Sign in
Sign in
Recover your password.
A password will be e-mailed to you.
ବ୍ଲକ ଅଧ୍ୟକ୍ଷ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବିଜୁ ଜନତା ସଭାପତି ନବୀନ ପଟନାୟକ ପୁରୀ ଜିଲ୍ଲା ଗୋପ ବ୍ଲକ ଅଧ୍ୟକ୍ଷ ପ୍ରକାଶ ପରିଡାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳର ସଭାପତିଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ବିଜ୍ଞପ୍ତିରେ…
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ
ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପବିତ୍ର ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗୋପବନ୍ଧୁ ଛକସ୍ଥିତ ପଣ୍ଡିତ…
ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୧୭୬୩୦ ଟଙ୍କା, ବର୍ତ୍ତମାନ ଋଣଭାର ୭୯,୮୬୬ କୋଟି
ଏ ବର୍ଷ ଆହୁରି ୨୩,୫୮୪ କୋଟି ଋଣ କରିବେ ସରକାର
ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୭୯,୮୬୬.୦୬ କୋଟି ଟଙ୍କା । ଫଳରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣଭାର ୧୭,୬୩୦.୪୮ ଟଙ୍କା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି…
“ପଟ୍ଟାଦାରମାନେ ଖଣିଜ ରପ୍ତାନୀରେ ତତ୍ପର, ଅଧିକ ରାଜସ୍ୱ ପାଇ ସରକାର ଖୁସ୍”
୨୦୨୦ରେ ଶେଷ ହେବ ଖଣି ପଟ୍ଟା ଅବଧି
ଭୁବନେଶ୍ୱର,(ଶାସକ ପ୍ରଶାସକ): ୨୦୨୦ରେ ୨୪ଜଣ ଖଣି ପଟ୍ଟାଦାର ବା ଲିଜ୍ ସୂତ୍ରରୁ ଖଣି ଉପଭୋଗ କରୁଥିବା କମ୍ପାନୀଙ୍କ ଖଣି ପଟ୍ଟା ଅବଧି ସରିବ । ସେଥିପାଇଁ ସେମାନଙ୍କର ନିୟନ୍ତ୍ରଣାଧୀନ ଖଣିଗୁଡ଼ିକରୁ ସର୍ବାଧିକ ପରିମାଣର ଖଣିଜ ସଂପଦ ଉତ୍ତୋଳନ କରିବାକୁ…
ଅଦାଲତରେ ମାମଲା ସଂଖ୍ୟା କେତେ ସରକାରଙ୍କ ପାଖେ ତଥ୍ୟ ନାହିଁ
ଭୁବନେଶ୍ୱର, (ଶାସକ ପ୍ରଶାସକ) : ସର୍ବଶେଷ ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟ, ନିମ୍ନ ଅଦାଲତ, ବିଭିନ୍ନ ଟ୍ରିବ୍ୟୁନାଲ୍ ଆଦିରେ କେତେସଂଖ୍ୟକ ମାମଲା ବିଚାରାଧୀନ ରହିଛି । ସେଥିମଧ୍ୟରୁ କେତେସଂଖ୍ୟକ ମାମଲା ୧୦ ବର୍ଷ, ୫ ବର୍ଷ ଓ ୩ ବର୍ଷରୁ ଅଧିକ ପୁରୁଣା? ଏ ନେଇ ବିଧାନସଭାରେ ପ୍ରଶ୍ନ…
ରାୟଗଡା ପୋଲିସକୁ ବଡ ସଫଳତା, ୪୮ଘଣ୍ଟା ଭିତରେ ଚୋରିର ପର୍ଦ୍ଦାଫାଶ
ରାୟଗଡା (ସରୋଜ ସାହୁ) - ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା | ବସଷ୍ଟାଣ୍ଡ ନିକଟରେ ହୋଇଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ମାତ୍ର ୪୮ଘଣ୍ଟା ଭିତରେ | ଚୋରି ହୋଇଥିବା ସମସ୍ତ ଗହଣାକୁ ଜବତ କରିବା ସହ ଚୋରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ରାୟଗଡା ପୋଲିସ ।ସୂଚନା ଅମୁଯାୟୀ ୨୯…
ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ
୨୪ ଘଣ୍ଟିଆ ନଜର ରଖିବାକୁ ଏସପି ନେଲେ ନିଆରା ପଦକ୍ଷେପ
ରାୟଗଡା (Saroj Kumar Sahu) – ରାୟଗଡା ସହରରେ ଗତ କିଛି ଦିନ ଧରି ମାତିଥିବା ଅପରାଧୀଙ୍କ ଉପରେ ଅଙ୍କୁଶ କଷିବା ପାଇଁ ଅଂଟା ଭିଡିଲା ରାୟଗଡା ପୋଲିସ | ଅପରାଧୀଙ୍କ ଉପରେ କଡା ନଜର ରଖିବା ପାଇଁ ଏସପି ଡଃ ଶ୍ରବଣା ବିବେକ ଏମ…
ସ୍ଥାୟୀ କମିଟି କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର : ବିଧାନସଭା ସ୍ଥାୟୀ କମିଟି କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହ, ସାଧାରଣ ପ୍ରଶାସନ ଓ ଆଇନ କମିଟି ଅଧ୍ୟକ୍ଷ ଭାବେ କିଶୋର ମହାନ୍ତି ନିଯୁକ୍ତ ହୋଇଥିବା ବେଳେ ଜଳ ସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ.କମିଟି …
ନିଆଁଲାଗି ୮ବଖରା ଘରପୋଡି : ୨ବଳଦ ଜୀବନ୍ତ ଦଗ୍ଧ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକ ଗୋଡିପଡା ଅନ୍ତର୍ଗତ ହରିଡାବାଡି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ନିଆଁଲାଗି ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯିବା ସହିତ ୨ଟି ବଳଦ ଜୀବନ୍ତ ପୋଡି ମୃତ୍ୟୁବରଣ କରିଛନ୍ତି । ସୁଚନା ଅନୁସାରେ ଗତକାଲି ରାତି ୧.୩୦ ମିନିଟ ସମୟରେ…
ସରକାରଙ୍କ ଧାନ କିଣା ନିର୍ଦ୍ଧାରିତ ସମୟ ପୁରିଲା ,ବକେୟା ଧାନ ସଂଗ୍ରହ ଦାବୀ
ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ଚାଷୀଙ୍କ ଧାରଣା
ନୂଆପଡ଼ା,(ଅମିତ ପୁରୋହିତ) : ଜିଲ୍ଲାରେ ଖରିପ ଧାନ ସଂଗ୍ରହର ବନ୍ଦ ହୋଇଗଲା । ଏବେ ବି ଜିଲ୍ଲାର ଅନେକ ମଣ୍ଡି ଓ ଘରେ ହଜାର ହଜାର ବସ୍ତା ପଡି ରହିଛି । ଏଭଳି ସ୍ଥିତିରେ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ…