Sign in
Sign in
Recover your password.
A password will be e-mailed to you.
ଯେତେ ପ୍ରଶ୍ନ ପଚାରିଲେ ବି ଉତ୍ତର ସେଇ ସଂକ୍ଷିପ୍ତ ଆଉ ସରଳ
ଓଡ଼ିଆ ଭାଷା ସ୍ୱାର୍ଥ ସଂପର୍କିତ ପ୍ରଶ୍ନର ଉତର ଫାଙ୍କିଦେଲେ ମନ୍ତ୍ରୀକହିଲେ ଭାଷା ଲୋପ ପାଇବା ଘଟଣା ଦୃଷ୍ଟିକୁ ଆସିନାହିଁ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡ଼ିଶା ଏବଂ ସମଗ୍ର ବିଶ୍ୱରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କେତେ? ଏ ସଂପର୍କରେ ରାଜ୍ୟ ସରକାର ବା କୌଣସି ସଂସ୍ଥା ଆକଳନ କରିଛନ୍ତି…
ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ଚାଲିଛି ଏମିତି
୨୦୦୭ ମସିହା ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଶେଷ ବୈଠକ ଗସ୍ତ ଖର୍ଚ୍ଚ ୩୭.୯୩ ଲକ୍ଷ ସହିତ ମୋଟ ଖର୍ଚ୍ଚ ୧.୧୦ କୋଟିବିଷ୍ଣୁ ଦାସଙ୍କ ଉପାଧ୍ୟକ୍ଷ କାଳରେ ବୋର୍ଡ ସର୍ବାଧିକ ଖର୍ଚ୍ଚ
ଭୁବନେଶ୍ୱର,(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ…
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଶକ୍ତି ମନ୍ତ୍ରୀଖାଲିଦ ଅଲଫଲିଙ୍କ ସହ…
ଉଭୟ ଦେଶ ମଧ୍ୟରେ ବିଶେଷ ଭାବରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା ଏସିଆନ ପ୍ରିମିୟମରେ ବୃଦ୍ଧି ପ୍ରସଙ୍ଗ , ଷ୍ଟେ୍ରଟ ଅଫ ହମରୋଜ ରେ ଅଶାନ୍ତି କାରଣରୁ ଆସୁଥିବା ସମସ୍ୟାନେଇ ଭାରତର ଉଦବେଗ ସମ୍ପର୍କରେ କଲେ ଅବଗତ ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ…
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ର, ଓବିସି ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ତା ଲାଗୁ…
ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି । ଓଡିଶା ସରକାର ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ…
ଫନି ବାତ୍ୟା ପାଇଁ ମିଳିଛି ୫୨୦.୯୪ କୋଟି
ଭୁବନେଶ୍ୱର : ଭୟଙ୍କର ସାମୁଦ୍ରକ ବାତ୍ୟା ଫନି ପରେ ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ବର୍ତମାନ ସୁଦ୍ଧା ମୋଟ ୫୨୦ କୋଟି ୯୪ ଲକ୍ଷ ୪ ହଜାର ୨୯୦ ଟଙ୍କା ମିଳିଛି । ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…
ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା
ବଲାଙ୍ଗିର / ନିରୋଜ ମିଶ୍ର : ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗ୍ରାମର ଚୁଡ଼ାମଣି ପୁଟେଲଙ୍କ ୧୦ ବର୍ଷୀୟା ଝିଅ ସସ୍ମିତାଙ୍କ କ୍ଷେତ୍ରରେ। ଏଭଳି ଘଟଣା ଜଣାପଡ଼ିବା ପରେ ବୁଧବାର ସମ୍ପୃକ୍ତ…
ଓଡିଶା ପାଇଁ ଗର୍ବ, ଦେଶ ପାଇଁ ସୁନାମ : ଟାଇଟଲ ଜିତିଲେ ଅଭିଷେକ
ଧର୍ମଗଡ ରୁ ସୁଶାନ୍ତ ରାଉତ : ପୁଣିଥରେ ବିଦେଶରେ ଓଡିଆ ପୁଅ କମାଲ ଦେଖାଇଛନ୍ତି ।ସ୍ୱିଜରଲାଣ୍ଡ ରେ ଆୟୋଜିତ ଏକ ଷ୍ଟଣ୍ଟ ପ୍ରତିଯୋଗିତାରେ ଓଡ଼ିଆ ପୁଅ ଅଭିଷେକ ପାଟ୍ଟଯୋଶୀ ଆଇରନ ମ୍ୟାନ ଟାଇଟଲ ଜିତିଛନ୍ତି । ନିର୍ଦ୍ଧାରିତ ସମୟ ଠାରୁ ଏକ ଘଣ୍ଟା ପୂର୍ବରୁ ସମସ୍ତ ପ୍ରତିଯୋଗିତାରେ ସଫଳତା ହାସଲ…
ମୌଳିକ ସୁବିଧାରୁ ବଞ୍ଚିତ ମାଟି କାଡା ଗ୍ରାମ : ଏମାନେ କଣ ସରକାରଙ୍କ ସାବତ ପିଲା
କନ୍ଧମାଳର ଦୁର୍ଗମ ଅଂଚଳରେ ପହଁଚିଲା ଶାସକ ପ୍ରଶାସକ ଯେଉଁ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ସରକାରୀ ସୁବିଧା ଅପହଞ୍ଚ. କାହିଁକି ପହଂଚିବାକୁ ଚେଷ୍ଟା ଟିକେ କରୁନି ପ୍ରଶାସନ
କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର କୋଟଗଡ ବ୍ଲକ. ଯାହାର ଅଧୀନରେ ରହି ଅଛି ଜୁବାଗୁଡା ଗ୍ରାମ…
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଶିଶୁ , ନାବାଳିକା ଓ ନାରୀନିର୍ଯ୍ୟାତନା , ବଳାତ୍କାର, ଅପହରଣ ନିଖୋଜ ଓ ସର୍ବପୋରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବୃଦ୍ଧି ପାଉଥିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ…
ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡିତ ଜିଲ୍ଲା ଭାବେ ଘୋଷଣା ଦାବୀ ଏବଂ ସରକାରୀ ଅଫିସରଙ୍କ ମନମୁଖୀ ଶାସନ ବିରୁଦ୍ଧରେ…
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଚଳିତ ବର୍ଷ ଗଜପତି ଜିଲ୍ଲାକୁ ମରୁଡି ପ୍ରପୀଡିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଏବଂ ଜିଲ୍ଲାରେ କେତେକ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବିଜେଡିର ହାତବାରିଶି ହୋଇ ମନମୁଖୀ ଶାସନ କରୁଥିବା ବିରୁଦ୍ଧରେ ଆଜି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି…