଉର୍ଜା କ୍ଷେତ୍ର ଓ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଗୁରୁତ୍ୱାରୋପ
• ମଙ୍ଗୋଲିଆର ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରି ଭାରତୀୟ ଇସ୍ପାତ୍ କ୍ଷେତ୍ରକୁ ମଜବୁତ କରିବା ପାଇଁ ସହଯୋଗୀ ହେବା ଉପରେ ବିଚାରବିମର୍ଷ
• ଭାରତ…
ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତା ନଥିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ:ବିଜେପି
ସୁଆଣ୍ଡୋ ଠାରେ ବିଜେପି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ
ଭୁବନେଶ୍ୱର, : ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ରାଜ୍ୟ ବିଜେପିର…
ମେଲଛାମୁଣ୍ଡା ଥାନାରେ ଦୁର୍ଗା ପୂଜା
ମେଲଛାମୁଣ୍ଡା,(ମନୋଜ ଭୋଇ) ଦଶମୀ ତିଥିରେ ମେଲଛାମୁଣ୍ଡାସ୍ଥିତ ନୂତନ ଥାନାର ପୂଜା ମଣ୍ଡପରେ ପୁଲିସ କର୍ମଚାରୀଙ୍କ ଦ୍ୱାରା ମହାସମାରୋହରେ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁଲିସ କର୍ମଚାରୀଙ୍କୁ ନେଇ କଳସ ଶୋଭାଯାତ୍ରା ଅଵୁସ୍ଥିତ ହୋଇଥିଲା । ପୁଲିସ କର୍ମଚାରୀ ମାନେ…
ଶ୍ରୀକୃଷ୍ଣ ଏକାଡେମୀ ୨୦୦୬ ବ୍ୟାଚ ତରଫରୁ “ଶାରଦୀୟ ବନ୍ଧୁ ମିଳନ” ଓ “ଗୁରୁ ସମ୍ବର୍ଦ୍ଧନା…
ଜଗତସିଂହପୁର( ଶାସକ ପ୍ରଶାସକ): ଶ୍ରୀକୃଷ୍ଣ ଏକାଡେମୀ,ଜଗତସିଂହପୁର ୨୦୦୬ ବ୍ୟାଚ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ "ଶାରଦୀୟ ବନ୍ଧୁ ମିଳନ" ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରମାନେ ପୁରୁଣା…
ଏନ୍ ଏଚ୍ 26 ସ୍ଥିତି ବେହାଲ: ଲୋକଙ୍କ ଭିତରେ ଅସନ୍ତୋଷ
ଆଗଲପୁର (ସୁଶିଲ କୁମାର ବିଶ୍ବାଲ ):- ସମ୍ବଲପୁର ରୁ ବଲାଙ୍ଗୀର ଦେଇ ବୋରିଗୁମ୍ମା ପର୍ଯ୍ୟନ୍ତ ଲମ୍ବି ଯାଇଛି 26 ନମ୍ବର ଜାତିୟ ରାଜପଥ । ଜନସାଧାରଣଙ୍କ ଗମନାଗମନ ର ସୁବିଧା ପାଇଁ ସରକାର ଉନ୍ନତ ମାନର ରାସ୍ତା ନିର୍ମାଣ କରୁଛନ୍ତି ହେଲେ ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ଏଭଲି ଗୁରୁତର…
ଗୁଣିଗାରେଡି ସନ୍ଦେହରେ ପତିପତ୍ନୀଙ୍କ ମାରିଦେଲେ !
ଚାରି ଦିନ ନିଖୋଜ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର
୩ ନାବାଳକ ସନ୍ତାନ ଅନାଥ ହୋଇଗଲେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜିର ବିଂଶ ଶତାବ୍ଦୀରେ ମଧ୍ୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି ଏବଂ ବିଭିନ୍ନ ସମୟରେ ବିନା ଦୋଷରେ ନୀରିହ ଜନତା ଏହାର ଶିକାର ହେଉଥିବାର ବହୁ ନଜିର…
ଚାନ୍ଦମାରୀ : କର୍ପୁର ଉଡି କନା ପଡିଛି ସତ , ଆଦର କମିନି
ବିଜୟା ଦଶମୀରେ ପଦ୍ମପୁରର ବହୁ ପୂରାତନ ରାଜକୀୟ ପରମ୍ପରା
କର୍ପୁର ଉଡି ଯାଇଛି , କନା ପଡିଛି ସତ | ହେଲେ କମିନାହିଁ ସେ ଅନବଦ୍ୟ ଅନ୍ତରତମ ପରମ୍ପରାର ପ୍ରତି ଆଦର | କହି କେଉଁ କାଳରୁ ଲୋକମାନେ ସାମିଲ ହୋଇ ଆସୁଥିବା ଏହି ମହାନ ରାଜକୀୟ ପରମ୍ପରା "ଚାନ୍ଦମାରୀ" ସମୟକ୍ରମେ ପାରିବାରିକ…
କୁଜିନେତା-ଅସାଧୁ ଅଧିକାରୀଙ୍କ ଯୋଗୁ ଲାଗୁଛି ୫ ଟି କୁ ଗ୍ରହଣ
ବିଡିଓଙ୍କୁ ବାରମ୍ବାର ଜଣାଇଲା ପରେ ବି ଚମ୍ପାକୁ ମିଳିଲାନି ଘର
ଆବାସ ଯୋଜନା କାହାପାଇଁ ? ଗରିବଙ୍କ ପାଇଁ “ନା’’ ଧନୀ ଲୋକଙ୍କ ପାଇଁ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।…
ବିଜେପୁର ଉପନିର୍ବାଚନ : ଗ୍ରାଉଣ୍ଡୱାର୍କ ଶେଷ, ଇଂଟରଭାଲ ପରେ କାଲିଠୁ ଜମିବ ପ୍ରଚାର
ପୁଣି ଛୁଟିବ ବଡ ନେତାଙ୍କ ସୁଅ , ମୁହାଁମୁହିଁ ହେବେ ଷ୍ଟାର ପ୍ରଚାରକ
ବରଗଡ :- ଆଉ ମାତ୍ର ହାତଗଣତି କେଇଟା ଦିନ ବାକି ରହିଲା ବିଜେପୁର ଉପନିର୍ବାଚନକୁ । ଦୁର୍ଗାପୂଜା ପାଇଁ ଗତ କିଛି ଦିନ ହେଲା ପ୍ରାର୍ଥୀ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ନିଜର ପ୍ରଚାର ମଧ୍ୟ କରୁଥିଲେ । ଅବଶ୍ୟ…