Sign in
Sign in
Recover your password.
A password will be e-mailed to you.
ମୁମ୍ବାଇ ଡାନ୍ସ ଫେଷ୍ଟିଭାଲ୨୦୧୯ରେ କନିଷ୍ଠ ଓଡ଼ିଶୀ ବର୍ଗରେ ନୃତ୍ୟା ଶିଳ୍ପୀ ତନିଶା ବେବର୍ତ୍ତା ସମ୍ବର୍ଦ୍ଧିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ଅପ୍ରତିଦ୍ୱନ୍ଦୀ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡିର ଷଷ୍ଟ ଶ୍ରେଣୀରଛାତ୍ରୀ ତନିଷl ବେବର୍ତ୍ତା ମୁମ୍ବାଇ ଡାନ୍ସ ଫେଷ୍ଟିବେଲ୨୦୧୯ (ଅଗ୍ରୀକୋଲି ସଂସ୍କୃତି ଭବନ ,ମୁମ୍ବାଇ, ମହାରାଷ୍ଟ୍ର) ଠାରେ…
ଥାଇଲାଣ୍ଡରେ ଓଡିଶୀ ନୃତ୍ୟ : ଗଜପତିର ପ୍ରୀତିପ୍ରିୟା , ଭୁବନେଶ୍ୱରର ରିତିକା, ମଧୁସ୍ମିତା ଓ ପ୍ରିୟଦର୍ଶନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁନିସିପାଲଟି କଲୋନୀ ର ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ଙ୍କ କନିଷ୍ଠ ଝିଅ ପ୍ରୀତିପ୍ରିୟା ବେହେରା ଥାଇଲାଣ୍ଡ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୩୫ତମ ଆସିଅନ ସମିତି ର କାର୍ଯ୍ୟକ୍ରମ ରେ…
ଶିଶୁ ଅଧିକାର ସନନ୍ଦର ୩୦ ବର୍ଷ ପୂର୍ତ୍ତୀ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସଭା ଗୃହ ଠାରେ ମିଳିତ ଜାତିସଂଘ ଶିଶୁ ସୁରକ୍ଷା ଅଧିକାର ସନନ୍ଦର ୩୦ ବର୍ଷ ପୂର୍ତ୍ତୀ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସଂଯୋଗ (କଟକ) ଏବଂ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା…
ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ
ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ - ଅମିତ ଶାହ
ଏହି ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ - ଧର୍ମେନ୍ଦ୍ର ପ୍ରଧାନ
ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ
ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ
୪ ବର୍ଷ ମଧ୍ୟରେ ଲଦାଖରେ ୫୦ ହଜାର…
ପାଣିଟାଙ୍କି କାର୍ଯ୍ୟକ୍ଷମ କରିବାକୁ 80 ଦିନର କଣ୍ଟ ଦେଲେ ଜିଲ୍ଲାପାଳ
ଶାସକ ପ୍ରଶାସକର ଖବର ଉପରେ ଉତ୍ତର ଦେଲେ ଜିଲ୍ଲାପାଳ , ବିଧାୟକ ବି ଦେଲେ ପ୍ରତିଶ୍ରୁତି
ଧୂମାଭଟା / ବନମାଳି ନାୟକ : ଧୁମାଭଟା ଗ୍ରାମରେ ନିର୍ମିତ ହେଉଥିବା ପାଣିଟାଙ୍କି କାମ ସମ୍ପୁର୍ଣ ହୋଇସାରିଲା ପରେ ମଧ୍ୟ ଅଚଲ ହେଇ ପଡ଼ିରହିଥିଲା ଯାହାକୁ ନେଇ ଅଞ୍ଚଲରେ ନିରାଶା ର ମାହୋଲ୍ ଖେଲି…
ଏକ କଲେ ଦେଢ଼ଶହ , ଦୁଇ କଲେ ଦୁଇଶହ
ଖୋଲାରେ ଏକ ଦୁଇ କଲେ ଅର୍ଥ ତଣ୍ଡିବ: ଠିକ ଯେ, ନିଜେ ପ୍ରସ୍ତୁତ ନଥାଇ କେମିତି ବିଏମସି ଦଣ୍ଡିବ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଏବେ ଗୋଟାଏ ଭଲ ପଦକ୍ଷେପ ନେବାକୁ ଯାଉଛି ସହରକୁ ବାହ୍ୟ ଶୌଚମୁକ୍ତ ଅଞ୍ଚଳ କରିବା ପାଇଁ । ଏଣିକି ଭୁବନେଶ୍ୱରରେ ଖୋଲାରେ ଶୌଚ କଲେ ଦେବାକୁ ପଡ଼ିବ…
ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀରେ ଏକଜୁଟ ଗଣମାଧ୍ୟମ ପ୍ରତିନିଧି
ବିଧାୟକଙ୍କୁ ଭେଟି ଦାବି ରଖିବେ, ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କୁ ଭେଟିବେ
ସିଦ୍ଧାର୍ଥ ଦାଶ/ଶାସକ ପ୍ରଶାସକ : ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ଉଦ୍ଧେଶ୍ୟ ନେଇ ଆଜି ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ପରିସରରେ ଓଡିଶାର ସମସ୍ତ ଖବର କାଗଜ, ପତ୍ର ପତ୍ରିକା, ସାଟେଲାଇଟ…
ବଢୁଛି ସରୋଜଙ୍କ ଦବଦବା, ଖସୁଛି ରାଜପରିବାର ପାଦ ଦଳର ମାଟି
ବିଜେଡି ମୁହାଁ ଜିଲ୍ଲା ବିଜେପି ତୁଙ୍ଗ ନେତୃତ୍ୱ !
ଭୁବନେଶ୍ୱର/ ପାଟଣାଗଡ : ଏଇନେ ଏକ ଭିଡିଓକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର । ଆଉ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁକୁ ପୁଣି ଆସିଛନ୍ତି ବିଜେଡି ଜିଆଣ୍ଟ କିଲର ଯୁବ ବିଧାୟକ ସରୋଜ ମେହେର । କିଛିିଦିନ ତଳେ ଲୋକଙ୍କ ଅଭିଯୋଗ କ୍ରମେ …
ସାମ୍ବାଦିକ ଲଷ୍ମୀରଞ୍ଜନ ବାଗ ଙ୍କ ମା ନୟନ ବାଗଙ୍କ ପରଲୋକ।
ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ଲଷ୍ମୀରଞ୍ଜନ ବାଗ ଙ୍କ ମା ନୟନ ବାଗ ଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।ବର୍ଦ୍ଧକ୍ୟ ଜନିତ ରୋଗରେ କିଛି ଦିନ ହେଲା ଆକ୍ରାନ୍ତଥିବା ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତିରେ କଲମପୁର ବ୍ଳକ…
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ
ସମ୍ବାଦ ପରିବେଷଣରେ ବ୍ୟାଖ୍ୟାନ ଏକ ଅପରିହାର୍ଯ୍ୟ ଦିଗ
ବଲାଙ୍ଗିର,(ନିରୋଜ ମିଶ୍ର) - ସମ୍ବାଦ ପରିବେଷଣରେ ବ୍ୟାଖ୍ୟାନ ଏକ ଅପରିହାର୍ଯ୍ୟ ଦିଗ ବୋଲି ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତ ପୋଷଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ…