Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ
ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଓଡିଶା ଉଚ୍ଚନ୍ୟାୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାରେ ଥିବା ୭୦ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ପ୍ରତ୍ୟେକ ୧୦ଟି ଗଛ ହିସାବରେ ୭ଶହ ଟି ଗଛ ବିଭିନ୍ନ ଗ୍ରାମର ମନ୍ଦିର,ରାସ୍ତା କଡ,ପାର୍କ ଓ…
ଦ୍ୱାରଶୁଣି ଘାଟିର ପ୍ରଥମ ମୋଡ଼ରେ ହଜିଗଲା ଦୁଇ ଜୀବନ
ବୋଲେବମ ଯାତ୍ରା ପାଲଟିଲା ଶେଷ ଯାତ୍ରା
ବାରିପଦା(ଦିଲ୍ଲୀପ ମହାନ୍ତି )- ଶିବ ଭକ୍ତର ବୋଲବମ ଯାତ୍ରା ଶେଷ ଯାତ୍ରାରେ ପରିଣତ ହେଲା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ୧୧ ଜଣ ବୋଲେବମ ଭକ୍ତ ବୋଲେରୋ ଗାଡ଼ିରେ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ବାହାରିଥିଲେ ବଲାଙ୍ଗୀର…
କିଶୋର ନ୍ୟାୟ ଆଇନ ଉପରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କିତ ଜିଲ୍ଲା-ସ୍ତରୀୟ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁର୍ଲହ୍ୟା ୟୁନିଟ ପକ୍ଷରୁ ""କିଶୋର ନ୍ୟାୟ ଆଇନ ଉପରେ ସାମ୍ବାଦିକ ମାନଂକ ଭୂମିକା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ…
ଗର୍ଭବତୀ ଓ ଶିଶୁସ୍ବାସ୍ଥ୍ୟ ଉପରେ ଜନ ସମ୍ପର୍କ ତାଲିମ କର୍ମଶାଳା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମ ସ୍ଥିତ ଲାଞ୍ଜିଆ- ଶଉରା ଉନ୍ନୟନ ସମିତି କାର୍ଯ୍ୟଳୟର ସମ୍ମିଳନୀ କକ୍ଷ ଠାରେ ୨ ଦିନିଆ ଗର୍ଭଵତି ଓ ଶିଶୁସ୍ବାସ୍ଥ୍ୟ ଉପରେ ଏକ ଜନ ସମ୍ପର୍କ ତାଲିମ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
ଗଜପତି- ଜିଲ୍ଲା ସ୍ତରୀୟ ୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ’ର ପ୍ରକଳ୍ପ ପ୍ରସ୍ତୁତି ପାଈଁ ପ୍ରଶିକ୍ଷଣ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ , ଏକ ଜିଲ୍ଲା ସ୍ତରୀୟ ୨୭-ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ'ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ…
ଜିଲ୍ଲା ଭାଜପା ଓ ଯୁବ-ମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ
ସ୍ୱଚ୍ଛ ଭାରତ ଅଭିଯାନ'ରେ ସଫେଇ କାର୍ଯ୍ୟ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା:ଓ ଯୁବ-ମୋର୍ଚ୍ଚା ପକ୍ଷରୁ , କାରଗିଲ ବିଜୟ ଦିବସ ପାଳନ କରାଯିବା ସହ ସ୍ୱଚ୍ଛ ଭାରତ ଅଭିଯାନ'ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କାରଗିଲ ବିଜୟ ଦିବସ…
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଲେଖିଲେ ଚିଠି :ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେଉ ପୁରୀ ଓ…
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକା ସହ ଏହି ତାଲିକାରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସାମିଲ କରାଯିବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର…
ଭଦ୍ରକରେ ଜିଲ୍ଲାପ୍ରଶାସନ ପକ୍ଷରୁ କାରଗିଲ୍ ବିଜୟ ଦିବସ
ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ) ଭଦ୍ରକରେ ଜିଲ୍ଲାପ୍ରଶାସନ ପକ୍ଷରୁ କାରଗିଲ୍ ବିଜୟ ଦିବସ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସୁଚନା ଓ ଲୋକସଂର୍ପକ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ଏହି ସ୍ମରଣୀୟ ଦିବସରେ ଜିଲ୍ଲାପାଳ ଜ୍ଞାନ…
ବ୍ଲାକ ସ୍ପଟ ହଂସପାଳ ଠାରେ ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ ଗଡକାରୀଙ୍କୁ ଦାବିପତ୍ର ଦେଲେ ଅପରାଜିତା
ଭୁବନେଶ୍ୱର : ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ହାନି ଘଟୁଥିବା ଦୁର୍ଘଟଣା ପ୍ରବଣ ଜାତୀୟ ରାଜପଥରେ ହଂସପାଳ ଠାରେ ଏକ ଫ୍ଲାଏ ଓଭର ନିର୍ମାଣ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦଦନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ | କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ…
ଶହୀଦ ସେନାଙ୍କ ତ୍ୟାଗର ପଟାନ୍ତର ନାହିଁ
ଜିଲ୍ଲା ସାଂବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ କାରଗିଲ ବିଜୟ ଦିବସ
ବଲାଙ୍ଗିର ( ନିରୋଜ ମିଶ୍ର ) ବହୁ ବଳିଦାନ ଓ ତ୍ୟାଗ ବଳରେ ଆମ ଦେଶ ଭାରତ ସ୍ୱାଧ୍ୱୀନ ହୋଇଥିଲା । ସେହି ସ୍ୱାଧିନତାକୁ ସୁରକ୍ଷିତ ରଖିବା ପାଇଁ ଦେଶର ସୀମାନ୍ତରେ ସୈନିକମାନେ ସଦାସର୍ବଦା ଜାଗତିଆର ରହିଛନ୍ତି…