Sign in
Sign in
Recover your password.
A password will be e-mailed to you.
ଉଧାରରେ ଆଦର୍ଶ : ପର ଘରେ ଜାକି ହୋଇ ଉଧାରୀ ଶିକ୍ଷକରେ ଚାଲିଛି ଆଦର୍ଶ ବିଦ୍ୟାଳୟ
ଘର ନାହିଁ , ମାଷ୍ଟ୍ର ନାହାନ୍ତି ,କେମିତି ପଢିବେ ପିଲା ଅଭିଭାବକ ଚିନ୍ତାରେ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଚଳିତବର୍ଷ ୨୦୧୯/୨୦ ଶିକ୍ଷାବର୍ଷପାଇଁ ଓଡଗାଁ ବ୍ଲକ ଓଡଶା ଆଦର୍ଶ ବିଦ୍ୟାଲୟରେ ଛାତ୍ରଛାତ୍ରୀ ମାନେ ପ୍ରଥମ କରି ଆଡମିସନ ଗ୍ରହଣ କରିବା ପରେ ଏ ଭିତରେ ୨ମାସ ବିତିଗଲାଣି । ହେଲେ ଏ…
” ଓଡ଼ିଶାକୁ ବିକାଶର ଭୂଖଣ୍ଡରେ ପରିଣତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା ଉଚିତ”
୫"ଟି' ସୂତ୍ରର ଆଧାରରେ ରେ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ କୃଷିମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର(ଶାସକ ପ୍ରଶାସକ) କୃଷି ଓ କୃଷକର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ଅନେକ ଗୁଡ଼ିଏ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିବା ବେଳେ…
ସସ୍ମିତ ମୁଖ୍ୟ ସଚେତକ, ଅମର ସଂସଦୀୟ ଦଳର ସାଧାରଣ ସମ୍ପାଦକ
ଭୁବନେଶ୍ୱର (ଶାସକ ପ୍ରଶାସକ)ନୂଆକରି ରାଜ୍ୟସଭାକୁ ଯାଇଥିବା ବିଜେଡି ସଂସଦ ଡ଼ ସସ୍ମିତ ପାତ୍ର ଓ ଡ଼ ଅମର ପଟ୍ଟନାୟକଙ୍କୁ ମିଳିଛି ନୂତନ ଦାୟିତ୍ୱ | ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରିଥିବା ବେଳେ ଅମର…
କାମ ନସରୁଣୁ ପୋଲରେରେ ଫାଟ, ପେଚ ମରା ମରାମତି ଚାଲିଛି
ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଆଣିବନି ତା ଯନ୍ତ୍ରୀ-ମେସର୍ସ ଫରଚୁନ ଗ୍ରୁପର ମଧୁଚନ୍ଦ୍ରିକା !!!ସରକାରୀ ମାଲ ଦରିଆ ମେ ଡାଲ ନ୍ୟାୟରେ ଚାଲିଛି ଚିପଟ ପୋଲର ନିର୍ମାଣ କାର୍ଯ୍ୟପୋଲର ସ୍ଥାୟିତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ବାରିପଦା (ଦିଲ୍ଲୀପ ମହାନ୍ତି)- ବାରିପଦା ସହର ଉପକଣ୍ଠ ଦେଇ…
ଭଦ୍ରକ ପୌରପାଳିକାରେ ଦୁର୍ନୀତିର ଗନ୍ଧ ; ବିନା ଟେଣ୍ଡରରେ କୋଟିଏ ଟଙ୍କାର କାମ !
ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ପୌରପାଳିକାରେ ଉନ୍ନତି ଯୋଜନା ଫେଲ୍ ମାରିଛି । ବିକାଶ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି । ବିନା ଟେଣ୍ଡରରେ କୋଟିଏରୁ ଉଦ୍ଧ୍ୱ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ଟେଣ୍ଡର କାର୍ଯ୍ୟାଦେଶକୁ ବଳି ପଡିଛି ଅଣଟେଣ୍ଡର କାର୍ଯ୍ୟାଦେଶ । ଯୋଜନା…
ରାଜ୍ୟସ୍ତରୀୟ ଆଦିବାସୀ ଜନଜୀବନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗାନ୍ଧୀ ସ୍ମୃତି ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସଫଳତା
Paralakhemundi/ Balakrusna Panigrahi : ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ଆଦିବାସୀ ଚିତ୍ରକଳା ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ବରଗଡ :- ଆଜି ଭୋରରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ସମବାୟ ସମିତିର ସମ୍ପାଦକ ଖଗେଶ୍ବର ବେହେରାଙ୍କର ବୁଡେନ କାର୍ୟାଳୟ , ବୁଡେନ ସ୍ଥିତ ତାଙ୍କର ପୈତୃକ ବାସଭବନ ,ବୁଡେନ ସ୍ଥିତ ତାଙ୍କର ନିଜ ଘର , ପଦ୍ମପୁର ଓ ପଦ୍ମପୁର ଚାରପାଳି ସ୍ଥିତ ଘର ଓ ତାଙ୍କର ବଲାଙ୍ଗୀର ସ୍ଥିତ ଶଶୁର ଘରେ…
ମାନବ ସେବା ସଂଘ ଟ୍ରଷ୍ଟ ପକ୍ଷରୁ “ଆଭାର”, ଟ୍ରାଫିକ ପୋଲିସଙ୍କୁ ଛତା ଉପହାର
ଝାରସୁଗୁଡା (ସୁବାସ ସାହାରେ ) : ମାନବ ସେବା ସଂଘ ଟ୍ରଷ୍ଟ, ଝାରସୁଗୁଡ଼ା ତରଫରୁ ଆଜି ବସଷ୍ଟାଣ୍ଡ ଟ୍ରାଫିକ ଟାୱାର ନିକଟରେ ଆଭାର- କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଆଭାର କାର୍ଯ୍ୟକ୍ରମ ସଂଘ ପାଇଁ ଗୋଟିଏ ସ୍ଵତନ୍ତ୍ର ମହତ୍ଵ ରଖେ। କୌଣସି ବ୍ୟକ୍ତି ମାନବତା ପାଇଁ କଷ୍ଟ ସ୍ୱୀକାର କରୁଛି ତାର…
ଅଦାଲତ ନିର୍ଦ୍ଦେଶକୁ ପୁଲିସର ଫୁ—-
ପୁଲିସର ସ୍ୱେଚ୍ଛାଚାରୀ ମନୋଭାବ ଉପରକୁ କରାଉଛି ଅଙ୍ଗୁଳି ନିର୍ଦ୍ଦେଶ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାରେ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜନକଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ…
୭୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାଠ ପଟା ଜବତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ମଗରବନ୍ଧ ଗ୍ରାମରେ ଓଡଗାଁ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୧୧୦ ଖଣ୍ଡ ଚୋରା କାଠ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗ୍ରାମର ତ୍ରିନାଥ ନାୟକ ବେଆଇନ ଭାବରେ ଚୋରାରେ କାଠ ବେପାର କରୁଥିବା ବିଶେଷ…